February 8, 2025

Odia Express

Leading Odia News Portal of Odisha

ଆଜିର ସବୁଠୁ ମଜାଦାର ପଜଲ – ପ୍ରଥମ ଚିତ୍ର ରେ ଏକ କୁକୁଡ଼ା ଓ ୨ୟ ରେ ଏକ ସିକ୍କା ଚିତ୍ର ଦେଇଛି – ତେବେ ଝିଅଟିର ନାମ କଣ ଅଟେ?ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ..

କୌତୁହଳ ପୂର୍ଣ୍ଣ ପ୍ରଶ୍ନ ଆମ ବୁଦ୍ଧିର ବିକାଶ ସାଧନ କରିବା ସହିତ ଆମ ଜ୍ଞାନର ପରିସୀମାକୁ ପରିବ୍ୟାପ୍ତ କରିଥାଏ।ଓ ବିଭିନ୍ନ କ୍ଷେତ୍ରରେ ଆମେ ଆମ ଜ୍ଞାନର ସଦୁପଯୋଗ କରିଥାଉ।ତେଣୁ ଆମକୁ ବୁଦ୍ଧିରେ ପାରଙ୍ଗମ ହେବା ପାଇଁ ଶତ ଚେଷ୍ଟିତ କରିବା ସହିତ ଯତ୍ନଶୀଳ ହେବା ଉଚିତ।ଫଳରେ ଈଶ୍ୱରଙ୍କ ଦତ୍ତ ଜ୍ଞାନ ଗାରିମାକୁ ଆମେ ସଠିକ ଢଙ୍ଗରେ ନିୟୋଜିତ କରିପାରିବା।ନିମ୍ନରେ କେତେକ କୌତୁହଳ ପୂର୍ଣ୍ଣ ପଜଲ ଦିଆଯାଇଛି।ଯାହାକୁ ଦେଖି ଆପଣମାନେ ସଠିକ ନାମ ଅନୁମାନ କରିବେ।ଏହା ଅତ୍ୟନ୍ତ ମଜାଦାୟକ ଅଟେ।ଏହା ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରିବା ସହିତ ନିଜ ଜ୍ଞାନର ପରିସରକୁ ବ୍ୟାପକ କରିବାରେ ବିଶେଷ ସହାୟକ ହେବ।

ପଜଲ ନମ୍ବର-୧: ପ୍ରଥମ ପଜଲରେ ଏକ ଗାଈର ଚିତ୍ର ଦେଇଛି ଓ ଏକ ଗଛର ଚିତ୍ର ଦେଇଛି।ତେବେ ଝିଅଟିର ନାମ କଣ ଅଟେ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଗାୟତ୍ରୀ।କାରଣ ପ୍ରଥମେ ଗାଈ ଓ ତାପରେ ଟ୍ରି ତେଣୁ ଝିଅଟିର ନାମ ଗାୟତ୍ରୀ।

ପଜଲ ନମ୍ବର-୨: ଦ୍ୱିତୀୟ ପଜଲରେ ମୁହଁର ଚିତ୍ର ଓ ତାପରେ ଗଧର ଚିତ୍ର ଦେଇଛି।ତେବେ ଝିଅଟିର ନାମ କଣ ଅଟେ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ମୁଗ୍ଧା।କାରଣ ପ୍ରଥମେ ମୁହଁ ଓ ତାପରେ ଗଧ ଅଛି।ତେଣୁ ଝିଅଟିର ନାମ ମୁଗ୍ଧା।

ପଜଲ ନମ୍ବର-୩: ତୃତୀୟ ପଜଲରେ ଏକ ମୂଷା ଚିତ୍ର ଦେଇଛି ଓ ତାପରେ କାନ ଚିତ୍ର ଦେଇଛି।ତେବେ ଝିଅଟିର ନାମ କଣ ହେବ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ମୁସ୍କାନ।କାରଣ ପ୍ରଥମେ ମୂଷା ଓ ତାପରେ କାନ ଚିତ୍ର ଦେଇଛି।

ପଜଲ ନମ୍ବର-୪: ଚତୁର୍ଥ ପଜଲରେ ଏକ ଦୀପ ଚିତ୍ର ଦେଇଛି ଓ ତାପରେ ଗଛର ଚିତ୍ର ଦେଇଛି।ତେବେ ଝିଅଟିର ନାମ କଣ ହେବ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଦୀପ୍ତି।କାରଣ ପ୍ରଥମେ ଦୀପ ଓ ତାପରେ ଟ୍ରି।ତେଣୁ ଝିଅଟିର ନାମ ଦୀପ୍ତି ଅଟେ।

ପଜଲ ନମ୍ବର-୫: ପଞ୍ଚମ ପଜଲରେ କୁକୁଡ଼ା ଓ ସିକ୍କା ଚିତ୍ର ଦେଇଛି।ତେବେ ଝିଅଟିର ନାମ କଣ ଅଟେ?

ଉତ୍ତର- ଏହା ବହୁତ ସହଜ ଅଟେ।ଏହାର ସଠିକ ଉତ୍ତର ହେଉଛି ହଂସୀକା।କାରଣ ପ୍ରଥମେ ହେନ ଓ ତାପରେ ସିକ୍କା।

ପଜଲ ନମ୍ବର-୬: ଷଷ୍ଠ ପଜଳରେ ପ୍ରଥମେ ସିପ ଓ ତାପରେ ରା ଅଛି।ତେବେ ଝିଅଟିର ନାମ କଣ ହେବ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ସିପ୍ରା।କାରଣ ପ୍ରଥମେ ସିପ ଓ ତାପରେ ଅଛି ରା।

ପଜଲ ନମ୍ବର-୭: ସପ୍ତମ ପଜଲରେ ଚାବି ଓ ଦୌଡୁଥିବାର ଚିତ୍ର ଅଛି।ତେବେ ଝିଅଟିର ନାମ କଣ?

ଉତ୍ତର-ଏହାର ସଠିକ ଉତ୍ତର ହେଉଛି କିରଣ।କାରଣ ପ୍ରଥମରେ କି ଓ ତାପରେ ରନ ଚିତ୍ର ଦେଇଛି।ତେଣୁ ଝିଅଟିର ନାମ କିରଣ।

ପଜଲ ନମ୍ବର-୮: ଅଷ୍ଟମ ପଜଳରେ ଚାହା ଚିତ୍ର ଦେଇଛି ଓ ତାପରେ ନା ଲେଖାହୋଇଛି।ତେଣୁ ଝିଅଟିର ନାମ କଣ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଟିନା।କାରଣ ପ୍ରଥମେ ଟି ଓ ତାପରେ ନା ଅଛି।

ପଜଲ ନମ୍ବର-୯: ନବମ ପଜଲରେ କା ଲେଖାହୋଇଛି ଓ ତାପରେ ଜଳ ଚିତ୍ର ଅଛି।ତେବେ ଝିଅଟିର ନାମ କଣ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି କାଜଲ।କାରଣ ପ୍ରଥମେ କା ଲେଖାହୋଇଛି ଓ ତାପରେ ଜଳ ଅଛି।ତେଣୁ ଝିଅଟିର ନାମ କାଜଲ ଅଟେ।

ପଜଲ ନମ୍ବର-୧୦: ଦଶମ ପଜଳରେ ପ୍ରଥମେ R ଅଛି ଓ ତାପରେ ଟି।ତେବେ ଝିଅଟିର ନାମ କଣ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଆରତୀ।କାରଣ ପ୍ରଥମେ R ଅଛି ଓ ତାପରେ ଟି।ତେଣୁ ଝିଅଟିର ନାମ ଆରତୀ।

Leave a Reply

Your email address will not be published. Required fields are marked *