March 23, 2025

Odia Express

Leading Odia News Portal of Odisha

ରାମାୟଣ ସାଧାରଣ ପ୍ରଶ୍ନ ଉତ୍ତର – ରାବଣ ମାତାସୀତାଙ୍କୁ କେଉଁଠାରୁ ଚୋରି କରି ନେଇଥିଲେ ? ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ..

ମହର୍ଷି ବାଲ୍ମୀକିଙ୍କ ବିରଚିତ ସାରସ୍ୱତ ଗ୍ରନ୍ଥ ରାମାୟଣ ଭାରତୀୟ ପୌରାଣିକ ଜଗତକୁ କରିଛି ରୁଦ୍ଧିମନ୍ତ।ଏହାକୁ ଭାରତୀୟ ସଂସ୍କୃତି ତଥା ଆଦର୍ଶର ଜ୍ୱଳନ୍ତ ନିଦର୍ଶନ କହିଲେ ଅତ୍ୟୁକ୍ତି ହେବନାହିଁ।ଏହି ମହାନ ଗ୍ରନ୍ଥ ସମ୍ପର୍କରେ କିଛି ପ୍ରଶ୍ନ ନିମ୍ନରେ ଆଲୋଚନା କରାଯାଇଛି।ଆଶା କରୁଛି ଏହା ଆପଣଙ୍କ ବହୁତ ଉପକାରରେ ଆସିବ।ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ପ୍ରଶ୍ନ ଓ ଉତର

ପ୍ରଶ୍ନ-୧: ନାରଦଙ୍କ ପିତାଙ୍କ ନାମ କଣ?

A-ଭଗବାନ ବିଷ୍ଣୁ। B-ପିତାମହ ବ୍ରହ୍ଣ1 C-ଅଗସ୍ତ୍ୟ ମୁନି। D-ମହର୍ଷି ବଶିଷ୍ଠ

ଉତ୍ତର-ପିତାମହ ବ୍ରମହା

ପ୍ରଶ୍ନ-୨:ପିତାମହ ବ୍ରମହା କାହାଠାରୁ ଜନ୍ମଲାଭ କରିଥିଲେ?

A-ଭଗବାନ ଶିଵ। B-ଭଗବାନ ବିଷ୍ଣୁ C-ଦେବୀ ଲକ୍ଷ୍ମୀ। D-ମାତା ସରସ୍ବତୀ

ଉତ୍ତର-ଭଗବାନ ବିଷ୍ଣୁ ହେଉଛନ୍ତି ପିତାମହ ବ୍ରମହାଙ୍କ ପିତା।

ପ୍ରଶ୍ନ-୩:ପ୍ରଭୁ ଶ୍ରୀରାମଚନ୍ଦ୍ର କେଉଁ ବଂଶର ରାଜା ଥିଲେ?

A-ମଗଧ ବଂଶ। B-ସୂର୍ଯ୍ୟ ବଂଶ C-ଚାଲୁକ୍ୟ ବଂଶ। D-ଚନ୍ଦ୍ର ବଂଶ

ଉତ୍ତର-ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ସୂର୍ଯ୍ୟବଂଶର ରାଜା ଥିଲେ।

ପ୍ରଶ୍ନ-୪:ପିତାମହ ବ୍ରମହାଙ୍କର କେତେଗୋଟି ମସ୍ତକ(ମୁଣ୍ଡ) ଅଟେ?

A-୧। B-୩ C-୪। D-୫

ଉତ୍ତର-୪ଟି ମସ୍ତକ ଅଟେ।

ପ୍ରଶ୍ନ-୫:ରାମାୟଣ ଅନୁସାରେ ଲଂକାପତି ରାବଣର ପିତାଙ୍କ ନାମ କଣ ଥିଲା?

A-ଅଗସ୍ତ୍ୟ ଋଷି। B-ଜନକ ଋଷି C-ବିଶ୍ରବା ଋଷି। D-ଗୌତମ ଋଷି

ଉତ୍ତର- ବିଶ୍ରବା ଋଷି ହେଉଛନ୍ତି ରାବଣର ପିତା।

ପ୍ରଶ୍ନ-୬:ରାବଣକୁ ରାବଣ ନାମ କିଏ ଦେଇଥିଲେ?

ଉତ୍ତର-ଶିବ ଦେଇଥିଲେ।

ପ୍ରଶ୍ନ-୭:ହନୁମାନ ସୂର୍ଯ୍ୟଙ୍କୁ ଫଳଭାବି ଖାଇବାକୁ ଯିବା ସମୟରେ କିଏ ବାଧା ଦେଇଥିଲେ?

A-ପିତାମହ ବ୍ରମହା। B-ଦେବରାଜ ଇନ୍ଦ୍ର C-ବାୟୁଦେବ D-ଭଗବାନ ଶିବ

ଉତ୍ତର-ଦେବରାଜ ଇନ୍ଦ୍ର

ପ୍ରଶ୍ନ-୮:ଚାରୋଟି ମଧ୍ୟରୁ କେଉଁଠି ଗଣେଶଙ୍କର ଅନ୍ୟନାମ ନୁହେଁ?

A-ମୁରଲୀ ଧର। B-ବିନାୟକ C-ଗଣପତି। D-ମଙ୍ଗଳ ମୂର୍ତ୍ତି

ଉତ୍ତର-ମୂରଲୀ ଧର ଗଣେଶଙ୍କ ନାମ ନୁହେଁ।ଏହା ଶ୍ରୀକୃଷ୍ଣଙ୍କ ନାମ ଅଟେ।

ପ୍ରଶ୍ନ-୯:କେଉଁ ପଶୁ ଗଣେଶଙ୍କ ଯାନବାହନ ରୂପେ କାର୍ଯ୍ୟ କରିଥାଏ?

A-ଠେକୁଆ। B-ସିଂହ C-ମୂଷା। D-ହରିଣ

ଉତ୍ତର-ମୂଷା

ପ୍ରଶ୍ନ-୧୦:ଭଗବାନ ଶ୍ରୀକୃଷ୍ଣ କାହାକୁ ବିବାହ କରିଥିଲେ?

A-ଦ୍ରୌପଦୀ। B-ରାଧା  C-ରୁକ୍ମିଣୀ। D-ଲକ୍ଷ୍ମୀ

ଉତ୍ତର-ରୁକ୍ମିଣୀ ଙ୍କୁ ବିବାହ କରିଥିଲେ।

ପ୍ରଶ୍ନ-୧୧:ରାବଣ ମାତାସୀତାଙ୍କୁ କେଉଁଠାରୁ ଚୋରି କରି ନେଇଥିଲେ?

A-ପଞ୍ଚବଟୀ B-ଅଯୋଧ୍ୟା C-କିଷ୍କିନ୍ଧା। D-ମିଥିଲା

ଉତ୍ତର-ପଞ୍ଚବଟୀ ଠାରୁ ଚୋରି କରି ନେଇଥିଲେ।

ପ୍ରଶ୍ନ-୧୨:ଶିବଧନୁ କିଏ ନିର୍ମାଣ କରିଥିଲେ?

ଉତ୍ତର-ବିଶ୍ଵକର୍ମା ଶିବଧନୁ ନିର୍ମାଣ କରିଥିଲେ।

ପ୍ରଶ୍ନ-୧୩:କିଏ ସୂର୍ଯ୍ୟଙ୍କୁ ଫଳ ଭାବି ଖାଇବାକୁ ଯାଇଥିଲେ?

ଉତ୍ତର-ହନୁମାନ ବାଲ୍ୟାବସ୍ଥାରେ ଭୋକରେ ଅଧୀର ହୋଇ ମାତାଙ୍କ ଆଦେଶରେ ସୂର୍ଯ୍ୟଙ୍କୁ ନାଲି ଫଳ ଭାବି ଖାଇବାକୁ ଯାଇଥିଲେ।

ପ୍ରଶ୍ନ-୧୪:ରାବଣ ଶାସନ କରିବା ପୂର୍ବରୁ ଲଙ୍କାରେ କିଏ ଶାସନ କରୁଥିଲେ?

ଉତ୍ତର-କୁବେର ରାଜୁତି କରୁଥିଲେ।

ପ୍ରଶ୍ନ-୧୫:ରାବଣର ଭୟରେ କୁବେର କେଉଁଠି ଲୁଚି ଯାଇଥିଲେ?

ଉତ୍ତର-କୁବେର କୈଳାସ ପର୍ବତରେ ଲୁଚି ଯାଇଥିଲେ।

ପ୍ରଶ୍ନ-୧୬:ରାମଚନ୍ଦ୍ରଙ୍କୁ ବ୍ରାମହ ଅସ୍ତ୍ର କିଏ ପ୍ରଦାନ କରିଥିଲେ?

ଉତ୍ତର- ଅଗସ୍ତ୍ୟ ମୁନି ଦେଇଥିଲେ।

ପ୍ରଶ୍ନ-୧୭:ଗୌତମ ମୁନିଙ୍କ ପତ୍ନୀଙ୍କ ନାମ କଣ?

ଉତ୍ତର-ଅହଲ୍ୟା ଗୌତମଙ୍କ ଧର୍ମପତ୍ନୀ ଅଟନ୍ତି।

Leave a Reply

Your email address will not be published. Required fields are marked *