February 8, 2025

Odia Express

Leading Odia News Portal of Odisha

ଦୁଇ ଦିନରେ କିପରି ଦାଗ ଏବଂଭୂତାଣୁ ଜନିତ ରୋଗ ଯେମିତିକି ଯାଦୁ କାଛୁ କୁଣ୍ଡିଆରୁ ମୁକ୍ତି ପାଇବେ ଆସନ୍ତୁ ଜାଣିବା

ଆପଣମାନଙ୍କୁ ଆଜି ଆମେ ଏପରି ଏକ ଉପାୟ ବିଷୟରେ ଯାହା ଦ୍ଵାରା ଆପଣମାନେ ଦୁଇ ଦିନ ମଧ୍ୟରେ କାଛୁ କୁଣ୍ଡିଆ ଏବଂ ଦେହ ର ଦାଗ ଏ ସବୁ ମୁକ୍ତି ପାଇଯିବେ । ଏମତୀ ବି ହୋଇଥିବ ନିଶ୍ଚିନ୍ତ ଆପଣ ଏଥିପାଇଁ ବହୁତ୍ ଡକ୍ଟରଙ୍କ ପାଖକୁ ଯାଇଥିବେ ଏବଂ ବହୁତ୍ ପ୍ରକାରର ଔଷଧ ଖାଇଥିବେ କିନ୍ତୁ କିଛି ଦିନ ପରେ ପୁଣି ଯଦି ହେଇଯାଉଚି ତାହେଲେ ଆମେ କହୁଥିବା ଉପାୟଟି କୁ ଆପଣ ନିଶ୍ଚିନ୍ତ ଭାବରେ କାର୍ଯ୍ୟରେ ଲଗାନ୍ତୁ ଏବଂ କିଛି ଦିନ ପରେ ଅନୁଭବ କରିବେ କି ଆପଣଙ୍କ ଯାଦୁ କାଛୁ କୁଣ୍ଡିଆ ଏବଂ ଦାଗ ସବୁ ଧୀରେ ଧୀରେ ଭଲ ହେଉ ଯାଉଛି । ଯଦି ଯାଦୁ ହୋଇଥିବା ସ୍ଥାନ କି ଆପଣ ନିଜର ନଖ ରେ କୁଣ୍ଡାଇ ଦେଉଛନ୍ତି ତାହେଲେ ସେଥିରୁ ରକ୍ତ ବାହାରିଥାଏ ଏ ବଂ ସେହି ସମୟରେ ଆପଣ ହାତ କୁ ନ ଧୋଇ ପୁନଃ ଶରୀର ର ଅନ୍ୟ କୌଣସି ଏକ ସ୍ଥାନରେ ହାତ ଲଗାଇବା ତାହେଲେ ପୁଣି ସେହି ସ୍ଥାନରେ ବି ଯାଦୁ ହୋଇଥାଏ ।

ଯଦିଓ ଆପଣଙ୍କ ଆପଣଙ୍କ ଶରୀରର କୌଣସି ଏକ ସ୍ଥାନରେ ଝାଲ ହୋଇ ଯାଇଛି ଏବଂ ଆପଣ ସେହି ସ୍ଥାନକୁ ସଫା ରଖୁ ନାହାନ୍ତି ତେବେ ସେହି ସ୍ଥାନରେ ଏହିପରି ଭୁତାଣୁ ଜନିତ ରୋଗ ହୋଇଥାଏ। ଆଜି ଆମେ ଆପଣ ମାନଙ୍କୁ ଯେଉଁ ଉପାୟ ଟି ବିଷୟରେ କହିବାକୁ ଯାଉଛୁ ତାହା ଏକ ପ୍ରାକୃତିକ ଉପାୟ ଯେଉଁ ଉପାୟ କୁ ଆମେ ଆପଣେଇ ଲେ ଏହାର କୌଣସି ପାର୍ଶ୍ଵ ପ୍ରଭାବ ପଡି ନଥାଏ । ଆପଣ ଏହି ଉପାୟ କୁ ଅନୁସରଣ କରି କାର୍ଯ୍ୟ କଲେ ଯଦି ଥରେ ସେହି ଭୁତାଣୁ ଜନିତ କିଛି ରୋଗ ଯେମିତିକି ଯାଦୁ କାଛୁ କୁଣ୍ଡିଆ ଏବଂ ଦାଗ ଦୂର ହୋଇ ଯିବ ତାହେଲେ ଏହା ପୁନର୍ବାର ସେହି ସ୍ଥାନ ରେ ହେବ ନାହିଁ। ତ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ଏଥିପାଇଁ ଆମକୁ କିଛି ପୋଦିନା ପତ୍ର ଦରକାର ଯାହାକି ଆମକୁ ସାଧାରଣତଃ ସହଜରେ ମିଳିଯିବ । ଏମିତି କି ଆପଣଙ୍କ ଘରେ ବି ଥାଇପାରେ । ତ୍ ଏହି ପୋଦିନା ପତ୍ରରେ କିଛି ମିଶେଇ ବାର ନାହିଁ । ଏହି ପତ୍ର କୁ କେମିତି କେତେବେଲେ ଲଗା ଯାଇଥାଏ ଆସନ୍ତୁ ଜାଣିବା । ପ୍ରଥମେ ଆପଣ କିଛି ପୋଦିନା ପତ୍ର କୁ ଛେଚି ସେଥିରୁ ରସ କି ବାହାର କରି ଦିଅନ୍ତୁ । ଏହାର ରସ କୁ ଆପଣ ଏକ ପାତ୍ର ରେ ସଂଗ୍ରହ କରି ରଖନ୍ତୁ ଏହି ରସ କି ଫ୍ରିଜ ମଧ୍ୟରେ ୧୦ ରୁ ୧୫ ଦିନ ପର୍ଯ୍ୟନ୍ତ ରଖି ଲଗାଇ ପାରିବେ ।

ପ୍ରତି ଦିନ ରାତିରେ ଆପଣଙ୍କ ଇନ୍ଫେ କ୍ସନ୍ ହୋଇଥିବା ସ୍ଥାନ କି ଗରମ ପାଣି ରେ ଭଲ ଭାବରେ ଧୋଇ ଦିଅନ୍ତୁ। ଏହା ପରେ ସେହି ସ୍ଥାନରେ ସେହି ରସ କୁ ଲଗାଇ ଦିଅନ୍ତୁ। ଏହିପରି ଭାବରେ ଆପଣଙ୍କୁ ୭ ଦିନ ପର୍ଯ୍ୟନ୍ତ ବ୍ୟବହାର କରିବା କୁ ପଡ଼ିବ ,ଏହାପରେ ଆପଣଙ୍କ ହୋଇଥିବା ସେହି ଯାଦୁ ଭଲ ହୋଇଯିବ ଏବଂ ପୁନର୍ବାର ସେହି ସ୍ଥାନ ରେ ଆଉ ହେବ ନାହିଁ । ଆଉ ଯଦି ଏହାର ବ୍ୟବହାର କରିବା ପରେ ୨ ରୁ ୩ ଦିନ ଭିତରେ ଭଲ ହୋଇଯାଏ ତଥାପି ବି ଆପଣ ତାହାର ବ୍ୟବହାର ୭ ଦିନ ପର୍ଯ୍ୟନ୍ତ କରନ୍ତୁ ଆଉ କେବେ ସେହିପରି ଭୁତାଣୁ ଜନିତ ରୋଗ ଆପଣଙ୍କୁ ହେବ ନାହିଁ ।

Leave a Reply

Your email address will not be published. Required fields are marked *