ଭଗବାନ ଶିବଙ୍କ ଆଶୀର୍ବାଦ କେଉଁ ଚାରୋଟି ରାଶିକୁ ହେବ ରାଜଯୋଗ ଲାଭ – ଦେଖନ୍ତୁ କେଉଁମନେ ହେବେ ମାଲାମାଲ
ଭଗବାନ ଭୋଳାନାଥଙ୍କ ସ୍ୱଭାବ ବହୁତ ସରଳ ବୋଲି ଶାସ୍ତ୍ରରେ ଧରାଯାଇଛି । ଲୋକଙ୍କ କହିବା ଅନୁସାରେ ଭୋଳାନାଥ ନିଜ ନାମ ପରି ଭୋଳା ଅଟନ୍ତି । ଭୋଳାନାଥଙ୍କ କୃପା ଯେଉଁ ବ୍ୟକ୍ତି ଉପରେ ଥାଏ ତାକୁ କୌଣସି ଅସୁବିଧାର ସମ୍ମୁଖୀନ ହବାକୁ ପଡିନଥାଏ । ଶିବଙ୍କୁ ଗୋଟିଏ ଢାଳ ଜଳ ଅର୍ପଣ କଲେ ସେ ବହୁତ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି। ଭୋଳାନାଥଙ୍କୁ ସତ ମନ ରେ ପୂଜା କଲେ ବ୍ୟକ୍ତି ସବୁ ଅସୁବିଧାରୁ ମୁକ୍ତି ପାଇଥାଏ। ଭୋଳାନାଥଙ୍କୁ ଯିଏ ସନ୍ତୁଷ୍ଟ କରିପାରେ ସିଏ ସମସ୍ତ ଗୁଣର ଅଧିକାରୀ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭୋଳାନାଥଙ୍କ କୃପାରୁ ହଜାର ବର୍ଷରେ ଗୋଟିଏ ଥର ହୋଇଥାଏ ରାଜଯୋଗ । ଏଥିରେ ଚାରୋଟି ରାଶିକୁ ଏପ୍ରିଲ ମାସ ଠାରୁ ପଇସା ହିଁ ପଇସା ପ୍ରାପ୍ତି ହେବ । ଚାଲନ୍ତୁ ଜାଣିବା ସେହି ରାଶି ଗୁଡିକ ସମ୍ପର୍କରେ । କେଉଁ ରାଶିଙ୍କୁ ମିଳିବ ରାଜଯୋଗ ।
କର୍କଟ ରାଶି – ଏହି ରାଶିର ବ୍ୟକ୍ତି ମାନେ ଯଦି ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ହେଉଛନ୍ତି ତାହେଲେ ଏମାନଙ୍କୁ ବହୁତ ଜଲଦି ସରକାରୀ ଚାକିରୀ ମିଳିଯିବ ଏବଂ ସେମାନଙ୍କ ପାରିବାରିକ ଜୀବନ ଆନନ୍ଦମୟ ହବ । ଯଦି ଆପଣ ଗାଡି କିଣିବାକୁ ଚାହୁଁଛନ୍ତି ତାହେଲେ ଏହି ସମୟ ଆପଣଙ୍କ ପାଇଁ ଶୁଭ ରହିବ । ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ ଏବଂ ଆପଣଙ୍କ ମାନ ସଂମାନ ବୃଦ୍ଧି ହେବ । ଆପଣଙ୍କୁ ନିଜ ଲଭ ପାର୍ଟନରଙ୍କ ଠାରୁ ମିଳିବ ଖୁସି ଖବର ତଥା ଆପଣଙ୍କ ଲଭ ଲାଇଫ ରୋମାଣ୍ଟିକ ହବ ।ଏବଂ ପାରିବାରିକ ଜୀବନ ସୁଖମୟ ହେବ।
ମକର ରାଶି : ସେହିପରି ଅନ୍ୟଏକ ରାଶି ହେଉଛି ମକର ରାଶି ଏହି ରାଶିର ବ୍ୟକ୍ତି ମାନଙ୍କୁ ରାଜନୀତିରେ ନୂଆ ପଦବୀ ପ୍ରାପ୍ତି ହେବ । କୌଣସି ଏକ ପୁରୁଣା ମିତ୍ରତା ପ୍ରେମ ସମ୍ପର୍କର ରୂପ ନେଇପାରେ । ଏହି ଦିନ ଗୁଡିକରେ ଏମାନଙ୍କୁ ବହୁତ ଧନ ପ୍ରାପ୍ତି ହେବ ।ଏହି ରାଶି ର ବ୍ୟକ୍ତି ମାନଙ୍କୁ ଏହି ସମୟରେ ବହୁତ ଧନ ଲାଭ ହେବ । ଅତୀତର ପ୍ରେମକୁ ଫେରିପାଇବାର ସୁଯୋଗ ମିଳିବ । ଆପଣଙ୍କୁ ନିଜର ପ୍ରେମ ମିଳିବା ର ବହୁତ ସମ୍ଭାବନା ରହିଛି ଏବଂ ଆପଣଙ୍କର ପ୍ରେମ ସଂପର୍କ ମଜବୁତ୍ ହେବ । ଘର ପରିବାରରେ ଖୁସି ର ବାତାବରଣ ଲାଗିରହିବ । ଏମାନେ ସମ୍ମାନର ପାତ୍ର ହୋଇପାରନ୍ତି।
ମୀନ ରାଶି – ଏହି ରାଶିର ବ୍ୟକ୍ତି ମାନଙ୍କର ଜୀବନରେ କୌଣସି ସମସ୍ୟା ଚାଲିଛି ଯଦି ଏମାନେ ନିଜର ମାନସିକ ସ୍ଥିତି କୁ ଭଙ୍ଗ ନ କରି ବରଂ ଭାବିଚିନ୍ତି ଏହି ପରିସ୍ଥିତିକୁ ଦୂର କରିବାକୁ ଉପାୟ ଭାଇବା ଦରକାର । ଏହି ସମୟରେ ଆପଣଙ୍କୁ ନିଜ ପରିବାରକୁ ପର୍ଯ୍ୟାପ୍ତ ସମୟ ଦେବା ଦରକାର । କେଉଁଠି ନ କେଉଁଠି ଆପଣ ଅଣଦେଖା କରୁଛନ୍ତି ସେଥିପାଇଁ ସମସ୍ୟା ଆପଣଙ୍କ ଜୀବନରେ ଲାଗି ରହୁଛି । ଏହି ସମୟ ହେଉଛି ଉଚିତ ସମୟ ସମସ୍ୟାର ସମାଧାନ କରିବା ପାଇଁ ।
ବିଛା ରାଶି – ଏହି ରାଶିର ବ୍ୟକ୍ତି ମାନଙ୍କର ଆସୁଥିବା ସମୟ ବହୁତ ଭଲ ରହିବ। ଆପଣଙ୍କ ଘରେ ବର୍ଷ ବର୍ଷ ଧରି ଖୁସି ଲାଗିରହିବ । ଚାକିରୀ କରିଥିବା ବ୍ୟକ୍ତି ମାନଙ୍କୁ ଚାକିରୀ କ୍ଷେତ୍ରରେ ସମୃଦ୍ଧି ଲାଭ ହୋଇପାରେ । ପ୍ରେମି ପ୍ରେମିକା ମାନେ ଏହି ସମୟରେ ପ୍ରେମ ପ୍ରସ୍ତାବ ଦେଇପାରନ୍ତି ଏବଂ ପ୍ରେମି ପ୍ରେମିକା ଦୁହେଁ ଅଧିକତର ପାଖାପାଖି ହୋଇପାରନ୍ତି । ଆପଣଙ୍କ ବୈବାହିକ ଜୀବନରେ ସୁଖଶାନ୍ତି ଲାଗିରହିବ ଏବଂ ଆପଣଙ୍କର ପ୍ରେମ ଜୀବନ ସୁଖମୟ ହେବ । ଏମାନେ ସମ୍ମାନର ପାତ୍ର ହୋଇପାରନ୍ତି । ଏବଂ ସୁଖ ଶାନ୍ତିର ବାତାବରଣ ଦେଖାଯିବ।