ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା ତିନୋଟି ପୌରାଣିକ ମନ୍ତ୍ର, ଯାହାର ଜପ କରିଲେ ସବୁ ସଙ୍କଟରୁ ମିଳିଥାଏ ମୁକ୍ତି
ଆମର ହିନ୍ଦୁ ଧର୍ମରେ ଦେବୀ ଓ ଦେବତାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଏ ଏବଂ ଯଦି ଦେଖାଯାଏ, ହିନ୍ଦୁ ଧର୍ମ ସହ ଜଡିତ ସମସ୍ତ ଧାର୍ମିକ ଗ୍ରନ୍ଥକୁ ମଧ୍ୟ ଗୁରୁତ୍ୱ ଦିଆଯାଏ | ଆପଣଙ୍କୁ କହିବୁ ଯେ ଶାସ୍ତ୍ର ଅନୁଯାୟୀ ଏହା କୁହାଯାଇଛି ଯେ ଭଗବାନ କୃଷ୍ଣଙ୍କ ସହ ଜଡିତ ମାନବ ଜାତିର କଲ୍ୟାଣ ପାଇଁ କିଛି ମନ୍ତ୍ର ଦିଆଯାଇଛି, ଯାହା ସର୍ବଦା କଲ୍ୟାଣ କରିଆସୁଛି। କିନ୍ତୁ ସେହି ସମସ୍ତ ମନ୍ତ୍ର ମଧ୍ୟରୁ କେତେକ ମନ୍ତ୍ରକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ଏବଂ କୁହନ୍ତି ଯେ ସେହି ମନ୍ତ୍ରଗୁଡିକ ପ୍ରାଚୀନ କାଳରୁ ଅନୁସରଣ କରାଯାଇଆସୁଛି ଏବଂ ଆଜି ଆମେ ଆପଣଙ୍କୁ ସେହି ମନ୍ତ୍ରଗୁଡ଼ିକ ସହିତ ପରିଚିତ କରିବାକୁ ଯାଉଛୁ | କହିବାକୁ ଚାହିଁବୁ କି ଯେ ଯିଏ ଏହି ମନ୍ତ୍ର ଜପ କରେ, ଜପ କରିବା ପୂର୍ବରୁ ଥରେ ଓଁ ଶ୍ରୀ କୃଷ୍ଣାଣାୟ ଶରଣଂ ନମଃ ଉଚ୍ଚାରଣ କରନ୍ତୁ , ଏବଂ ଏହି ମନ୍ତ୍ରକୁ ଜପ କରୁଥିବା ସମୟରେ ତନ ମନର ସହ ପବିତ୍ର ରଖନ୍ତୁ ଓ ଏହି ମନ୍ତ୍ରକୁ ୧୦୮ଥର ଜପ କରନ୍ତୁ ।
ଓଁ କୃଷ୍ଣାୟ ବାସୁଦେବାୟ ହରୟେ ପରମାତ୍ମନେ ,, ପ୍ରଣତଃ କ୍ଲେଶନାଶାୟ ଗୋବିନ୍ଦରାୟ ନମୋ ନମଃ ।
ଆପଣଙ୍କୁ କହିଦେବୁ କି ଯେଉଁ ବ୍ୟକ୍ତି ଏହି ମନ୍ତ୍ରର ପ୍ରତିଦିନ ଜପ କରିଥାଏ, ତାର ଜୀବନରେ କେବେ ବି କେଉଁ ପ୍ରକାର କଷ୍ଟ ହୁଏ ନାହିଁ , ଏହା ଛଡା କହିଦେବୁ କି ଏହି ମନ୍ତ୍ର ସଙ୍କଟର ସମୟରେ ବି ଦୋହରାଇ ପାରିବେ , ଏହି ସମୟରେ ଆପଣ ଏହି ମନ୍ତ୍ରର ଜପ କରିପାରିବେ ।
ଓଁ ନମଃ ଭଗବତେ ବାସୁଦେବାୟ କୃଷ୍ଣାୟ କ୍ଲେଶନାଶାୟ ଗୋବିନ୍ଦାୟ ନମୋ ନମଃ ॥
ଶାସ୍ତ୍ରନୁସାରେ କୁହାଯାଇଛି କି ଆପଣ ଏହି ମନ୍ତ୍ରକୁ କେବେ ବି ଯେବେ ଆପଣଙ୍କ ମନ ଶାନ୍ତ ନଥିବ ସେହି ସମୟରେ ଦୋହରାଇପାରିବେ, ଅସଲରେ ଏହି ମନ୍ତ୍ରକୁ କେଉଁ କ୍ଷଣରେ ଦୋହରାଇବା କିମ୍ବା ଜପ କରିଲେ ମନରେ ଶ୍ରୀକୃଷ୍ଣଙ୍କ ସହ ଯୋଡି ହୋଇରହିଥାଏ, ଏହି ମନ୍ତ୍ରର ଜପ କରିବାପରେ ଭଗବାନ ଭକ୍ତଙ୍କୁ ନିଜ କୃପାଦୃଷ୍ଟି ଦେଖାଇଥାନ୍ତି, ଓ ସେହି ବ୍ୟକ୍ତିର କେଉଁ ପ୍ରକାରର ଅସୁବିଧାରେ ପକାନ୍ତି ନାହିଁ ।
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହେରେ , ହରେ ରାମ ହରେ ରାମ , ରାମ ରାମ ହରେ ହରେ ॥
ଏମିତି ମାନାଯାଏ କି ଆମର ଜୀବନରେ ଭଗବାନ ଶ୍ରୀକୃଷ୍ଣଙ୍କ ନିଜ ଭକ୍ତଙ୍କ ସହ ଏମିତି ପ୍ରଭାବ ଦେଖାନ୍ତି , ଯାହା ଏହି ମନ୍ତ୍ରର ମହତ୍ତ୍ୱରେ ଅଛି, କହିବାକୁ ଚାହିଁବୁ ଯେଉଁ ପ୍ରକାରରେ କେଉଁ ଚିନ୍ତା ମଣିଷକୁ ଲାଗେ ତେବେ ସଚ୍ଚା ମନରେ ଏହି ମନ୍ତ୍ରର ଜପ କରିବା ବା ଉଚ୍ଚାରଣ କରିପାରିବେ ।