ସାଧାରଣଜ୍ଞାନ ପ୍ରଶ୍ନ ଓ ଉତ୍ତର – ଏମିତି ଏକ ଓଡ଼ିଆ ଶବ୍ଦ କୁହ ଯେଉଁଥିରେ ଓଡ଼ିଆର ସବୁ ଅକ୍ଷର ଲୁଚିକି ରହିଛି?ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ..
ନମସ୍କାର ବନ୍ଧୁଗଣ, ସାଧାରଣଜ୍ଞାନ ର ଏହିଭଳି ଅଧ୍ୟାୟ ଯାହାର ଅଭିବୃଦ୍ଧି କରାଇଲେ ସମସ୍ତ ପାଠକଙ୍କର ମେଧା ଶକ୍ତି ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ଅନେକ ଜ୍ଞାନ ଭଣ୍ଡାର ର ବିଷୟରେ ଅବଗତ ହେବେ।ସେ ନିଜର ଏବଂ ଅନ୍ୟମାନଙ୍କର ଜ୍ଞାନ ବୃଦ୍ଧି ରେ ସହାୟକ ହେବ ।ଜଣେ ଲୋକର ଜ୍ଞାନ ବୃଦ୍ଧିର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ହିତ ସାଧନ କରିଥାନ୍ତି ।ସେ ସମାଜର ଏବଂ ପ୍ରତ୍ୟେକ ବକ୍ତି ବିଶେଷ ର ଅନେକ ଉନ୍ନତି ସାଧନ କରନ୍ତି । ଜ୍ଞାନ ଏକ ଅଦ୍ଭୁତ ଭଣ୍ଡାର । ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି।ଜ୍ଞାନ ପିପାସୁ ଲୋକମାନେ ଖାଇବା ପିଇବା ଶୋଇବା ଭୁଲିଯାଆନ୍ତି।
ସେଥିପାଇଁ କୁହା ଯାଇଛି ଯେ ” ନ ସରିବା ଯାଏଁ ବାଟ ଚାଲୁଥିବା ନ ବୁଝିବା ଯାଏଁ ପଚାରି ପ୍ରଗତି ପଥ କୁ ଯେଉଁ ଜନ ଚାହେଁ ନ ଶୁଏ ସେ ଦିନ ସର୍ବରୀ ” ତେଣୁ ପରିଶର୍ମି ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ ।ଏହା ଆମେ ପିମ୍ପୁଡ଼ି ଆଉ ଝିଂଟିକା ଗଳ୍ପ ରୁ ଶିକ୍ଷା ଲାଭ କରିଆସିଛୁ।ଆଜିର ଏହି ଆଲୋଚନାରେ ରହିଛି ୧୦ଟି ସାଧରଣଜ୍ଞାନର ପ୍ରଶ୍ନ ଓ ଏହାର ଉତ୍ତର।ଜ୍ଞାନ ଆମକୁ ବିନୟୀ , ଭଦ୍ର, ନର୍ମ ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ।ଦୟା ଭାବ ଆମ ମନରେ ଜାଗ୍ରତ କରେ । ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବା ।
ପ୍ରଥମ ପ୍ରଶ୍ନ: ଚନ୍ଦ୍ରକୁ ଭାରତ ପଠାଇ ଥିବା ପ୍ରଥମ ଉପଗ୍ରହର ନାମ କଣ?
ଉତ୍ତର ଏହାର ଉତ୍ତର,ଚନ୍ଦ୍ରକୁ ଭାରତ ପଠାଇ ଥିବା ପ୍ରଥମ ଉପଗ୍ରହର ନାମ ଚନ୍ଦ୍ରଯାନ-୧।
ଦ୍ୱିତୀୟ ପ୍ରଶ୍ନ: ତାହା କଣ ଯାହାକୁ ଆମେ ନ ଭାଙ୍ଗିକି ବ୍ୟବହାର କରିପାରିବା ନାହିଁ?
ଉତ୍ତର:ଏହାର ଉତ୍ତର, ଅଣ୍ଡାକୁ ଆମେ ନ ଭାଙ୍ଗିକି ବ୍ୟବହାର କରିପାରିବା ନାହିଁ।
ତୃତୀୟ ପ୍ରଶ୍ନ: ବିଶ୍ୱରେ ସବୁଠାରୁ ଅଧିକ ଦାମରେ ବିକ୍ରି ହେଉଥିବା ପ୍ରାଣୀର ନାମ କଣ?
ଉତ୍ତର: ଏହାର ଉତ୍ତର ,ବିଶ୍ୱରେ ସବୁଠାରୁ ଅଧିକ ଦାମରେ ବିକ୍ରି ହେଉଥିବା ପ୍ରାଣୀର ନାମ ରେସରେ ବ୍ୟବହାର ହେଉଥିବା ଘୋଡା।
ଚର୍ତୁଥ ପ୍ରଶ୍ନ: ଚନ୍ଦ୍ରରେ ପାଣିର ସନ୍ଧାନ କେଉଁ ଦେଶ ପ୍ରଥମେ କରିଥିଲା?
ଉତ୍ତର:ଏହାର ଉତ୍ତର,ଚନ୍ଦ୍ରରେ ପାଣିର ସନ୍ଧାନ ଭାରତ ଦେଶ ପ୍ରଥମେ କରିଥିଲା।
ପଞ୍ଚମ ପ୍ରଶ୍ନ: ଭୁଟାନର ରାଜଧାନୀର ନାମ କଣ?
ଉତ୍ତର:ଏହାର ଉତ୍ତର, ଭୁଟାନର ରାଜଧାନୀର ନାମ ହେଉଛି ଥିମ୍ପୁ।
ଷଷ୍ଠ ପ୍ରଶ୍ନ: ତାହା କଣ ଯାହା ଆମେ ଖାଇବା ପାଇଁ କିଣିଥାଉ କିନ୍ତୁ ଖାଇ ନଥାଉ?
ଉତ୍ତର:ଏହାର ଉତ୍ତର, ପ୍ଲେଟ ଏବଂ ଚାମଚଯାହା ଆମେ ଖାଇବା ପାଇଁ କିଣିଥାଉ କିନ୍ତୁ ଖାଇ ନଥାଉ।
ସପ୍ତମ ପ୍ରଶ୍ନ: ସମୁଦ୍ର ମଝିରେ କିଏ ରହିଛି?
ଉତ୍ତର:ଏହାର ଉତ୍ତର, ସମୁଦ୍ର ମଝିରେ ‘ମୁ’ ରହିଛି।
ଅଷ୍ଟମ ପ୍ରଶ୍ନ: ସେ କେଉଁ ଜୀବ ଯିଏ ତାର ନିଶ୍ଵାସକୁ ୬ଦିନ ପର୍ଯ୍ୟନ୍ତ ଅଟକାଇ ରଖିପାରେ?
ଉତ୍ତର:ଏହାର ଉତ୍ତର , ବିଛା ହିଁ ସେହି ଜୀବ ଯିଏ ତାର ନିଶ୍ଵାସକୁ ୬ଦିନ ପର୍ଯ୍ୟନ୍ତ ଅଟକାଇ ରଖିପାରେ।
ନବମ ପ୍ରଶ୍ନ: କେଉଁ ଜିନିଷ ଆମେ ନିଜେ କେବଳ ନିଜର ଦେଖିପାରିବା ଏବଂ ଥରେ ଦେଖିପାରିବା?
ଉତ୍ତର:ଏହାର ଉତ୍ତର , ସ୍ୱପ୍ନ ହେଉଛି ସେହି ଜିନିଷ ଯାହାକୁ ଆମେ ନିଜେ କେବଳ ନିଜର ଦେଖିପାରିବା ଏବଂ ଥରେ ଦେଖିପାରିବା।
ଦଶମ ପ୍ରଶ୍ନ: ଏମିତି ଏକ ଓଡ଼ିଆ ଶବ୍ଦ କୁହ ଯେଉଁଥିରେ ଓଡ଼ିଆର ସବୁ ଅକ୍ଷର ଲୁଚିକି ରହିଛି?
ଉତ୍ତର:ଏହାର ଉତ୍ତର, ବର୍ଣ୍ଣମାଳା ହିଁ ଏମିତି ଏକ ଓଡ଼ିଆ ଶବ୍ଦ ଯେଉଁଥିରେ ଓଡ଼ିଆର ସବୁ ଅକ୍ଷର ଲୁଚିକି ରହିଛି।
ଏକାଦଶ ପ୍ରଶ୍ନ: ବିଶ୍ୱରେ ସମୁଦାୟ କେତୋଟି ଦେଶ ରହିଛି?
ଏହାର ଉତ୍ତର ଆପଣମାନଙ୍କୁ ଖୋଜିକି ଦେବାକୁ ପଡିବ।