ଏହି ପତ୍ରର ବ୍ୟବହାର କରିବା ଦ୍ଵାରା ମାତ୍ର ୫ ଦିନରେ ୫ ବର୍ଷରୁ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ପାଇବେ..
ତ ଆଜିକାଲି ମଣିଷର ବୟସ ବଢିବା ସହ ସେମାନଙ୍କ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦେଖିବାକୁ ମିଳୁଛି ବହୁତ ଲୋକମାନଙ୍କର । ଏଥିପାଇଁ ବହୁତ୍ ଲୋକ ଚିନ୍ତିତ ହୋଇଥାନ୍ତି ଏବଂ ସେମାନେ କିଛି ଦିନପରେ ଡାକ୍ତରଙ୍କ ପାଖକୁ। ଯାଇଥାନ୍ତି । ଡକ୍ଟର ଏଥିପାଇଁ ବହୁତ୍ ଔଷଧ ଦେଇଥାଏ ଏମାନେ ସେହି ଔଷଧ ସବୁକୁ ଆଣିକି ଆସନ୍ତି ଏବଂ ସେହି ଔଷଧ ବି ଖାଇବା ଫଳରେ ସେହି ଯନ୍ତ୍ରଣା ସମ୍ପୂର୍ଣ୍ଣ ଭାବରେ ଭଲ ହୋଇନଥାଏ । ଏହି ଉପାୟକୁ ଆପଣେଇ କେବଳ ମାତ୍ର ୫ ଦିନରେ ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । ଏହା ପାଇଁ ଆଉ ଆପଣଙ୍କୁ ଡକ୍ଟର ଙ୍କ ପାଖକୁ ମଧ୍ୟ ଯିବାକୁ ପଡ଼ିବ ନାହିଁ କି କୌଣସି ଔଷଧ ମଧ୍ୟ ଖାଇବାକୁ ପଡ଼ିବ ନାହିଁ । ତ୍ ଆସନ୍ତୁ ଜାଣିବା ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆମକୁ କଣ କରିବାକୁ ହେବ ।
ଏଥିପାଇଁ ପ୍ରଥମେ ଆପଣଙ୍କୁ ପାରିଜାତ ବୃକ୍ଷର ପତ୍ରର ଆବଶ୍ୟକତା ପଡ଼ିବ । ପ୍ରଥମେ ଆପଣ ପାରିଜାତ ବୃକ୍ଷର କିଛି ପତ୍ର ସଂଗ୍ରହ କରନ୍ତୁ । ଏହି ଗଛ ସାଧାରଣତଃ ସବୁ ସ୍ଥାନରେ ଦେଖିବାକୁ ମିଳିଥାଏ । ଏହାର ବୃକ୍ଷ ବହୁତ୍ ବଡ଼ ହୋଇଥାଏ ଏବଂ ଏହାର ବୃକ୍ଷକୁ ହର ଶ୍ରୀଙ୍ଗରା ବୃକ୍ଷ କୁହାଯାଇଥାଏ ।
ଆପଣ ସେହି ବୃକ୍ଷରୁ ୩ ରୁ ୪ ଟି ପତ୍ର ଛିଡାଇ ଆଣନ୍ତୁ ।ଏହାପରେ ଏହାକୁ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ । ଏହି ସବୁ ପତ୍ର କୁ ଆମକୁ ଭଲ ଭାବରେ ବାଛିବାକୁ ହେବ ତାହେଲେ ସେତେବେଳେ ଯାଇକି ସେହି ଅନୁସାରେ ଏହି ପତ୍ର ଭଲ ଭାବରେ କାମ କରିବ । ୪ରୁ ୫ ଟି ପତ୍ରର ଦରକାର ପଡ଼ିବ ଏହାକୁ ଚିଡାଇ ଆଣନ୍ତୁ ଏହାପରେ ଏହାକୁ ଭଲ ଭାବରେ ଧୋଇଦିଅନ୍ତୁ । ଏହା ପରେ ଆପଣଙ୍କୁ ସେହି ପତ୍ର ଗୁଡ଼ିକ ଛିଡାଇ ଛୋଟ ଛୋଟ କରିବାକୁ ହେବ । ଏହା ପରେ ସେହି ଚିଣ୍ଡା ଯାଇଥିବା ଛୋଟ ଛୋଟ ପତ୍ର ଗୁଡ଼ିକୁ ଚେଚିବାକୁ ହେବ ଏହାପରେ ସେଥିରୁ ଏହ ମିଶ୍ରଣ ପ୍ରସ୍ତୁତ ହେବ ।
ଏହା ପରେ ଏକ ପାତ୍ରରେ ଏକ ଗ୍ଲାସ୍ ପାଣି ନିଅନ୍ତୁ ଏହା ପରେ ସେହି ପାଣିରେ ଏହି ମିଶ୍ରଣକୁ ପକାଇଦିଅନ୍ତୁ । ଏହା ପରେ ପାଣି ରେ ପଡ଼ିଥିବା ସେହି ମିଶ୍ରଣକୁ ସେତେବେଳେ ଯାଏ ଗରମ କରନ୍ତୁ ଯେତେବେଳେ ଯାଏ ସେହି ପାଣି ଗୋଟେ ଗ୍ଲାସରୁ ଅଧା ଗ୍ଲାସ ପର୍ଯ୍ୟନ୍ତ ନ ହୋଇଛି ।ଯେତେବେଳେ ଫୁଟି ଫୁଟି ଅଧା ଗ୍ଲାସ ପାଣି ରେ ପରିବର୍ତ୍ତନ ହୋଇଯିବ ସେତେବେଳେ ସେତିକିରେ ବନ୍ଦ କରିଦେବାକୁ ହେବ । ଏହାପରେ ଏହାକୁ ଭଲ ଭାବରେ ଛାଣି ଦିଅନ୍ତୁ । ତ ଆମର ଏହି ମିଶ୍ରଣଟି ପାରିଜାତ ବୃକ୍ଷର ପତ୍ରରେ ତିଆରି ହୋଇଯାଇଛି ।
ଏହି ମିଶ୍ରଣ କୁ ୫ଦିନ ପର୍ଯ୍ୟନ୍ତ ଆମକୁ ପାନୀୟ ରୂପେ ବ୍ୟବହାର କରିବାକୁ ହେବ ଏବଂ ଯଦି ଏହାକୁ ଖାଲି ପେଟରେ ବ୍ୟବହାର କରାଯାଏ ତାହେଲେ ଏହା ଅଧିକ ଫଳ ପ୍ରଦ ହୋଇଥାଏ । ଏହାକୁ ଲଗାତାର ୫ ଦିନ ବ୍ୟବହାର କରିବା ପରେ ୬ ଦିନ ବେଳକୁ ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଯିବ । କିନ୍ତୁ ଆପଣ ଅଧିକ ପ୍ରୟାସ କରିବେ ଏହି ପାନୀୟ କୁ ଖାଲି ପେଟରେ ପିଇବାକୁ କଇଙ୍କି ନା ଏହାର ପ୍ରଭାବ ବହୁତ୍ ରହିଥାଏ ଖାଲି ପେଟରେ ପିଇବା ଦ୍ଵାରା । ଏଥିପାଇଁ ଏହି ପାନୀୟ ଟିକୁ ନିୟମିତ ୫ ଦିନ ବ୍ୟବହାର କରନ୍ତୁ ଏବଂ ଏହାର ଠିକ୍ ୫ଦିନ ପରେ ଆପଣ ଅନୁଭବ କରିପାରିବେ ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଯିବ ବୋଲି ।