୯୯ ପ୍ରତିଶତ ଲୋକ କରନ୍ତି ସକାଳୁ ସକାଳୁ ଏହି କାମ , ଯାହାର କାରଣରୁ ଆପଣଙ୍କ ପାଚନତନ୍ତ୍ର ଧିରେ ଧିରେ ହୋଇଥାଏ ଦୁର୍ବଳ
ବ୍ୟକ୍ତି ସାଧାରଣ ରୁପରେ ଯାହା ବି ଭୋଜନ ଗ୍ରହଣ କରିଥାଏ ତାହା ବାସ୍ତବରେ ତେବେ ଆମ ପାଇଁ ଉପଯୋଗୀ ହୋଇଥାଏ ଯେବେ ତାହା ଦରକାର୍ ପଡେ , ଶରୀରର ଅନ୍ତର୍ଗତ ରକ୍ତ କୋଶିକା ଏବଂ ଅନ୍ୟ କୋଶିକା ପର୍ଯ୍ୟନ୍ତ ପହଞ୍ଚିକରି ଶକ୍ତି ଓ ଉର୍ଜା ଉତ୍ପନ୍ନ କରିପାରୁ , ଏହି କାର୍ଯ୍ୟ ପାଚନ ପ୍ରଣାଳୀର ବିଭିନ୍ନ ଅଙ୍ଗ ମିଶିକରି କରିଥାନ୍ତି , ପାଚନ କାର୍ଯ୍ୟ ପେଶିର ଗତି, ରାସାୟନିକ ସ୍ରାବ ମାଧ୍ୟମରେ ହୋଇଥାଏ, ପାଚନ ସେ ରାସାୟନିକ ଯାନ୍ତ୍ରିକ କ୍ରିୟା ଅଟେ, ଯେଉଁଥିରେ ଗ୍ରହଣ କରିଥିବା ଭୋଜନ ଅତ୍ୟନ୍ତ ସୁକ୍ଷ୍ମ କଣରେ ବିଭକ୍ତ ହୋଇ ବିଭିନ୍ନ ଅନଜାଇମ୍ ପାଚନ ରସ କ୍ରିୟାରେ ଫଳସ୍ୱରୁପ ପରିବର୍ତ୍ତିତ ହୋଇକରି ରକ୍ତ କଣ ଦ୍ୱାରା ଅବଶୋଷିତ ହୋଇ କୋଶିକାକୁ ଉପଯୁକ୍ତ ବନାଇଥାଏ, ପାଚନର ଏହି ସଂପୁର୍ଣ୍ଣ କ୍ରିୟା ପାଚନ ଅଙ୍ଗ ଦ୍ୱାରା ସଂପନ୍ନ ହୋଇଥାଏ, ତଥା ଶରୀରର କୋଷିକାକୁ ଉର୍ଜା ପ୍ରଦାନ କରିଥାଏ ।
ଯଦି ଆପଣଙ୍କୁ ଜୀବନସାରା ସୁସ୍ଥ୍ୟ ରହିବାର ଅଛି ତେବେ ଆପଣଙ୍କ ପାଚନତନ୍ତ୍ର ମଜବୁତ୍ ରହିବା ଜରୁରୀ, ବିନା ଭଲ ପାଚନ ତନ୍ତ୍ରରେ କେଉଁ ବି ବ୍ୟକ୍ତି ମୋଟା ହେବା ତ ଦୁର ସୁସ୍ଥ୍ୟ ରହିବା ବି ମୁସକିଲ୍ ହୋଇଯାଏ , ଆମ ମାନଙ୍କ ମଧ୍ୟରୁ ବହୁତ ଲୋକ ଅଛନ୍ତି ଯାହାଙ୍କ ଶରୀର ଦୁର୍ବଳ ହୋଇଥାଏ, ଏମିତି ନଜର୍ ଆସେ କି କିଛି ଖାଇବାକୁ ମିଳୁନି କିନ୍ତୁ ଏହି ଲୋକ ଅଧିକା ଖାଇଥାନ୍ତି । ସେହି ଖାଦ୍ୟ ତାଙ୍କ ଶରୀରରେ ଲାଗିନଥାଏ, ଏହାର୍ କାରଣ ହେଲା ପାଚନତନ୍ତ୍ର ଠିକ୍ ନ ରହିବା, ଏହା ସହ କୁହାଯାଏ କି ଦିନର୍ ଆରମ୍ଭ ଯଦି ଆପଣ ସଠିକ୍ ରୁହେ ତେବେ ଆପଣ ସୁସ୍ଥ୍ୟକର ରହିବେ , କାରଣ ସକାଳ ସମୟରେ ଯେଉଁ ଜିନିଷ ଖାଇଥାନ୍ତି ତାହା ପୁରା ଦିନକୁ ଶକ୍ତି ଓ ଜୋସ୍ ଦେଇଥାଏ, କିନ୍ତୁ ବହୁତଥର ସକାଳୁ ଖାଳି ପେଟରେ କିଛି ଖାଇଲେ ଆପଣଙ୍କ କ୍ଷତି ହୋଇପାରେ, ଯାହାର କାରଣରୁ ମସ୍ତିଷ୍କ ସନ୍ତୁଳନରେ ଗଡବଡି, ପେଟ୍ ସଂବନ୍ଧିତ୍ ରୋଗ, ହୋଇପାରେ, ଆଜି ଆମେ ଆପଣଙ୍କୁ ସେହି ୨ ଟି ଜିନିଷ ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ଖରାପ ହୋଇଥାଏ ।
୧) ଅଣ୍ତାର ସେବନ – ଆମର ପାଚନ ତନ୍ତ୍ରକୁ କ୍ଷତି ପହଞ୍ଚାଉଥିବା ପ୍ରଥମ ଜିନିଷ ହେଲା ଅଣ୍ତା, ସେମିତି ଅଣ୍ତା ଆମ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ, କିନ୍ତୁ ଏହାର୍ ଭୁଲ୍ ସମୟରେ ସେବନ କରାଗଲେ ତେବେ ଫାଇଦା ଜାଗାରେ ଏହା କ୍ଷତି ପହଞ୍ଚାଇଥାଏ, ଆମେ କେବେ ସକାଳୁ ଖାଲି ପେଟରେ ଅଣ୍ତାର ସେବନ କରିବା ଉଚିତ୍ ନୁହେଁ , କାରଣ ଏହାର ସେବନ ଆମର୍ ପେଟରେ ଗ୍ୟାସ୍ ପରି ଗଂମ୍ଭୀର୍ ସମସ୍ୟା ଉତ୍ପନ୍ନ କରିଥାଏ, ତଥା ଆମ ଶରୀରରେ ଛାତିରେ ଜଳନ ପରି ସମସ୍ୟା ଦେଖାଯାଏ, ଏଥିପାଈଁ ଭୁଲରେ ବି ଖାଲି ପେଟରେ ଅଣ୍ତାର ସେବନ କରିବା ଅନୁଚିତ୍ ।
୨) ଗରମ୍ ଚାହା କିମ୍ବା କଫିର୍ ସେବନ –ଦେଶରେ ପ୍ରାୟ ୮୦-୯୦ ପ୍ରତିଶତ୍ ଲୋକ ସକାଳୁ ଉଠିଲେ ଚାହା କିମ୍ବା କଫି ପିଇବା ପସନ୍ଦ କରନ୍ତି , ଚାହାର ମଜା ତେବେ ପର୍ଯ୍ୟନ୍ତ୍ ହୋଇନଥାଏ ଯେବେ ସକାଳୁ ଉଠିକରି ଖାଲି ପେଟରେ ନ ପିଆଯାଏ , ଯଦି ଆପଣ ଖାଲି ପେଟରେ ଚାହା ପିଅନ୍ତି ତେବେ ଏସିଡିଟି ହୋଇଥାଏ , ଗର୍ମ ଚାହାର ସେବନରୁ ଏସିଡିଟି ଉତ୍ପନ୍ନ ହୋଇଥାଏ, ଓ ପାଚକ ରସରେ ପ୍ରଭାବ ପକାଏ , ଆମେ ଆପଣଙ୍କୁ କହିଦେବୁ କି ଚାହାରେ ଅଧିକା ଏସିଡ୍ ପାଚନ ତନ୍ତ୍ରକୁ କ୍ଷତି ପହଞ୍ଚାଇଥାଏ, ଏଥିରେ ଛାତିରେ ଜଳାପୋଡା, ଭୟଓ ବାନ୍ତି ହେବା ସମସ୍ୟା ଆସିପାରେ, ଏଥିପାଇଁ ଚାହାର ସେବନ ଏହି କଥାକୁ ନିଶ୍ଚିତ ଧ୍ୟାନ ଦିଅନ୍ତୁ, ଓ ମନେ ରଖନ୍ତୁ ଚାହା ପିଇବାପୁର୍ବରୁ କିଛି ଖାଇନିଅନ୍ତୁ, ଓ ତାପରେଏକ ଗିଲାସ ପାଣି ପିଇ ଚାହାରସେବନ କରିପାରିବେ