February 12, 2025

Odia Express

Leading Odia News Portal of Odisha

ଚାରିଦିନ ଖାଲିପଟରେ ଅଁଳାଜୁସ ପ୍ରତିଦିନ ପିଇବା ଦ୍ବାରା ହେଉଥିବା ଫାଇଦା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁକି ଅଁଳା କିପରି ଶରୀରକୁ ବିଭିନ୍ନ ପ୍ରକାରର ପୋଷାକ ତତ୍ୱ ଦେଇଥାଏ।ଏହା ଏକ ପ୍ରାକୃତିକ ଫଳ ଅଟେ ସେଥିପାଇଁ ଏହି ଫଳ ଆମ ଶରୀରକୁ ବିଭିନ୍ନ ପ୍ରକାରର ରୋଗ ବ୍ୟଧିରୁ ରକ୍ଷାକରିଥାଏ।ସେଥିପାଇଁ ମହର୍ଷି ମାନେ ମଧ୍ୟ ଏହି ପ୍ରାକୃତିକ ଫଳ ବିଷୟରେ ମଧ୍ୟ ବର୍ଣନା କରିଛନ୍ତି।ଏହି ଫଳ ଭିଟାମିନ-ସି ର ପ୍ରମୁଖ ପଦାର୍ଥ ହୋଇଥାଏ।ଏହାସହିତ ଏହି ଫଳରେ ମଧ୍ୟ ବିଭିନ୍ନ ପ୍ରକାରର ଭିଟାମିନ, ମିନେରାଲ ଯେପରିକି କାଲସିୟମ,ଆୟୋଡିନି,ବୋରନ ଏହା ସହିତ ଅଁଳାରେ ପୋଟାସିୟମ,କାର୍ବୋହଇଡ୍ରେଡ଼ ଏବଂ ଭିଟାମିନ-ବି କମ୍ପ୍ଲେକ୍ସ ମଧ୍ୟ ଅଁଳାରେ ବହୁପରିମାଣ ରହିଥାଏ।ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେକି ଅଁଳାରେ କୋଡ଼ିଏରୁ ତିରିଶି ପରିମାଣରେ ଭିଟାମିନ-ସି ରହିଥାଏ।ଏବଂ ସବୁଠାରୁ ବଡ କଥାଯେ ଏହାକୁ ଗରମ କରିବା ପରେ ଏହିଥିରୁ ଭିଟାମିନ କମିଯାଏନଥାଏ।ଏହା ଶରୀରର ମୁଣ୍ଡ ଛୁଟି ଠାରୁ ଆରମ୍ଭ କରି ଗୋଡ଼ର ନଖ ପଯ୍ୟନ୍ତ ଶକ୍ତି ଦେଇଥାଏ।ଅଁଳା ଶରୀରରେ ଅସି ପରିମାଣ ରୋଗକୁ ପ୍ରତିକାର କରିଥାଏ।

ପ୍ରତେକ ଦିନ ଗୋଟିଏ ଅଁଳା ଖାଇବା ଦ୍ଵାରା ଶରୀରର କଣ ଉପକାର ହୋଇଥାଇ ଆସନ୍ତୁ ଜାଣିବା।ଏହାକୁ ପ୍ରତିଦିନ ପନ୍ଦରରୁ କୋଡ଼ିଏ ଏମେଲେ ଖାଇବା ଦ୍ଵାରା ଆପଣଙ୍କ ରଶ୍ମି ବଢିଥାଏଓ ଏବଂ ମୋତିଆ ବିନ୍ଦୁ,ଏବଂ ଆଖିରେ ଦେଖାଯାଉଥିବା ସମସ୍ୟା,ଅଳ୍ପ ଦେଖାଯାଉଥିବା ଲୋକମାନଙ୍କ ପାଇଁ ଏହା ବହୁତ ଉପଯୋଗୀ ହୋଇଥାଏ।

ଏହା ଶ୍ୱାସ ରୋଗୀଙ୍କ ପାଇଁ ବହୁତ ଉପକାର କରିଥାଏ।ଏହା ଶରୀର ବିଭିନ୍ନ ପ୍ରକାରର ବଯ୍ୟ ବସ୍ତୁକୁ ବାହାର କରିଦେଇଥାଏ।ଏହାକୁ ପ୍ରତିଦିନ ଦୁଇରୁ ତିନି ଚାମଚ ସେବନ କରିବା ଦ୍ୱାରା ଶରୀରର ରକ୍ତକୁ ସଫା କରିଥାଏ।ଏହା ହିମୋଗ୍ଲୋବିନ,ରକ୍ତ କଣିକାକୁ ବୃଦ୍ଧି କରାଇଥାଇ।ଅଁଳା ପ୍ରତିଦିନ ସେବନ କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ।ଏହା ଖାଇବା ଦ୍ଵାରା ଶରୀରରେ ଉଜ୍ଜ୍ବଳ ଆସିଥାଏ।ମୁଖ ମଣ୍ଡଳ ସୁନ୍ଦର ଦେଖା ଯାଇଥାଏ।ଏହାକୁ ସେବନ କରିବା ଦ୍ୱାରା ଚର୍ବି ଏବଂ ଶରୀରର ମୋଟା ପଣ କମିଯାଇଥାଏ।

ଏହାକୁ ଖାଇବା ଦ୍ଵାରା ଶରୀରର ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ।ଏବଂ ଗ୍ୟାସ ଆଦି ରୋଗରୁ ରକ୍ଷା କରିଥାଏ।ଡାଇବେଟିସ ରୋଗୀଙ୍କ ପାଇଁ ଏହି ଅଁଳା ବହୁତ ଉପଯୋଗୀ ହୋଇଥାଇ।

ଏହା ରକ୍ତରେ ସୁଗାର ପରିମାଣକୁ କମାଇ ଦେଇଥାଇ।ଏହା ମହିଳା ମାନଙ୍କର ମାସିକ ରୋଗ ପାଇଁ ବହୁତ ଉପଯୋଗୀ କରିଥାଏ।ଏହା ପେଟ ଯନ୍ତ୍ରଣାକୁ ମଧ୍ୟ ଦୂର କରିଦେଇଥାଏ।ଏହା ଶରୀରର ହାଡକୁ ମଧ୍ୟ ଶକ୍ତ କରିଥାଏ।କାରଣ ଅଁଳାରେ ବହୁତ ପରିମାଣରେ କାଲସିୟମ ରହିଥାଏ।ଏହାକୁ ସେବନ କରିବା ଦ୍ୱାରା ଆଣ୍ଠୁ ଗଣ୍ଠି ରୋଗ ମଧ୍ୟ ଦୁରହୋଇଥାଏ।ଏହା ମଧ୍ୟ ହାର୍ଟ ପାଇଁ ବହୁତ ଉପଯୋଗ ହୋଇଥାଏ।ଏହାକୁ ସେବନ କରିବା ଦ୍ୱାରା ହାର୍ଟକୁ ସଠିକ ଭାବେ ରକ୍ତ ପ୍ରସାରଣ ହୋଇଥାଏ।ଯେଉଁ ମାନଙ୍କର ନିଦ୍ରାରେ ଅସୁବିଧା ହୋଇଥାଏ ଏହାକୁ ଖାଇବା ଦ୍ଵାରା ଏହି ନିଦ୍ରା ରୋଗ ମଧ୍ୟ ଦୂର ହୋଇଥାଏ।ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ମୁଖ ଉଜ୍ଜ୍ବଳ ରହିଥାଏ,ଏହା ସ୍ବପ୍ନଦୋଷରୁ ମଧ୍ୟ ମୁକ୍ତି ଦେଇଥାଏ।ଏହାକୁ ସେବନ କରିବା ଦ୍ୱାରା ରକ୍ତ ସଞ୍ଚାଳନକୁ ସନ୍ତୁଳନକରି ରଖିଥାଏ।

Leave a Reply

Your email address will not be published. Required fields are marked *