ଯଦି ଆପଣଙ୍କ ଫୋନ୍ ଗରମ ହୋଇକରି ହ୍ୟାଙ୍ଗ୍ ହୋଇଯାଇଥାଏ , ତେବେ ଆଜି ହିଁ ଫୋନରେ ଏହି ସେଟିଙ୍ଗ୍ କୁ କରିଦିଅନ୍ତୁ ଚେଞ୍ଜ
ଏଥିରେ କୌଣସି ସନ୍ଦେହ ନାହିଁ କି ଆଜି କାଲି ଅଧିକାଂଶ ଲୋକ ଆଣ୍ତ୍ରୋଏଡ୍ ଫୋନ୍ ବ୍ୟବହାର କରୁଛନ୍ତି, ହଁ ଆଜ୍ଞା , ବୋଧେ ଏମିତି କେହି ବ୍ୟକ୍ତି ଥିବ ଯିଏ ଲାଟେଷ୍ଟ ଫୋନ୍ ବ୍ୟବହାର କରିନଥିବ , ସେମିତି ଯଦି ଆମେ ଆଧୁନିକ ଜୀବନର କଥା କହିଲେ ଆଜିର ସମୟରେ ସବୁ ବ୍ୟକ୍ତିର ନିଜ ସବୁ କାମ ଫୋନ୍ ଦ୍ୱାରା ହିଁ କରିଥାଏ, ବୋଧେ ଏହି କାରଣରୁ ଆଜିକାଲି ବ୍ୟକ୍ତି ଫୋନ ଉପରେ ଅଧିକା ନିର୍ଭର ହୋଇସାରିଛି, ଏବେ ଜାହିର୍ କଥା କି ଯେବେ ଆମେ କେଉଁ ଜିନିଷକୁ ଅଧିକା ବ୍ୟବହାର କରିଥାଉ, ତେବେ ତାହା ଉପରେ ଅଧିକା ପ୍ରେସର୍ ଦରକାରପଡିଯାଏ , ଏହି ପ୍ରକାରର ଫୋନର ଅଧିକା ବ୍ୟବହାର ହେବାର କାରଣରୁ ଫୋନ୍ ଗରମ ହୋଇଯାଏ , ହଁ ଆଜ୍ଞା, ଯଦି ଆପଣଙ୍କ ଫୋନ୍ ଦରକାରରୁ ଅଧିକା ବ୍ୟବହାର କରୁଛନ୍ତି ,ତେବେ ନିଶ୍ଚିତ ଆପଣଙ୍କ ଫୋନ୍ ଗରମ ହେଉଥିବ । ଏହା ଛଡା କିଛି ଲୋକଙ୍କ ଫୋନ୍ ଏତେ ସୁକ୍ଷ୍ମ ହୋଇଥାଏ କି ସେ ଟିକିଏ ବ୍ୟବହାର କଲେ ଗରମ ହୋଇଯାଏ , ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ ତରିକା କହିବୁ, ଯାହା ଦ୍ୱାରା ଆପଣଙ୍କ ଫୋନ୍ ଗରମ ହେବନାହିଁ , ଓ ଆପଣ ସହଜରେ ନିଜ ଫୋନକୁ ବ୍ୟବହାର କରିପାରିବେ, ତେବେ ଆସନ୍ତୁ ସେହି ତରିକା ବିଷୟର୍ ବିସ୍ତାରରେ ଜାଣିବା
ଆଜି ଆମେ ଆପଣଙ୍କୁ ଏମିତି ଏକ ସିକ୍ରେଟ୍ ସେଟିଙ୍ଗ୍ ବିଷୟର୍ କହିବୁ, ଯାହାଦ୍ୱାରା ଆପଣଙ୍କ ଫୋନ୍ କେବେ ହ୍ୟାଙ୍ଗ୍ ହେବନାହିଁ , ଓ ନାହିଁ କେବେ ଗରମ ହେବନାହିଁ । ଫୋନର ବ୍ୟବହାର ସବୁ ବ୍ୟକ୍ତି କରିଥାନ୍ତି,ଯାହାର କାରଣରୁ କେବେ କେବେ ଆପଣଙ୍କ ଫୋନ୍ ଗରମ ହୋଇକରି ବନ୍ଦ ହୋଇଯାଏ, ଯଦି ଆପଣ୍ ଏହି କାରଣରୁ ଚିନ୍ତିତ ଅଛନ୍ତି, ତେବେଖାଲି ଥରେ ଏହି ତରିକାକୁ କରିଦେଖନ୍ତୁ, ଏହି ତରିକା ଅନୁସାରେ ସବୁଠାରୁ ପ୍ରଥମେ ଫୋନ୍ ର ସେଟିଙ୍ଗ୍ କୁ ଯାଆନ୍ତୁ, କହିଦେବୁ କି ସେଟିଙ୍ଗ୍ ରେ ଯିବାପରେ ଆପଣଙ୍କୁ ସିକ୍ୟୁରିଟି ଆଣ୍ତ ଲୋକେସନ୍ ଅପସନ୍ ନଜର ଆସିବ ।
ଆପଣଙ୍କୁ ଏହି ଅପସନ୍ ଦବାଇବାର ଅଛି, ଏହାପରେ ସେଟିଙ୍ଗ୍ ରେ ଲୋକେସନ୍ ଟ୍ୟାବ୍ ରେ କ୍ଲିକ୍ କରନ୍ତୁ, ତାପରେ ଆପଣଙ୍କୁ ଏହି ମୋଡ୍ ଅପସନ୍ ରେ ଯିବାର ଅଛି, ଓ ସେଠାରେ ଯାଇ ବ୍ୟାଟେରି ସେଭର୍ ଅପସନ୍ କୁ କ୍ଲିକ୍ କରିବାର ଅଛି, କହିଦେବୁ କି ଏହି ପରି ଆପଣଙ୍କ ଫୋନ୍ କେବେ ହ୍ୟାଙ୍ଗ୍ ହେବନାହିଁ, ଓ ନା ହିଁ ଗରମ ହେବ , ହଁ ଆଜ୍ଞା, ଏହି ତରିକାରେ ଫୋନ୍ ବ୍ୟବହାର କରିବାରେ ସହଜ ହେବ , ଏହାଛଡା ଫୋନର ସିକ୍ୟୁରିଟି ଆଣ୍ତ ଲୋକେସନ୍ ଅପସନ୍ ନଥିଲେ, ତେବେ ଆପଣ ନିଜ ଫୋନର କୁଲର୍ ମାଷ୍ଟର୍ ଆପଲିକେସନ୍ ଡାଉନଲୋଡ୍ କରିପାରିବେ ।
ଏଥିରେ ଫୋନ୍ ଆଉ ଗରମ ହେବନାହିଁ । ଏହି ଆପ୍ ଆପଣଙ୍କ ଫୋନ୍ ପାଇଁ ଲାଭଦାୟକ ହୋଇପାରିବ , ଆମେ ବିଶ୍ୱାସ୍ କରୁଛୁ କି ଏହି ଆପ୍ ଆପଣ ନିଶ୍ଚିତ ପସନ୍ଦ କରିବେ , ଆଜି କାଳି ସବୁ ବ୍ୟକ୍ତି ସ୍ମାର୍ଟ ହୋଇସାରିଛନ୍ତି, ଓ ଫୋନ୍ ସଠିକ୍ ଭାବେ ଫୋନ୍ ବ୍ୟବହାର କରିଜାଣିଛନ୍ତି , କିନ୍ତୁ ଫୋନ୍ ସଠିକ୍ ତରିକାରେ ବ୍ୟବହାର କରିବାରେ ଲୋକେ ଭୁଲିଯାଇଛନ୍ତି, ଫୋନ୍ ଦରକାରରୁ ଅଧିକା ବ୍ୟବହାର କରିବା ବହୁତ ହାନିକାରକ ହୋଇଥାଏ , ଏଥିପାଇଁ ଆମେ ଆଶା କରୁଛୁ କି ଆପଣଙ୍କ ଫୋନ୍ ଅଧିକା ବ୍ୟବହାର କରିବେ ନାହିଁ , ଓ ଆମର ଦ୍ୱାରା କୁହାଯାଇଥିବା ତରିକାରେ ସଠିକ୍ ବ୍ୟବହାର କରିପାରିବେ ।