ମଜାଦାର୍ ଜୋକ୍ସ : ସ୍ତ୍ରୀ- ତୁମେ ମୋତେ ରାଣୀ କଣ ପାଇଁ କହୁଛ ? ସ୍ୱାମୀ-କାରଣ ଚାକରାଣୀ ଲମ୍ବା ଶବ୍ଦ ହୋଇଯାଏ
ହସ ମଣିଷକୁ ପ୍ରକୃତର ଏକ ଅମୁଲ୍ୟ ଦେଣ ଅଟେ, ହସିବାରୁ ଶରୀରକୁ ବହୁତ ଫାଈଦା ମିଳିଥାଏ , ଏକ ହସ ସଂମ୍ପର୍କ ଗଢିପାରେ , କାର୍ଯ୍ୟକ୍ଷମତାକୁ ବି ସୁଧାରି ପାରେ , ରୋଗୀଙ୍କୁ ବଞ୍ଚାଈପାରେ , ଆଜିକାଲି ଏହି ଜମାନାରେ ଲୋକେ ଦିନ ସାରା କାମ ଧନ୍ଧାରେ ଏପରି ବୁଡିଯାଇଛନ୍ତି ଯେ ସେମାନେ ହସିବାକୁ ଭୁଲିଯାଉଛନ୍ତି, ଯାହା ଆମ ସ୍ୱାସ୍ଥ୍ୟ୍ ପାଇଁ ବହୁତ କ୍ଷତିକାରକ ପ୍ରମାଣିତ ହୋଇଥାଏ , ଯଦି ଆପଣ ନିଜକୁ ଡ୍ରିପେସନ ନାମକ ଜିନିଷରୁ ଦୁରେଇ ରଖିବାକୁ ଚାହୁଁଛନ୍ତି ତେବେ ସବୁଠାରୁ ବଢିଆ ଜୋକ୍ସ ପଢନ୍ତୁ, ତେବେ ଆସନ୍ତୁ ବିନା କୌଣସି ବିଳମ୍ବରେ ଆରମ୍ଭ କରିବା ମଜାଦାର୍ ଜୋକ୍ସର ସିଲସିଲା ।
୧) ଆଲିଆ ଭଟ୍ଟ ଏକ ଦୋକାନକୁ ଗଲେ , ଆଲିଆ- ୨ ବିଏଚ୍ କେ ର ଦାମ୍ କେତେ ? ଦୋକାନୀ- ଏହା ରେଡିମେଟ୍ କପଡାର ଦୋକାନ ଅଟେ, ଆଲିଆ- କିନ୍ତୁ ବାହାରେ ଲେଖା ହୋଇଛି ତ ଫ୍ଲାଟ୍ ୭୦ ପ୍ରତିଶତ ଛାଡ, ଦୋକାନୀ ଏବେ କୋମାରେ ଅଛି ।
୨) ପଡୋଶୀ- ସାଙ୍ଗ ତୋର ଘରୁ ବହୁତ ଅଧିକା ହସର ଆବାଜ୍ ଆସୁଛି, ଏହି ଖୁସିମୟ ଜୀବନର ରାଜ୍ କଣ? ବ୍ୟକ୍ତି- ମୋର ସ୍ତ୍ରୀ ମୋତେ ଜୋତାରେ ମାରେ , ଲାଗିଗଲେ ସେ ହସେ ନ ଲାଗିଲେ ମୁଁ ହସେ ସାଙ୍ଗ ।
୩) ପତ୍ରକାର- ୮୦ ବର୍ଷ ବୟସରେ ଆପଣଙ୍କ ସ୍ତ୍ରୀକୁ ଡାର୍ଲିଙ୍ଗ୍ କହନ୍ତି ଏହି ପ୍ରେମର ରହସ୍ୟ କଣ ? ବୁଢା- ପୁଅ- ୨୦ ବର୍ଷ ପୁର୍ବରୁ ତାଙ୍କର ନାଁ ଭୁଲିଯାଇଥିଲି । ଆଜି ପର୍ଯ୍ୟନ୍ତ ପଚାରିବାକୁ ସାହାସ କରିପାରିଲି ନାହିଁ , ଏଥିପାଇଁ ଡାର୍ଲିଙ୍ଗ୍ ଡାକିବାକୁ ବାଧ୍ୟ ହେଉଛି ।
୪)ସଂମ୍ପର୍କିୟ- ପୁଅ କଣ ପ୍ଲାନିଙ୍ଗ୍ ଅଛି ଆଗକୁ ? ପପୁ- ତାହା ତ ଆପଣଙ୍କ ଉପରେ ନିର୍ଭର କରୁଛି, ସଂମ୍ପର୍କୀୟ- ତାହା କେମିତି ? ପପୁ- ୧୦୦ ଟଙ୍କା ଦେଲେ ବର୍ଗର୍ ଆଣିବି, ଓ ଯଦି ୨୦୦ ଟଙ୍କା ଦେଲେ ତେବେ ପିଜା ।
୫) ଝିଅ ମେକାନିକ୍ କୁ- ଭାଇ ସ୍କୁଟି ର ବ୍ରେକ୍ ଖରାପ ହୋଇଯାଇଛି । ମେକାନିକ୍- ବ୍ରେକ୍ ତ ଠିକ୍ ଅଛି ମ୍ୟାଡାମ୍, ଆପଣଙ୍କ ସାଣ୍ତାଲ୍ ଘସିହେଇଯାଇଥିବ ତାହାଲେ , ଗାଡି ଅଟକାଇପାରୁନାହାନ୍ତି ,
୬) ସ୍ତ୍ରୀ- ଆମର ବିବାହକୁ ୨୫ ବର୍ଷ ହୋଇଯାଇଛି, ଏତେ ବର୍ଷ ହୋଇଗଲା, ଜଣା ହିଁ ପଡିଲା ନାହିଁ , ସ୍ୱାମୀ- ସମୟର ପତ୍ତା କଏଦୀଙ୍କୁ ଜଣାପଡେ , ଜେଲରକୁ ନୁହେଁ । ତାପରେ ହେଲା ଜୋରଦାର୍ ମାଡ ସ୍ୱାମୀ ଉପରେ ।
୭) ଗାର୍ଲଫ୍ରେଣ୍ତ ନିଜ ବୟଫ୍ରେଣ୍ତକୁ କହେ ମୁଁ ଯେବେ ଫୋନ୍ କରୁଛି , ତୁମେ ଏହି ଜବାବ୍ ଦେଉଛ କି ମୁଁ ସେଭ୍ କରୁଛି, ତୁମେ ଗୋଟେ ଦିନରେ କେତେ ଥର ସେଭ୍ କରୁଛ କି ? ବୟଫ୍ରେଣ୍ତ- ସେମିତି ୩୦-୪୦ ଥର ଗାର୍ଲଫ୍ରେଣ୍ତ- ତୁମେ ପାଗଳ ହୋଇଯାଇନ ତ ? ବୟଫ୍ରେଣ୍ତ- ନା ଡାର୍ଲିଙ୍ଗ୍- ସେଲୁନରେ ବାରିକର କାମ କରିବାରେ କେହି ବି ପାଗଳ ହୁଅନ୍ତି ନାହିଁ ।
୮) ପପୁ ଗୋଟେ ବିବାହର ରିସେସ୍ପନରେ ଯାଇଥିଲା । ସେଠାରେ ଆଇସକ୍ରିମ୍ ଦେଇକରି ମଥାରେ ବହୁତ ସୁନ୍ଦର ତିଲକ କରୁଥିଲେ , ପପୁ କହିଲା- ଆପଣଙ୍କ ପରିବାରରେ ବହୁତ ସୁନ୍ଦର ଓ ଭଲ ରୀତିନୀତି ଅଛି, ତେବେ ସେ କହିଲେ କି ଏହା କୌଣସି ରୀତିନୀତି ନୁହେଁ , ଏହା ଏଥିପାଇଁ କରାଯାଉଛି କି ଦ୍ୱିତୀୟଥର ଆଇସକ୍ରିମ୍ ପାଇଁ ଯିଏ ଆସିବ ତୁରନ୍ତ ଜଣାପଡିଯିବ ଏମିତିରେ ଲୋକେ ୧୦-୧୦ କପ୍ ଆଇସକ୍ରିମ୍ ଉଡାଇଦେଉଛନ୍ତି ।
୯) ଚିତାର ଚାଲି, ଶାଗୁଣାର ନଜର ଓ ଷ୍ଟୁଡେଣ୍ଟର ପାଠପଢା ସନ୍ଦେହ କରିବା ଉଚିତ୍ ନୁହେଁ , କେବେ ବି ଟପ୍ କରିପାରିବା , ଖାଲି ମସ୍ତାନୀ ମଝିରେ ଆସିବା ଉଚିତ୍ ନୁହେଁ ।
୧୦) କ୍ଷୀର ବାଲା ହଡତାଲ କରନ୍ତି ତେବେ କ୍ଷୀର ରାସ୍ତାରେ ପକାନ୍ତି , ଟମାଟର ବାଲା ହଡତାଲ୍ କରନ୍ତି ତେବେ ଟମାଟର ରାସ୍ତାରେ ପକାଇଦିଅନ୍ତି , କେଜାଣି ବ୍ୟାଙ୍କ୍ କେବେ ବୁଦ୍ଧିଶିଖିବ ,
୧୧) ଦିନେ ପପୁ ଜୁସ୍ ବାଲା ଦୋକାନକୁ ଗଲା, ପପୁ- ଜଲଦି ଜୁସ୍ ପିଆଇଦିଅ, ଲଢେଇ ହେବାର ଅଛି, ଏକ ଗିଲାସ ଜୁସ୍ ପିଇବାପରେ , ପପୁ- ଆଉ ଗୋଟେ ପିଆଇଦିଅ, ଲଢେଇ ହେବାର ଅଛି, ଜୁସ୍ ବାଲା ପାଞ୍ଚ ସାତ ଗିଲାସ ଜୁସ୍ ପିଆଇଦେଲା ଓ ପଚାରିଲା ଭାଇ ଲଢେଇ କେବେ ହେବାର ଅଛି, ପପୁ- ଯେବେ ତୁ ପଇସା ମାଗିବୁ ।
୧୨) ପଡୋଶୀ- ସାଙ୍ଗ- ତୋର ଘରୁ ସବୁଦିନ ହସର ଆବାଜ୍ ଆସୁଛି, ଏଇ ଖୁସିର ଜୀବନର କଣ ରହସ୍ୟ ଅଟେ, ବ୍ୟକ୍ତି- ମୋର ସ୍ତ୍ରୀ ମୋତେ ଜୋତାରେ ମାରେ ଲାଗିଗଲେ, ତେବେ ସେ ହସେ ଓ ମୋତେ ନ ଲାଗିଲେ ମୁଁ ହସିଥାଏ ।
୧୩) ସ୍ତ୍ରୀ- ତୁମେ ମୋତେ ରାଣୀ କହି କାହିଁକି ଡାକୁଛ ? ସ୍ୱାମୀ-କାରଣ ଚାକରାଣୀ ଲମ୍ବା ଶବ୍ଦ ଅଟେ , ସ୍ତ୍ରୀ- ଜଣାଅଛି ତୁମକୁ ଜାନ୍ କାହିଁକି ଡାକୁଛି, ସ୍ୱାମୀ- ନା ଜାଣିନି କୁହ ତ ? କାରଣ ପଶୁ ଶବ୍ଦ ବଡ ହୋଇଯାଉଛି , ଏଥିପାଇଁ କେବଳ ଜାନ୍ କହି ଡାକୁଛି ।
୧୪) ବନ୍ଧୁ- ଭାଇ ତୁ କାଲି ବଡ ଦୁଃଖୀ ଥିଲୁ, ପପୁ- ହଁ ସାଙ୍ଗ- କାଲି ସ୍ତ୍ରୀ ୨୫୦୦୦ ହଜାରର ସାଢୀ ଆଣିଲା, ସାଙ୍ଗ- ତାପରେ ଆଜି ଖୁସି କଣ ପାଇଁ ? ପପୁ- ଆଜି ସେ ତୋର ସ୍ତ୍ରୀକୁ ଦେଖାଇବାକୁ ନେଇଯାଇଛି