July 18, 2025

Odia Express

Leading Odia News Portal of Odisha

ବିବାହ ପୁର୍ବରୁ ଏହି ଝିଅ ରଖିଦେଲା ଏମିତି ଏକ ସର୍ତ୍ତ କି ଶୁଣିକରି ସ୍ତବ୍ଧ ହୋଇଗଲେ ଶଶୁରଘର ଲୋକେ – ଜାଣିଲେ ଆପଣ ମଧ୍ୟ କହିବେ ସାବାସ…

ଆପଣ ମାନେ ବହୁତ ଅଦ୍ଭୁତ ବିବାହ ବିଷୟରେ ଶୁଣିଥିବେ କିନ୍ତୁ ଏମିତି ଅନୋଖା ବିବାହ ମଧ୍ୟପ୍ରଦେଶର ପ୍ରିୟଙ୍କା ଭଦୋରିଆଙ୍କର ହୋଇଥିଲା । ଯିଏକି ବିବାହ ପୁର୍ବରୁ ନିଜ ଶଶୁରଘର ସାମ୍ନାରେ ଏମିତି ଏକ ସର୍ତ୍ତ ରଖିଦେଲେ ଯାହାକୁ ଶୁଣିକରି ସମସ୍ତେ ଚକିତ ହୋଇଗଲେ,  ପ୍ରିୟଙ୍କାର ଏହି ସର୍ତ୍ତ ତାଙ୍କ ବ୍ୟକ୍ତିଗତ ମାମଲାକୁ ନେଇକରି ନୁହେଁ ବରଂ ଏହି ସର୍ତ୍ତ ପର୍ଯ୍ୟାବରଣ ସଂବନ୍ଧିତ ଥିଲା,  ପ୍ରିୟଙ୍କା ନିଜ ଶଶୁରଘର ବାଲାଙ୍କ ଆଗରେ ଏହି ସର୍ତ୍ତ ରଖିଥିଲେ କି ଯେବେ ସେ ୧୦ ହଜାର ଗଛ ନ ଲଗାଇବେ ତେବେ ସେ ବିବାହ କରିବେନାହିଁ । ଶଶୁରଘର ବାଲାଙ୍କୁ ପ୍ରିୟଙ୍କାର ଏହି କଥା ଟିକିଏ ଅଜବ ଲାଗିଲା କିନ୍ତୁ ସେ ପ୍ରିୟଙ୍କାର ଦାବିକୁ ଗ୍ରହଣ କରିନେଲେ , ଓଗତ ଶୁକ୍ରବାରକୁ ଧୁମଧାମରେ ପ୍ରିୟଙ୍କା ସହ ନିଜ ପୁଅର ବିବାହ କରିଦେଲେ , ଏବେ କିଛି ଦିନରେ ପର୍ଯ୍ୟାବରଣ ଦିବସ ପାଳିତ୍ ହୋଇଛି , ପ୍ରିୟଙ୍କାଙ୍କ ଶଶୁର ଘର ଲୋକେ ଏହି କଥାକୁ ନେଇ ଖୁସ୍ ଅଛନ୍ତି  କି ତାଙ୍କ ବୋହୁ ପର୍ଯ୍ୟାବରଣ ପ୍ରତି କେତେ ଜାଗୃତ ଅଛି, ଆସନ୍ତୁ ଆମେ ଆପଣଙ୍କୁ ପ୍ରିୟଙ୍କାଙ୍କ ବିଷୟରେ କହୁଛୁ ।

ପ୍ରିୟଙ୍କା ଭଦୋରିଆ ଭିଣ୍ତର କିଶୋପୁରା ଗାଁର ବାସିନ୍ଦା ଅଟନ୍ତି , ଯେଉଁଠି ବିବାହର୍ ପୁର୍ବଦିନ ହେବାକୁ ଥିବା କନ୍ୟା ତାଙ୍କ ଇଚ୍ଛା ପଚାରାଯାଇଥାଏ, ସେ କଣ ଚାହୁଁଛନ୍ତି , ସାଧାରଣତଃ ମାନାଯାଏ କି ଝିଅଙ୍କୁ ଗହଣା କପଡା ଇତ୍ୟାଦି ମାଗିଥାନ୍ତି କିନ୍ତୁ ସେଠାରେ ପ୍ରିୟଙ୍କା ଏହା ସବୁ କିଛି ମାଗିବା ପରିବର୍ତ୍ତେ ଗଛ ଲଗାଇବା ମାଙ୍ଗ ନିଜ ଶଶୁରଘର ସାମ୍ନାରେ ରଖିଲେ , ଶଶୁରଘର ଲୋକେ ଏହି କଥାଶୁଣିକରି ଟିକିଏ ଆଚମ୍ବିତ ହେଲେ କିନ୍ତୁ ସେ ପ୍ରିୟଙ୍କାଙ୍କ ଏହି ଦାବି ରଖିନେଲେ । ଜଣାପଡିଛି କି ପ୍ରିୟଙ୍କା ୧୦ ବର୍ଷର ବୟସରୁ ଗଛ ଲଗାଇ ଆସୁଛନ୍ତି , ଓ ଏହା ଏକ ଆଶ୍ଚର୍ଯ୍ୟ ଅଟେ କି ଯେଉଁ ଦିନ ପ୍ରିୟଙ୍କାଙ୍କ ବିବାହ ହୋଇଥିଲା , ସେହିଦିନ ଇଣ୍ଟରନ୍ୟାଶାନାଲ୍ ଅର୍ଥ୍ ଡେ ଥିଲା , ଏହି କଥାରୁ ସଫା ଜାହିର୍ ହୋଇଥାଏ କି ପ୍ରିୟଙ୍କା ଭଦୋରିଆ ପର୍ଯ୍ୟାବରଣପ୍ରତି କେତେ ସଜାଗ ଅଟନ୍ତି , ଏହା ଛଡା ପ୍ରିୟଙ୍କାଙ୍କ ସ୍ୱାମୀ ରବି ଚୌହାନ ବି ନିଜ ସ୍ତ୍ରୀ ପ୍ରିୟଙ୍କାଙ୍କ ଏହି ବୁଝାମଣାରୁ ବହୁତ ଖୁସ୍ ଅଛନ୍ତି , ରବି ଏହି କଥାକୁ ନେଇ ଖୁସ୍ ଅଛନ୍ତି କି ତାଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ପର୍ଯ୍ୟାବରଣ ପ୍ରତି ଏତେ ସଜାଗ ଅଛନ୍ତି

ପ୍ରିୟଙ୍କା ୧୦ ହଜାର ଗଛ ରୁ ପାଞ୍ଚ ହଜାର ଗଛ ନିଜ ବାପଘରେ ତଥା ପାଞ୍ଚ ହଜାର ଗଛ ନିଜ ଶଶୁରଘରେ ଲଗାଯାଉ , ବର୍ତ୍ତମାନ ସମୟରେ ଯେଉଁଠି ଦେଶର ଏକ ବଡ ଭାଗ ସୁଖିଲା ଭାବେ ପ୍ରଭାବିତ ହୋଇଛି, ଏମିତିରେ ପ୍ରିୟଙ୍କାଙ୍କ ଏହି ପହଲ୍ ପ୍ରକୃତରେ ଏକ ଜରୁରୀ ଓ ଭଲ ପ୍ରୟାସ ଅଟେ । ପ୍ରିୟଙ୍କାଙ୍କ ଏହି ପହଲ ଯୋଗୁଁ ବହୁତ ଲୋକଙ୍କୁ ଶିକ୍ଷା ମିଲିଛି, ଓ ବହୁତ ଲୋକ ଏହି ପରି ପଦକ୍ଷେପ ଉଠାଇଛନ୍ତି , ଏହି ପରି ପହଲ୍ ସମସ୍ତଙ୍କୁ କରିବା ଉଚିତ୍ , ଯେଉଁଥିରେ ପର୍ଯ୍ୟାବରଣ ବଞ୍ଚିପାରିବ

ଆମେ ସମସ୍ତେ ପ୍ରିୟଙ୍କାଙ୍କ ଏହି ପହଲ୍ କୁ ସଲାମ୍ କରିବା ଉଚିତ୍ , କାରଣ ବର୍ତ୍ତମାନ ସମୟରେ ଏହି ପରି ପଦକ୍ଷେପ କିଏ ବି କରନ୍ତି ନାହିଁ,  ଯିଏକି ପ୍ରିୟଙ୍କା ଭଦୋରିଆ କରିଛନ୍ତି , ସବୁ ବ୍ୟକ୍ତି ନିଜ ତରିକାରେ ପର୍ଯ୍ୟାବରଣକୁ ବଞ୍ଚାଇବାକୁ ପ୍ରୟାଦ କରିବା ଉଚିତ୍ , ଆମର ଏକ ଛୋଟ ପହଲ୍ ବର୍ବାଦ ରହେ ପର୍ଯ୍ୟାବରଣ ବଞ୍ଚିପାରିବ । ଆମେ ସମସ୍ତେ ଏହି ପ୍ରକାରର ପହଲ୍ କରିବା ଉଚିତ୍ ଯାହା ଆମେ କେଉଁ ଉତ୍ସବ କିମ୍ବା କେଉଁ ଫଙ୍କସନ୍ ଦିନ ଗଛ୍ ଲଗାଇବା, ଏହା ଛଡା ଛୁଆଙ୍କ ଜନ୍ମଦିନରେ କିମ୍ବା ବିବାହରେ ଏକ ଗଛ ନିଶ୍ଚିତ ଲଗାନ୍ତୁ , ଯେପରି ପ୍ରିୟଙ୍କା ଭଦୋରିଆ ନିଜ ବିବାହ ଦିନ କରିଦେଖାଇଥିଲେ ।

Leave a Reply

Your email address will not be published. Required fields are marked *