December 7, 2024

Odia Express

Leading Odia News Portal of Odisha

ଯଦି କୁକୁଡା ଭାରତ ଓ ଚୀନ ମଧ୍ୟରେ ଅଣ୍ତା ଦେଇଦେଲା ତେବେ ଅଣ୍ତା କାହାର ହେବ ? ଇଣ୍ଟରଭ୍ୟୁରେ ଏମିତି ପ୍ରଶ୍ନ ଯାହା ଉତ୍ତର ମାତ୍ର କିଛି ଲୋକ ଦେଇ ପାରନ୍ତି..

ୟୁପିଏସ୍ ସି ସିଭିଲ୍ ସେବା ପରୀକ୍ଷା ପାଇଁ ଆବେଦନ କରିବାର ସବୁ ଆବେଦକଙ୍କ ଏହି ଇଚ୍ଛା ହୋଇଥାଏ କି ସେ ଏଇ ପରୀକ୍ଷାରେ ଚୟନିତ ହୋଇକରି ଆଇଏଏସ୍ କିମ୍ବା ଆଇପିଏସ୍ ହୁଅନ୍ତୁ , କିନ୍ତୁ ଏହା ତେବେ ସଂମ୍ଭବ ହୋଇପାରେ ଯେବେ କ୍ୟାଣ୍ତିଡେଟ୍ କେବଳ ପରୀକ୍ଷା କ୍ଲିଅର୍ କରି ବରଂ ଇଣ୍ଟରଭ୍ୟୁର ମାନକକୁ ପୁରା କରିପାରୁ, ୟୁପିଏସ୍ ସି ପରୀକ୍ଷା ବରାବର ହିଁ ଏହାର ପର୍ସନାଲିଟି ଟେଷ୍ଟ ବି ମୁସକିଲ୍ ହୋଇଥାଏ , ଏଠାରେ କ୍ୟାଣ୍ତିଡେଟ୍ସ ବହୁତ ଥର ଅବୁଝା ପହେଲିଗୁଡିକ ବିଷୟରେ ପଚାରାଯାଏ , ଏହା ବହୁତ କଠିନ ପରୀକ୍ଷା ହୋଇଥାଏ , ଓ ବହୁତଥର କ୍ୟାଣ୍ତିଡେଟ୍ ଏଥିରେ ଫେଲ୍ ହୋଇକରି ଚାକିରି ହରାଇବସନ୍ତି, ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଇଣ୍ଟରଭ୍ୟୁରେ ପଚାରାଯାଇଥିବା କିଛି ଟ୍ରିକି ପ୍ରଶ୍ନ ଗୁଡିକ ବିଷୟରେ କହିବୁ ଯାହା ଇଣ୍ଟରଭ୍ୟୁରେ ପଚାରାଯାଇଥାଏ , ୟୁପିଏସ୍ ସି ପରୀକ୍ଷାରେ ଆସିଥିବା ଏହି ପ୍ରଶ୍ନଗୁଡୀକ ଦେଖିକରି ଆଇଡିଆ ଲଗାଇପାରିବେ କି କେତେ କଠିନ ଏହି ପ୍ରଶ୍ନ ଗୁଡୀକ ହୋଇଥିବ ।

୧) ଯଦି କୁକୁଡା ଭାରତ ଓ ଚୀନ ମଧ୍ୟରେ ଅଣ୍ତା ଦେଇଦେଲା ତେବେ ଅଣ୍ତା କାହାର ହେବ ?

ଉତ୍ତର- କୁକୁଡାର୍

୨) ମୋହନ, ଗଣେଷ ଠାରୁ ଲମ୍ବା ଅଟେ, କିନ୍ତୁ ନିରଜ୍ ଛୋଟ ଅଛି, ସୋହନ କରିମ୍ ଠାରୁ ଛୋଟ ଅଟେ , କିନ୍ତୁ ନିରଜ ଲମ୍ବା , ପାଞ୍ଚଜଣ ବନ୍ଧୁଙ୍କ ମଧ୍ୟରେ ସବୁଠାରୁ ଲମ୍ବା କିଏ ?

ଉତ୍ତର- କରିମ୍ ସବୁଠାରୁ ଲମ୍ବା ଅଟେ ।

୩ ) ମନୁଷ୍ୟର କେଉଁ ଅଙ୍ଗରୁ ଏସିଡ୍ ମିଳିଥାଏ ? ଉତ୍ତର – ମୁତ୍ରାଶୟ ମାନେ ୟୁରିନ୍ ରେ

୪) ଯଦି ଆଖି କୁ ମୁହଁ, ମୁହଁକୁ ନାକ, ନାକକୁ କାନ ଓ କାନକୁ ଜିଭ କହନ୍ତି ତେବେ ଆପଣ କାହାର ଶୁଣିବେ ?

ଉତ୍ତର- ଜିଭର ଶୂଣିବା ।

୫) ଯଦି ଆପଣ ୫ ସେକେଣ୍ତରେ ପୃଥିବୀରୁ ଅକ୍ସିଜେନ୍ ଗାୟବ ହୋଇଯାଏ , ତେବେ କଣ ହେବ ?

ଉତ୍ତର- ଆମର ପାଦ ତଳୁ ମାଟିଖସିକରି ୧୦-୧୫ କିମି ତଳକୁ ଚାଲିଯିବ,  ଧାତୁଗୁଡିକ ବିନା ବିଲଡିଙ୍ଗ୍ ନିଜ ସହ ଯୋଡି ହୋଇଯିବ,  ପୃଥିବୀରେ ବହୁତ ଥଣ୍ତା ହେବ , ସବୁ ଜିବିତ କୋଶିକା ଫୁଲିକରି ଫାଟିଯିବ , ଯାହାଦ୍ୱାରା ଜୀବଜନ୍ତୁ ମରିଯିବେ ।

୬) ୮କୁ ୮ ଥର ଲେଖିଲେ ଉତର ୧୦୦୦ କିପରି ଆସିବ ? ଉତ୍ତର- ୮୮୮+୮୮+୮+୮+୮+୮=୧୦୦୦

୭) କେଉଁ ଫଳ ବଜାରରେ ମିଳେ ନାହିଁ ? ଉତ୍ତର –ପରିଶ୍ରମର ଫଳ ।

୮) ଏମିତି କେଉଁ ଜିନିଷ ଅଛି ଯାହାର କିଛି ଛାଇ ନାହିଁ ? ଉତ୍ତର – ରାସ୍ତା

୯) ଜଣେ ବାପା ନିଜ ଝିଅକୁ ଏକ ଫଳ ଦେଇକରି କହିଲା ଭୋକ୍ ଲାଗିଲେ ଖାଇଦେବୁ , ଶୋଷ ଲାଗିଲେ ପିଇଦେବୁ, ଥଣ୍ତା ଲାଗିଲେ ଜଳାଇଦେବୁ, କୁହ ଏହା କେଉଁ ଫଳ ଅଟେ ?

ଉତ୍ତର- ନଡିଆ ।

୧୦) ୮୦ରେ ଆଠ କେତେ ଥର କମାପାରିବେ ? ଉତ୍ତର-  ଥରେ, କାରଣ ଦ୍ୱିତୀୟଥର ୭୨ ରୁ ୮ କମାଇବାକୁ ହେବ ।

୧୧) ମଣିଷର ଶରିରର କେଉଁ ଅଙ୍ଗ ବିଜୁଳି ସୃଷ୍ଟିକରିପାରେ ? ଉତ୍ତର- ଦିମାଗ୍- ୧୨ ରୁ ୧୫ ୱାଟ୍ ବିଜୁଳି ଉତ୍ପାଦନ କରିପାରେ ।

୧୨) ହଲୱାଇ କୁ ଇଂରାଜୀରେ କଣ କହନ୍ତି ? ଉତ୍ତର- ଏହାକୁ ଇଂରାଜୀରେ Confectioner କହନ୍ତି ।

୧୩) ଏମିତି କେଉଁ ରୁମ୍ ଅଛି ଯାହାର କବାଟ ଅଛି ନା ଝରକା ଉତ୍ତର- ଏହି ପ୍ରଶ୍ନ ଶୁଣିକରି ଅଧିକାଂଶ ଲୋକ ବାଥରୁମ୍ କହିଦିଅନ୍ତି , କିନ୍ତୁ ଏହାର ଉତ୍ତର୍ ହେଲା ମସରୁମ୍

୧୪) ଟ୍ରେନ୍ ସାମ୍ନାରେ କିଏ ଆସିଗଲେ ତେବେ ବି ଡ୍ରାଇଭର୍ କଣ ପାଇଁ ଅଟକାଏ ନାହିଁ ?

ଉତ୍ତର- ସାମାନ୍ୟ ଟ୍ରେନ୍ ୧୦୦ କିମି ପ୍ରତି ଘଣ୍ଟାର ବେଗରେ ଚାଲିଥାଏ,  ଯଦି କେଉଁ ପଶୁ କିମ୍ବା ମଣୀଷ ଟ୍ରେନ୍ ସାମ୍ନାରେ ଆସିଗଲେ ଲୋକୋପାଇଲଟ୍ କୁ ବ୍ରେକ୍ ମାରିବାକୁ ମଉକା ମିଳିବନାହିଁ । ଏମରଜେନ୍ସି ବ୍ରେକ୍ ମାରିଲେ ଗାଡି ୮୦୦-୯୦୦ କିମି ଦୁରରେ ଯାଇ ରହିବ , ଏଥିରେ ଦୁର୍ଘଟଣା ଭୟ ରହେ , ଏଥିପାଇଁ ପାଇଲଟ୍ ବ୍ରେକ୍ ମାରେନାହିଁ ।

୧୫) SC,ST,OBC ର ଫୁଲଫର୍ମ କଣ ଅଟେ ?

ଉତ୍ତର- SC-Scheduled Castes, ST- Sceduled tribes OBC-Other background classes ହୋଇଥଏ,  ଯାହାକୁ ଓଡିଆରେ ଅନୁସୁଚିତ ଜାତି, ଅନୁସୁଚିତ ଜନଜାତି, ଓ ପଛୁଆ ଶ୍ରେଣୀ ବର୍ଗ ବୋଲି କୁହାଯାଏ ।

 

Leave a Reply

Your email address will not be published. Required fields are marked *