ମଜାଦାର୍ ଜୋକ୍ସ – ସ୍ତ୍ରୀ ରୋମାଣ୍ଟିକ୍ ମୁଡ୍ ରେ କହେ ମୁଁ ତୁମ ହୃଦୟରେ ରହିବାକୁ ଚାହେଁ , ସ୍ୱାମୀ କିଛି ସମୟ ଭାବିବା ପରେ କହିଲା..

ଆଜିକାଲି ଏହି କର୍ମବ୍ୟସ୍ତ ଜୀବନ ଭରା ମଧ୍ୟରେ ଆମେ ସମସ୍ତେ ନିଜ ଜୀବନରେ ବହୁତ ପ୍ରକାରର ସୁଖ ଓ ଦୁଃଖ ସହ ଯୋଡି ହୋଇଥାଉ , ଆମର ଜୀବନରେ ଏହି ସୁଖ ଓ ଦୁଃଖର ଦୁଇଟି ଧାରଣାରେ ଚାଲିଥାଏ,ଓ ଆମେ ନିଜ ଜୀବନରେ ପ୍ରତ୍ୟେକ ମୁହୁର୍ତ୍ତକୁ ଖୁସିରେ କଟାଇବାକୁ ପ୍ରୟାସ କରିବା ଦରକାର, ଓ ଏହି ଜୀବନ ବଞ୍ଚିବାର ସଠିକ୍ ତରିକା ହୋଇଥାଏ , ଓ ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆସନ୍ତୁ ଆରମ୍ଭ କରିବା ସେହି ମଜାଦାର୍ ଜୋକ୍ସ ଗୁଡିକ ଉପରେ ନଜର ।
୧) ଏହି ନୁଆ ବର୍ଷରେ ତୁମକୁ କିଏ ବୋକା ବୋଲି କହେ କେବେ ରାଗିବନାହିଁ , ଦୁଃଖୀ ହେବନାହିଁ , ଚିନ୍ତିତ ହେବନାହିଁ । ଦୁଃଖିତ ବି ହେବନାହିଂ କାନ୍ଦିବନାହିଁ , ଓ ଡରିବ ବି ନାହିଁ , ସାହାସରେ ଚେୟାରରେ ବସିବ ଓ ଥଣ୍ତା ଦିମାଗରେ ଭାବିବ, ଶଳା ଜଣା କିପରି ପଡିଲା ତାକୁ ହସ ନାହିଁ , ଫରୱାର୍ଡ କର ଖୁସି ବାଣ୍ଟି ଚାଲ ।
୨) କଣ ଆପଣ କେବେ ଭାବିଥିଲେ ଦିନେ ମୃତ୍ୟୁ ବି Made in china ହେବ । କୋରନା ଭାଇରସ୍ ସତର୍କ ରୁହନ୍ତୁ, ସାବଧାନ ରୁହନ୍ତୁ ।
୩) ୧୦ ଦିନରୁ କ୍ୟାଲେଣ୍ତର ବିକ୍ରି କରିବାକୁ ରଖାଯାଇଛି ଶଳା ଏବେ ପର୍ଯ୍ୟନ୍ତ ବିକ୍ରି ହୋଇପାରିଲାନାହିଁ , ଓ OLX ବାଲା କହୁଛନ୍ତି ଏଠାରେ ସବୁକିଛି ବିକ୍ରି ହୁଏ , ଆରେ, କାହାକୁ ଦରକାର ତ କୁହ ଟିପ୍ ଟିପ୍ କଣ୍ତିସନ୍ ରେ ବିକ୍ରି କରିବି, କେବଳ ଗୋଟିଏ ବର୍ଷ ପୁରୁଣା , ୨୦୨୦ ର କ୍ୟାଲେଣ୍ତର ୫୦ ରେ ନେଇଥିଲି ୧୦ ଟଙ୍କାରେ ବିକ୍ରି କରିଦେବି ।
୪) କଣ ସବୁଥର Santa claus ଗୋଟେ ଲୋକ ହିଁ ହୋଇଥାଏ ଜଣା ଅଛି? କାରଣ ଗୋଟେ ମହିଳା ସବୁ ବର୍ଷ ଗୋଟେ ଡ୍ରେସକୁ ବାରମ୍ବାର ପିନ୍ଧିପାରିବ ନାହିଁ ।
୫) ଗୋଟେ ବୁଢୀ ମହିଳା ବରଫର ପର୍ବତରେ ଚାଲୁଥିଲା, ଓ ଅଚାନକ ଗଲିପଡିଲା ଓ କହିଲା ହାୟ୍ ମୋର ଭାଗ୍ୟ, ଠିକ୍ ସେହି ସମୟରେ ଏକ ବିଦେଶୀ ବାହାରିଲା ଓ କହିଲା ମେରି କ୍ରିଷ୍ଟମାସ୍,
୬) ପ୍ରଥମେ ଛିଙ୍କ ଆସୁଥିଲା, ତେବେ ଚାଲୁଥିବା ଲୋକ ବି ଅଟକିଯାଉଥିଲା, ବୋଧେ କାମ ହେବନି , ଏବେ ଛିଙ୍କ ଆସୁଛି ତେବେ ଅଟକିଥିବା ଲୋକ ବି ଚାଲିଯାଉଛନ୍ତି କି ନିଜ କାମ ହିଁ ଖରାପ ନ ହୋଇଯାଉ ।
୭) ସ୍ତ୍ରୀ ନିଜ ସ୍ୱାମୀକୁ କହିଲା- ରାତିରେ ତୁମେ ସ୍ୱପ୍ନରେ ମୋତେ ଗାଳି ଦେଉଥିଲ ଓ ମୋର ମା ବାପାଙ୍କୁ କିଛି କହୁଥିଲ କଣପାଇଁ ? ସ୍ୱାମୀ କହିଲା- ମିଛ କହୁଛ ତୁମେ , ମୁଁ ସେହି ସମୟରେ ଶୋଇନଥିଲି,
୮) ପୋଲିସ୍ –ତୁମେ ଗୋଟେ ଦୋକାନରୁ ଲଗାତାର ତିନିଦିନ ହେବ ଚୋରି କରିଛ, ଚୋର- ମୁଁ ତ କେବଳ ଗୋଟିଏ ଦିନ ନିଜ ସ୍ତ୍ରୀ ପାଇଁ ସୁଟ୍ ଚୋରି କରିଥିଲି, ବାକି ଦୁଇଦିନ ତ କଲର ବଦଳାଇବାକୁ ଯାଇଥିଲି ।
୯) ପପୁ ନିଜ ବାପାକୁ- ବାପା ବାପା- ଏଇ ସ୍ତ୍ରୀ କଣ ହୋଇଥାଏ, ବାପା- ପୁଅ ସ୍ତ୍ରୀ ସେହି ଶକ୍ତିର ନାଁ ଅଟେ ଯାହାକୁ ବୁଲି ଅନାଇଲେ ଦେଖିଲେ ଭେଣ୍ତିର ତରକାରୀ ପନୀର ସ୍ୱାଦ ଆସିଥାଏ
୧୦) ସ୍କୁଲରେ କେବଳ ଦୁଇ ପ୍ରକାରର ଛାତ୍ର ଦେଖାଯାଆନ୍ତି , ପ୍ରଥମେ ଯିଏ ସକାଳୁ ଦୁଇଟି ପେନ୍ ନେଇକରି ଆସନ୍ତି , କିନ୍ତୁ ଗୋଟେ ବି ଫେରାଇକରି ନେଇଯାଇପାରନ୍ତି ନାହିଁ , ଓ ଅନ୍ୟ ଜଣେ ସେମାନେ ଯିଏକି ପେନ୍ ନେଇକରି ଆସନ୍ତି ନାହିଁ କିନ୍ତୁ ସଂନ୍ଧ୍ୟାକୁ ୪ ଟି ପେନ୍ ନେଇକରି ଯାଆନ୍ତି ।
୧୧) ସାନ୍ତା କଠୋର ତପସ୍ୟା କଲା, ପ୍ରସନ୍ନ ହୋଇକରି ଭଗବାନ, ମାଗ ବତ୍ସ , କଣ ଦରକାର ! ସାନ୍ତା- ସିଷ୍ଟମରେ ଚାଲନ୍ତୁ ପ୍ରଭୁ, ପ୍ରଥମେ ତପସ୍ୟା ଭଙ୍ଗ କରିବାପାଇଁ ଅପସରା ଆସୁଥିଲେ, ଏବେ ତାଙ୍କର କଣ ହେଲା ?
୧୨) ଗୋଟେ ପାଗଳ ଲୋକ ହାତରେ ସିଗାରେଟ୍ ଲୁଚାଇକରି ପ୍ରଥମେ- କୁହ ମୋର ହାତରେ କଣ ଅଛି ? ଦ୍ୱିତୀୟ ପାଗଳ- ରେଲ ଗାଡି, ପ୍ରଥମ ପାଗଳ- କେମିତି ଜାଣିଲୁ ? ଦ୍ୱିତୀୟ ପାଗଳ- ମୁଁ ଧୁଆଁ ବାହାରୁଥିବାର ଦେଖିଥିଲି ।
୧୩) ସ୍ତ୍ରୀ ରୋମାଣ୍ଟିକ୍ ମୁଡରେ ନିଜ ସ୍ୱାମୀକୁ କହେ , ମୁଁ ତୁମ ହୃଦୟରେ ରହିବାକୁ ଚାହେଁ । ସ୍ୱାମୀ କିଛି ସମୟ ଭାବିବା ପରେ କହେ , ଠିକ୍ ଅଛି ସେଠାରେ ଯାଇକରି ଅନ୍ୟ ସ୍ତ୍ରୀ ଲୋକଙ୍କ ସହ ଝଗଡା କରିବନି ।
୧୪) ଅପରେସନ୍ ପରେ ରୋଗୀ କହିଲା, ଡାକ୍ତର ସାହେବ, କଣ ଏବେ ମୁଁ ରୋଗମୁକ୍ତ ଅଛି ? ସାମ୍ନାରୁ ଜବାବ୍ ଆସିଲା, ପୁଅ- ଡାକ୍ତର ସାହେବ ତ ଏହି ପୃଥିବୀରେ ରହିଗଲେ , ମୁଁ ତ ଚିତ୍ର ଗୁପ୍ତ ଅଟେ