October 14, 2024

Odia Express

Leading Odia News Portal of Odisha

ଏହି ଦିନ ଜନ୍ମ ହୋଇଥିବା ଝିଅମାନେ ହୋଇଥାନ୍ତି ଶଶୁରଘର ଲୋକଙ୍କ ପାଇଁ ବହୁତ ଭାଗ୍ୟଶାଳୀ..

କେଉଁ ବି ବ୍ୟକ୍ତିର ସ୍ୱଭାବ ତାର ଜନ୍ମ ତିଥି, ରାଶି ଓ ଜନ୍ମର ଦିନରୁ ପତ୍ତା ଲଗାଯାଇପାରିବ, ଓ ଏହା ସହ କେଉଁ ବି ବ୍ୟକ୍ତିର ପସନ୍ଦ ନା ପସନ୍ଦ ବିଷୟରେ ବି ଏହି ଜିନିଷ ବିଷୟରେ ସୁଚନା ହାସିଲ୍ କରିପାରିବେ , ସେମିତି ଆଜି ଏହି ପୋଷ୍ଟରେ ଆମେ କଥା ହେବାକୁ ଯାଉଛୁ, ଏମିତି ଝିଅମାନଙ୍କ ବିଷୟରେ ଯିଏ ନିଜ ଶଶୁରଘର ଓ ବାପଘର ଦୁହେଁ ଜାଗାରେ ବହୁତ ଭାଗ୍ୟଶାଳୀ ବୋଲି ଜଣାଯାଆନ୍ତି , ଓ ଏମିତି ଝିଅ ସୁନ୍ଦର ହେବା ସହ ଦିମାଗରୁ ବହୁତ ତେଜ୍ ହୋଇଥାନ୍ତି , ଓ ଏମାନେ ଯେଉଁ ଘରେ ପାଦ ଦିଅନ୍ତି ସେ ଘରେ ଖୁସି ଭରିଯାଏ , ତେବେ ଆସନ୍ତୁ ଜାଣିବା ଏମିତି ହିଁ କିଛି ଝିଅମାନଙ୍କ ବିଷୟରେ କିଛି ଖାସ୍ କଥା ।

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ବିଶ୍ୱାସ କରାଯାଏ ଯେ ବୁଧବାର ଦିନ ଜନ୍ମ ହୋଇଥିବା ଝିଅ ଉଭୟ ଶାଶୁଘର ଓ ବାପଘର ପାଇଁ ବହୁତ ଭାଗ୍ୟବତୀ ବୋଲି ବିବେଚନା କରାଯାଏ ଏବଂ ସେମାନଙ୍କର ଭାଗ୍ୟ ମଧ୍ୟ ବହୁତ ତେଜ୍ ହୋଇଥାଏ | କୁହାଯାଏ ଯେ  ବୁଧବାର ଦିନ ଜନ୍ମିତ ଝିଅମାନଙ୍କ ଉପରେ ଭଗବାନଙ୍କର ଅସୀମ କୃପା ହୋଇଥାଏ ଓ ତାଙ୍କର ସ୍ୱଭାବ ବହୁତ ମିଳାମିଶା ଓ ଖୁସି ମିଜାଜ୍ ର ହୋଇଥାଏ ଏହି କାରଣରୁ ସେମାନଙ୍କର ଘର ପରିବାର ସଦସ୍ୟଙ୍କ ସହିତ ଜଲଦି ମିଶିଯାଆନ୍ତି ,ଏବଂ ସମସ୍ତଙ୍କୁ ସେମାନଙ୍କର ଖୁସି ରଖିବାକୁ ସଫଳ ହୁଅନ୍ତି  | ଏହା ଦ୍ୱାରା ତାଙ୍କ ଘରେ ସୁଖ ଓ ଶାନ୍ତି ବଜାୟ ରହିଥାଏ ।

କହିଦେବୁ କି ଯେଉଁ ଝିଅମାନଙ୍କର ଜନ୍ମ ବୁଧବାର ଦିନ ହୋଇଥାଏ ସେମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି , ଓ ତାଙ୍କର ହସ ଏତେ ସୁନ୍ଦର ହୋଇଥାଏ କି ସେ କାହାର ବି ହୃଦୟକୁ ଜିତିପାରନ୍ତି , ଓ ଏମିତିରେ ସମସ୍ତେ ତାଙ୍କ ଉପରେ ବହୁତ ଜଲଦି ଇମ୍ପ୍ରେସ୍ ହୋଇଯାଆନ୍ତି । ବୁଧବାର ଦିନ ଜନ୍ମ ହୋଇଥିବା ଝିଅମାନଙ୍କର ଏହା ବିଶେଷତା ହୋଇଥାଏ କି ଏମାନଙ୍କ ଉପରେ ମା ସରସ୍ୱତୀଙ୍କ ଅସୀମ କୃପା ହୋଇଥାଏ , ଓ ଏମାନେ କିଛି ବି କାମ ବୁଝିବିଚାରି କରି ଧୈର୍ଯ୍ୟ ପୁର୍ବକ କରନ୍ତି , ଓ ନିଜ କ୍ୟାରିୟରରେ ବି ସଫଳତା ହାସିଲ୍ କରିପାରନ୍ତି ।

କହିଦେବୁ କି ବୁଧବାର ଦିନ ଜନ୍ମ ହୋଇଥିବା ଝିଅ ବହୁମୁଖୀ ପ୍ରତିଭାର ଧନୀ ହୋଇଥାନ୍ତି , ଓ ଏମାନେ ନିଜ ଜୀବନରେ ସବୁବେଳେ କିଛି ନୁଆ ସିଖିବାକୁ ଉତ୍ସୁକ ରୁହନ୍ତି , ଏମାନଙ୍କ କ୍ରିଏଟିଭିଟି ଗୁଣ ଭରି ରହିଥାଏ,  ଯାହା ତାଙ୍କୁ ଆହୁରି ଖାସ୍ ବନାଇଦିଏ । ଏମିତି ଝିଅଙ୍କ ବିଷୟରେ ଏହା କୁହାଯାଏ କି ଏମାନେ ବହୁତ କୋମଳ ସ୍ୱଭାବର ହୋଇଥାନ୍ତି , ଓ ଏମାନେ ନିଜ ସହ ଯୋଡି ହୋଇଥିବା ସବୁ ଲୋକଙ୍କ ସହ ମିଶି ରୁହନ୍ତି , ଓ ପରିବାର ଖୁସିରେ ନିଜ ଖୁସି ଖୋଜନ୍ତି , ଓ ଏହି କାରଣରୁ ଏମାନଙ୍କ ଘର ଲୋକେ ତାଙ୍କ ଉପରେ ବହୁତ ଖୁସି ରୁହନ୍ତି ।

ବୁଧବାର ଦିନ ଜନ୍ମ ହୋଇଥିବା ଝିଅଙ୍କ ବିଷୟରେ ଏମିତି କୁହାଯାଏ କି ଏମାନେ ବହୁତ ସଫା ହୃଦୟର ହୋଇଥାନ୍ତି , ଓ ବହୁତ ଯତ୍ନବାନ ସ୍ୱଭାବର ହୋଇଥାନ୍ତି , ଓ ନିଜ ପରିବାରର ପୁରା ଧ୍ୟାନ ରଖନ୍ତି , ଓ ନିଜ ପରିବାରର ସାଥିରେ ନେଇକରି ଚାଲନ୍ତି, ଓ ଘରେ ସବୁବେଳେ ଏକତା ବନାଇ ରଖନ୍ତି , ଏହି କାରଣରୁ ନିଜ ଘର ପରିବାର ପାଇଁ ସମସ୍ତଙ୍କ ପାଇଁ ଲକି ପ୍ରମାଣିତ ହୁଅନ୍ତି ।

Leave a Reply

Your email address will not be published. Required fields are marked *