February 14, 2025

Odia Express

Leading Odia News Portal of Odisha

କୌତୁହଳ ପ୍ରଶ୍ନ ଓ ଉତ୍ତର – କାହାର ଶଯ୍ୟା ଅଛି ସେ କିନ୍ତୁ ଶୁଏ ନାହିଁ ?ଉତ୍ତର ଉତ୍ତର ଏବେ ଦେଖି ନିୟନ୍ତୁ..

ନିଜ ଜ୍ଞାନର ପରିସୀମାକୁ ବ୍ୟାପକ କରିବାକୁ ହେଲେ ଆମକୁ ନୂତନ ତଥ୍ୟ ଅନୁସନ୍ଧାନ କରି ଜାଣିବା ଅପରିହାର୍ଯ୍ୟ।ସାଧାରଣ ଜ୍ଞାନ ସମ୍ପର୍କରେ ଅଧିକ ରୁ ଅଧିକ ଜାଣିବା ଦ୍ୱାରା ଜ୍ଞାନର ପରିସର ବୃଦ୍ଧି ପାଇବା ସହିତ ଏହା ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ବିଶେଷ ସହାୟକ ହୋଇଥାଏ।ନିମ୍ନରେ କେତେକ ସାଧାରଣ ଜ୍ଞାନ ପ୍ରଶ୍ନ ଏବଂ ଉତ୍ତର ଆଲୋଚନା କରାଯାଇଛି।ଆଶା କରୁଛି ଏହା ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହେବ।ସାଧାରଣ ଜ୍ଞାନ ଓ ଉତ୍ତର ବହୁତ ଆବଶ୍ୟକୀୟ ଜାଣିବା କଥା ଅଟେ।ଏସବୁ ଜାଣିବା ଦ୍ୱାରା ଜ୍ଞାନର ପରିସୀମା ବ୍ୟାପକ ହେବା ସହିତ ଏହା ବିଭିନ୍ନ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ କରିବ।ଓ ଆପଣ ମଧ୍ୟ ସଂମାନିତ ଓ ପ୍ରଶଂସା ଯୋଗ୍ୟ ହେବେ।ବର୍ତ୍ତମାନ ଏହି ପ୍ରତିଯୋଗିତା ପରିପୂର୍ଣ୍ଣ ସମାଜରେ ନିଜର ସାଧାରଣ ଜ୍ଞାନର ପରିସରକୁ ବ୍ୟାପକ କଲେ ଆପଣମାନେ ନିଶ୍ଚିତ ସଫଳତା ହାସଲ କରିବାରେ ସମର୍ଥ ହେବେ।

୧-କାହାର ଶଯ୍ୟା ଅଛି ସେ କିନ୍ତୁ ଶୁଏ ନାହିଁ।

ଉତ୍ତର- ନଦୀ।ଯାହାର ଶଯ୍ୟା ଅଛି ହେଲେ କିନ୍ତୁ ଶୁଏ ନାହିଁ।

୨- କାହାର ଆଖି ଅଛି କିନ୍ତୁ ସେ କେବେ ଦେଖି ପାରେ ନାହିଁ।

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ନଡ଼ିଆ।ଏହାର ତିନୋଟି ଆଖି ଅଛି।ହେଲେ କେବେ ଦେଖି ପାରେନାହିଁ।

୩- କିଏ ବାରମ୍ବାର ଧକ୍କା ଖାଏ।କିନ୍ତୁ କିଛି କୁହେ ନାହିଁ।

ଉତ୍ତର- ଏହାର ସଠିକ ଉତ୍ତର ହେଉଛି କବାଟ।

୪- ଗୋପବନ୍ଧୁ ଦାସଙ୍କ ସମାଧି ପୀଠ କେଉଁଠି ଅଛି?

ଉତ୍ତର- ବକୁଳବନ ଠାରେ ଗୋପବନ୍ଧୁଙ୍କ ସମାଧି ପୀଠ ଅଛି।

୫- ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶର ନାମ କଣ?

ଉତ୍ତର- ଚୀନ ହେଉଛି ବିଶ୍ବର ସବୁଠାରୁ ପ୍ରଦୂଷିତ ଦେଶ।

୬- ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ଭୂମିକମ୍ପ ଆସିଥାଏ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଜାପାନ।

୭- କିଏ ସବୁବେଳେ ତାର ମୁହଁକୁ ଭୁଇଁରେ ଘଷୁଥାଏ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଝାଡୁ।

୮- କେଉଁ ଜୀବ କେବେ ମରେନାହିଁ?

ଉତ୍ତର- ଜେଲି ଫିସ।

୯- ଭାରତର ଦୌଡ ପୁରୁଷ ଭାବେ କିଏ ପରିଚିତ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ମିଲଖା ସିଂହ।

୧୦- ଗୋଲାପ ଫୁଲର ଦେଶ କାହାକୁ କୁହାଯାଏ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ବୁଲଗେରିଆ।

୧୧- ଏମିତି କେଉଁ କାମ ପୁଅ ୨୦ ମିନିଟ କରି ଥକି ଯାଏ।କିନ୍ତୁ ଝିଅ ଅଧିକରୁ ଅଧିକ କରିଥାଏ?

ଉତ୍ତର- ସଫି ହେଉଛି ଏହାର ସଠିକ ଉତ୍ତର।

୧୨- ସ୍ୱରାଜ ଆମର ଜନ୍ମଗତ ଅଧିକାର ଏକଥା କିଏ କହିଥିଲେ?

ଉତ୍ତର- ଏହି ପ୍ରଶ୍ନଟି ଆପଣଙ୍କ ପାଇଁ।ଏହାର ସଠିକ ଉତ୍ତର ଆପଣ କହିବେ।ଆଶା କରୁଛି ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ।

ଈଶ୍ୱରଙ୍କ ବିରଚିତ ଏହି ସୁନ୍ଦର ସୃଷ୍ଟିରେ ମନୁଷ୍ୟ ହେଉଛି ଦୁର୍ଲଭ ପ୍ରଣୀ।ଭଗବାନ ମନୁଷ୍ୟକୁ ଐଶ୍ୱର୍ଯ୍ୟ, ଜ୍ଞାନ, ବୁଦ୍ଧିର ଆଶୀର୍ବାଦରେ ଅଭିଷିକ୍ତ କରିଛନ୍ତି।ତେଣୁ ମନୁଷ୍ୟ ଏହାର ସଦୁପଯୋଗ କଲେ ଜୀବନ ହୋଇପାରିବ ସରସ,ସୁନ୍ଦର ଓ ମଧୁମୟ।କେତେକ ଲୋକ ବହୁତ ଜ୍ଞାନର ଅଧିକାରୀ ହେଲେ ମଧ୍ୟ ସେମାନଙ୍କ ବୁଦ୍ଧିର ବିକାଶ ସାଧନ ହୋଇନଥାଏ।ଓ ସେମାନେ ବିଭିନ୍ନ କ୍ଷେତ୍ରରେ ନିଜ ଜ୍ଞାନର ସଦୁପଯୋଗ କରିପାରନ୍ତି ନାହିଁ।ତେଣୁ ଜ୍ଞାନର ପରିସୀମକୁ ବ୍ୟାପକରୁ ବ୍ୟାପକତର କରିବା ପାଇଁ ବୁଦ୍ଧିର ଯଥେଷ୍ଟ ବିକାଶ ଅନିର୍ବାର୍ଯ୍ୟ ତଥା ଅନସ୍ୱୀ କାର୍ଯ୍ୟ ଅଟେ।

Leave a Reply

Your email address will not be published. Required fields are marked *