ଆଜିର ସବୁଠୁ ନୂଆ ମଜେଦାର ଫଜଲ – ପ୍ରଥମ ଚିତ୍ରଟି ଅଟେ H ଓ ଅନ୍ୟ ଚିତ୍ରଟି ଅଟେ ଚାବି – ତେବେ କଣ ଅଟେ ଖେଳଟିର ନାମ? ବୁଦ୍ଧି ଖଟେଇ ପାରିଲେ ନିଶ୍ଚୟ ଉତ୍ତର ଦେଇ ପାରିବେ – ସଠିକ ଉତ୍ତର ଦେଖି ନିୟନ୍ତୁ…
ନମସ୍କାର ପ୍ରିୟ ପାଠକଗଣ | ଆପଣମାନେ ପୁଣିଥରେ ଏତାହାକୁ ଆସିଛନ୍ତି କିଛି ନୂଆ ନୂଆ ଜ୍ଞାନ ଶିଖିବା ପାଇଁ |ତେବେ ଏଥିରେ ଜଣା ପଡୁଛି ଆପଣ ନିଶ୍ଚୟ ଜଣେ ଜ୍ଞାନ ଆହରଣ କରିବା ଓ ନୂଆ ଜିନିଷ ଶିଖିବାରେ ବହୁତ ଇଚ୍ଛା ରଖନ୍ତି |ତେବେ ନିଶ୍ଚୟ ଆପଣଙ୍କ ଏହି ନୂଆ ନୂଆ କଥା ଶିଖିବାର ମନୋଭାବ ଆଗାମୀ ଦିନରେ ଆପଣାକୁ ଖୁବ ଅଧିକ ସାହାଯ୍ୟ ହେବ |ଓ ଆପଣ ଶିଖିଥିବା ଏହି ଜ୍ଞାନ ଗୁଡିକ କେବେ ଆପଣଙ୍କ କାମରେ ଆସିପାରେ |ସେଠି ପାଇଁ ସବୁଦିନ କିଛି ନୂଆ ନୂଆ ଶିଖିବା ନିହାତି ଦରକାର ହେଇଥାଏ |ତେବେ ଚାଲାନ୍ତୁଆ ଆଜିର ୧୦ ଟି ନୂଆ ଫୋଟୋ ଦେଖି ଉତ୍ତର କୁ ଆରମ୍ଭ କରିବା
ଫଜଲ ନମ୍ବର୧-ପ୍ରଥମ ଚିତ୍ରରେ ଏକ କାର ଯାଉଛି ଓ ଅନ୍ୟ ଚିତ୍ରରେ ଲେଖାଯାଇଛି ତିନି।ତେବେ କଣ ଅଟେ ଫିଲ୍ମର ନାମ?
ଉତ୍ତର- ଚିତ୍ର ଦେଖିଜଣାପଡୁଛି ଫିଲ୍ମର ନାମ ରେଶ ଥ୍ରୀ।କାରଣ ପ୍ରଥମ ଚିତ୍ରରେ କାର ଯାଉଛି ମାନେ ରେଶ ଓ ଅନ୍ୟ ଚିତ୍ରରେ ଲେଖାଯାଇଛି ତିନି ମାନେ ଥ୍ରୀ ସେଥିପାଇଁ ଫିଲ୍ମର ନାମ ରେଶ ଥ୍ରୀ।
ଫଜଲ ନମ୍ବର୨-ପ୍ରଥମ ଚିତ୍ରଟି ହେଉଛି ଏକ ଗାଈ ଓ ଦ୍ୱିତୀୟ ଚିତ୍ରଟି ହେଉଛି ଗଛ।ତେବେ କଣ ଅଟେ ଝିଅଟିର ନାମ?
ଉତ୍ତର- ଚିତ୍ର ଦେଖି ଜଣାପଡୁଛି ଝିଅଟିର ନାମ ଗାୟତ୍ରୀ।କାରଣ ପ୍ରଥମ ଚିତ୍ର ହେଉଛି ଗାଇ ଓ ଦ୍ୱିତୀୟ ଚିତ୍ର ଗଛର ଇଂରାଜୀ ନାମ ଟ୍ରି ତେବେ ଝିଅଟିର ନାମ ଗାୟତ୍ରୀ।
ଫଜଲ ନମ୍ବର୩-ପ୍ରଥମ ଚିତ୍ରଟି ହେଉଛି ଏକ ଦୀପ ଓ ଦ୍ୱିତୀୟ ଚିତ୍ରଟି ହେଉଛି ଗଛ।ତେବେ କଣ ଅଟେ ଝିଅଟିର ନାମ?
ଉତ୍ତର- ଚିତ୍ରଦେଖି ଜଣାପଡୁଛି ଝିଅଟିର ନାମ ଦୀପ୍ତି କାରଣ ।ପ୍ରଥମ ଚିତ୍ର ଅଟେ ଦୀପ ଓ ଅନ୍ୟ ଚିତ୍ରଟି ହେଉଛି ଗଛ ଯାହାର ଇଂରାଜୀ ନାମ ଟ୍ରି।ସେଥିପାଇଁ ଝିଅଟିର ନାମ ଦୀପ୍ତି।
ଫଜଲ ନମ୍ବର୪-ପ୍ରଥମ ଚିତ୍ରଟି ହେଉଛି ଟମାଟୋ ଓ ଦ୍ୱିତୀୟ ଚିତ୍ରଟି ହେଉଛି ସୁପ।ତେବେ ଖାଦ୍ୟଟିର ନାମ କଣ ଅଟେ?
ଉତ୍ତର-ଚିତ୍ରଦେଖି ଜଣାପଡୁଛି ଖାଦ୍ୟଟିର ନାମ ଟମାଟୋ ସୁପ।କାରଣ ପ୍ରଥମ ଚିତ୍ର ଅଟେ ଟମାଟୋ ଓ ଅନ୍ୟ ଚିତ୍ରଟି ସୁପ ଅଟେ ତେଣୁ ଖାଦ୍ୟର ନାମ ଟମାଟୋ ସୁପ।
ଫଜଲ ନମ୍ବର୫-ପ୍ରଥମ ଚିତ୍ର ଅଟେ ଚାବି ଓ ଦ୍ୱିତୀୟ ଚିତ୍ର ହେଉଛି ଶବ୍ଦ।ତେବେ କଣ ଅଟେ ପୁଅଟିର ନାମ?
ଉତ୍ତର- ଚିତ୍ର ଦେଖି ଜଣାପଡୁଛି ପୁଅଟିର ନାମ କିଶୋର ।କାରଣ ପ୍ରଥମ ଚିତ୍ର ଚାବିର ଇଂରାଜୀ ନାମ କି ଓ ଦ୍ୱିତୀୟ ଚିତ୍ର ଶବ୍ଦ ବା ସ୍ୱର ସେଥିପାଇଁ ପୁଅଟିର ନାମ କିଶୋର।
ଫଜଲ ନମ୍ବର୭-ପ୍ରଥମ ଚିତ୍ରଟି ଅଟେ କେ ଓ ଦ୍ୱିତୀୟ ଚିତ୍ରଟି ଅଟେ ମୂଷା।ତେବେ କଣ ଅଟେ ପରିବାଟିର ନାମ?
ଉତ୍ତର-ଚିତ୍ର ଦେଖି ଜଣାପଡୁଛି ପରିବାଟିର ନାମ ଗାଜର ବା କେରଟ।କାରଣ ପ୍ରଥମ ଚିତ୍ରଟି ଅଟେ କେ ଓ ଅନ୍ୟ ଚିତ୍ରଟି ଅଟେ ମୂଷା ବା ରାଟ ସେଥିପାଇଁ ପରିବାଟିର ନାମ କେରଟ।
ଫଜଲ ନମ୍ବର୮-ପ୍ରଥମ ଚିତ୍ର ଅଟେ ଏକ ବାକ୍ସ ଓ ଅନ୍ୟଟି ଅଟେ ଗୀତ।ତେବେ କଣ ଅଟେ ଖେଳଟିର ନାମ?
ଉତ୍ତର-ଚିତ୍ର ଦେଖିଜଣାପଡୁଛି ଖେଳର ନାମ ବକ୍ସିଙ୍ଗ କାରଣ ପ୍ରଥମ ଚିତ୍ରଟି ଅଟେ ବାକ୍ସ ବା ବକ୍ସ ଓ ଦ୍ୱିତୀୟ ଚିତ୍ର ଟି ଗୀତ ବା ସିଙ୍ଗିଙ୍ଗ ସେଥିପାଇଁ ଖେଳଟିର ନାମ ବକ୍ସିଙ୍ଗ।
ଫଜଲ ନମ୍ବର୯-ପ୍ରଥମ ଚିତ୍ରଟି ଅଟେ ଚିତ୍ର ଓ ଅନ୍ୟଟି ଅଟେ ଏକ ବଲ ।ତେବେ କଣ ଅଟେ ଖେଳର ନାମ?
ଉତ୍ତର- ଚିତ୍ର ଦେଖିଜଣାପଡୁଛି ଖେଳଟିର ନାମ ପେଣ୍ଟବଲ କାରଣ ପ୍ରଥମ ଚିତ୍ରଟି ଅଟେ ଚିତ୍ର ବା ପେଣ୍ଟ ଓ ଅନ୍ୟଟି ଅଟେ ବଲ ସେଥିପାଇଁ ଖେଳଟିର ନାମ ପେଣ୍ଟବଲ।
ଫଜଲ ନମ୍ବର୧୦-ପ୍ରଥମ ଚିତ୍ରଟି ଅଟେ ପାଦ ଓ ଦ୍ୱିତୀୟ ଚିତ୍ରଟି ଅଟେ ଏକ ବଲ।ତେବେ କଣ ଅଟେ ଖେଳଟିର ନାମ?
ଉତ୍ତର- ଚିତ୍ରଦେଖି ଜଣାପଡୁଛି ଖେଳଟିର ନାମ ଫୁଟବଲ କାରଣ ପ୍ରଥମ ଚିତ୍ର ହେଉଛି ପାଦ ବା ଇଂରାଜୀ ନାମ ଫୁଟ ଓ ଦ୍ୱିତୀୟ ଚିତ୍ରଟି ଅଟେ ବଲ ତେବେ ଖେଳଟିର ନାମ ଫୁଟବଲ।
ଫଜଲ ନମ୍ବର୧୧-ପ୍ରଥମ ଚିତ୍ରଟି ଅଟେ H ଓ ଅନ୍ୟ ଚିତ୍ରଟି ଅଟେ ଚାବି।ତେବେ କଣ ଅଟେ ଖେଳଟିର ନାମ?
ଉତ୍ତର- ଚିତ୍ରଦେଖି ଜଣାପଡୁଛି ଖେଳଟିର ନାମ ହକି।କାରଣ ପ୍ରଥମ ଚିତ୍ରଟି ହେଉଛି ହୋ ଓ ଅନ୍ୟ ଚିତ୍ରଟି ଅଟେ ଚାବି ବା କି ସେଥିପାଇଁ ଖେଳଟିର ନାମ ହକି।