September 11, 2024

Odia Express

Leading Odia News Portal of Odisha

ଓଡ଼ିଆ ନୂଆ ଜୋକ୍ସ : ସ୍ୱାମୀ ଦିନେ ଚୁପ୍ ଚାପ୍ ଚାକରାଣୀ ସହ ପ୍ରେମ କରିବା ବେଳେ କହିଲା ତୁମେ ମୋର ସ୍ତ୍ରୀଠୁ ବି ଅଧିକା ସୁନ୍ଦର ତାପରେ ଚାକରାଣୀ ଯାହା କହିଲା ଶୁଣିକି ମାଲିକ ବେହୋସ..

ଜୀବନ ଭଲରେ ବିତାଇବା ପାଇଁ ହସିବା ବହୁତ ଜରୁରୀ ଅଟେ, କାରଣ ହସିଲେ ଆମର ଶରୀରରେ ସେହି ଶକ୍ତି ମିଳେ , ଯାହା ଆମ ଶରୀରକୁ ସତେଜ ରଖେ , ସେମିତି ଯଦି ହସିବାର୍ କଥା କହିବା ତେବେ ଜୋକ୍ସ କିମ୍ବା ଚୁଟକୁଲା ରୁ ଭଲ ଆଉ କିଛି ବିକଳ୍ପ ନାହିଁ, ଓ ଏଥିରେ ମଜା ନେବା ପାଇଁ ଆପଣଙ୍କୁ କୌଣସି ପଇସା ଖର୍ଚ୍ଚ କରିବାକୁ ପଡେ ନାହିଁ , ଜୋକ୍ସର ସବୁଠାରୁ ଖାସ୍ କଥା ଏହା କି ଆପଣଙ୍କ ମୁଡ୍ ଯେତେ ବି ଖରାପ ହେଇଥାଉ ନା କାହିଁକି ସେ ତା କିଛି କ୍ଷଣରେ ଠିକ୍ କରିଦିଏ ।ଯଦି ଆପଣ ଉଦାସ୍ ରହିଛନ୍ତି ,କିମ୍ବା ଡିପ୍ରେସନରେ ରହିଛନ୍ତି , ତେବେ ଜୋକ୍ସ ଆପଣଙ୍କ ପାଇଁ ବହୁତ କାମକୁ ଆସିପାରେ , ଯଦି ଆପଣ ନିଜ ଜୀବନରୁ ଫୁଲ୍ ମଜା ନେବାକୁ ଚାହୁଁଛନ୍ତି ତେବେ ଜୋକ୍ସ ଭଲ ହୋଇଥାଏ , ତେବେ ଆସନ୍ତୁ ଆରମ୍ଭ କରିବା ସେହି ମଜାଦାର୍ ଚୁଟକୁଲା ଓ ଜୋକ୍ସ ବିଷୟରେ ଯାହା ଆପଣଙ୍କୁ ହସାଇ ହସାଇ ବେଦମ୍ କରିଦେବ ।

୧) ଭଗବାନ- କଣ ଦରକାର ? ଭକ୍ତ- ଏକ ଚାକିରି, ପଇସାରେ ଭରା ରୁମ୍ , ଭଲ ନିଦ ଓ ଗରମରୁ ମୁକ୍ତି , ଭଗବାନ- ତଥାସ୍ତୁ ବତ୍ସ , ବିଚରା ଭକ୍ତ ଏବେ ବ୍ୟାଙ୍କର ଏଟିଏମ୍ ସିକ୍ୟୁରିଟି ଗାର୍ଡ ଅଛି ।

୨) ବିଜ୍ଞାପନ- ପୁରୁଣା ମୋବାଇଲ୍ ଦିଅ ନୁଆ ମୋବାଇଲ୍ ନେଇଯା , ସାନ୍ତା-ବିଜ୍ଞାପନରେ କୁହାଯାଇଥିବା ଠିକଣାରେ ଗଲା, ସେଠାରେ କିଛି ବି ଦୋକାନ ନଥିଲ,  ସେ ସେଠାରେ ଠିଆ ହୋଇଥିବା ୨ଟି ଯୁବକଙ୍କୁ ସେହି ବିଜ୍ଞାପନ ବିଷୟରେ ପଚାରିଲା , ଯୁବକମାନେ ବନ୍ଧୁକ ବାହାର କଲେ , ଓ କହିଲେ- ବିଜ୍ଞାପନ ଆମେ ହିଁ ଦେଇଥିଲୁ, ବାହାର କର ତୋ ପୁରୁଣା ମୋବାଇଲ୍ , ଓ ଯାଇକରି ନୁଆ ନେଇଯା ।

୩) ପପୁ ଏକ ଝିଅକୁ ପ୍ରପୋଜ୍ କଲା, ମୋତେ ପ୍ରେମ କରିବ ? ଝିଅ- ମୁହଁ ଦେଖିଛୁ ତୋର , ତୋତେ ଭଲ ପାଇବା ଅପେକ୍ଷା ଭଲ କି ମୁଁ ଆତ୍ମହତ୍ୟା କରିନେବି , ପପୁ- ତୁ ମରି ବି ଯିବୁ ନା କେଉଁ ଗରିବର କାମକୁ ବି ଆସିବୁନି ,

୪) ଆଜିର ଜ୍ଞାନ- ମହିଳା ହିଁ ମହିଳାଙ୍କ ଶତ୍ରୁ ହୋଇଥାଏ, ବିଶ୍ୱାସ ନହେଲେ , ନିଜ ଗାର୍ଲଫ୍ରେଣ୍ତକୁ ନିଜ ସ୍ତ୍ରୀ ସହ ଦେଖାକରି ଜାଣିନିଅ ।

୫) ଥରେ ଜଣେ ସାହେବ୍ ହୋଟେଲ୍ କୁ ଗଲେ , ତାଙ୍କୁ ଗରମ ଲାଗିଲା , ସେ ନିଜ କୋଟ୍ ବାହାର କରି ଟଙ୍ଗାଇଦେଲେ , ଓ ସେଥିରେ ଏକ ପରଚି ଲେଖିକରି ଲଗାଇଦେଲେ , କିଏ ବି ମୋର କୋଟ୍ ଚୋରିକରିବାକୁ ଚେଷ୍ଟା କରିବ , ମୁଁ ବକ୍ସିରେ ୱାର୍ଲଡ୍ ଚାମ୍ପିୟନ୍ ଅଛି, ଟିକିଏ ସମୟରେ ସେ ସାହେବ୍ ଚାଲିଗଲେ , ତେବେ ଦେଖିଲେ କି କୋଟ୍ ଗାୟବ ଥିଲା,  ଓ ସେଠାରେ ଆଉ ଏକ ପର୍ଚି ରଖା ହୋଇଥିଲା,  ଯେଉଁଥିରେ ଲେଖା ହୋଇଥିଲା କି ମୋତେ ଧରିବାକୁ ଚେଷ୍ଟା କରିବନି, ମୁଁ ଦୌଡିବାରେ ୱାର୍ଲଡ୍ ଚ୍ୟାମ୍ପିୟନ୍ ଅଛି ।

୬) ପୁରୁଣା ଜମାନାରେ ଲୋକ ଜଣେ ଅନ୍ୟ ଜଣଙ୍କୁ ସାହାସ ଓ ଆତ୍ମବିଶ୍ୱାସ ବଢାଉଥିଲେ, କିନ୍ତୁ ଆଜିକାଲିର ଲୋକେ କେବଳ ବ୍ଲଡ୍ ପ୍ରେସର୍ ବଢାଉଛନ୍ତି ।

୭) ଭଗବାନଙ୍କ ଦୟାରୁ ଡାକ୍ତର ଏହା କହନ୍ତି ନାହିଁ କି ଖୁଚୁରା ନାହିଁ , କିଛି ମେଡିସିନ୍ ଆହୁରି ଲେଖିଦେବି କି , କିମ୍ବା ଆଉ ଏକ ଅପରେସନ୍ କରିଦେବି ।

୮) ଦେବ୍ ଓ ପତିଦେବ ମଧ୍ୟରେ କଣ ଫରକ୍ ଅଛି, ଦେବଙ୍କ ଆରତୀ- ସୁଖକର୍ତ୍ତା ଦୁଃଖହର୍ତ୍ତା, ପତିଦେବଙ୍କ ଆରତୀ- ଏସାକର୍ତ୍ତା ୱେସାକର୍ତ୍ତା, ୟହ୍ ନହି କରତା, ବୋ ନହିଁ କରତା ,

୯) ରାସ୍ତାରେ ଏକ ଝିଅ ମୁଣ୍ତ୍ ବୁଲାଇବାରୁ ତଳେ ପଡିଗଲା,  ତାକୁ ଦେଖିକରି ଭିଡ ଏକାଠି ହୋଇଗଲା , ଏକ ପୁଅ ଲେମ୍ବୁ କିଣିଆଣିଲା , ତାଓ ଲେମ୍ବୁ ସୋଢା ନିଜେ ପିଇଗଲେ,  ଓ କହିଲେ ଏମିତି ଦୁର୍ଘଟଣା ସେମିତି ଦେଖିହୁଏନି ।

୧୦) ସ୍ତ୍ରୀ- ବିବାହ କଣ ଅଟେ ? ସ୍ୱାମୀ- ମାନି ବି ଯାଅ ରୁ ନେଇକରି ଭାଡ୍ ମେଁ ଜାଓ ପର୍ଯ୍ୟନ୍ତ ଯାତ୍ରାକୁ ବିବାହ କହନ୍ତି , ବାକି ସବୁ ମୋହ ମାୟା ଅଟେ ।

୧୧) ସାନ୍ତା- ବିବାହର କାର୍ଡରେ ବରବଧୁର ନାଁ ଆଗରେ ଲେଖିଲା ଚି ଓ ଶୋ କଣ ମତଲବ ହୋଇଥାଏ , ବାନ୍ତା- ଜଣାନାହିଁ ତୁ ହିଁ କହିଦେ, ସାନ୍ତା – ଏହାର ମତଲବ ହୋଇଥାଏ କି ବିବାହ ପରେ ଯେବେ ସ୍ତ୍ରୀ ତାହାକୁ ଶୋ ଶୁଣିବ , ତେବେ ସ୍ୱାମୀର ଚି ବି କରିବ ନାହିଁ ।

୧୨) ସ୍ୱାମୀ ନିଜ ଚାକରାଣିକୁ ବହୁତ ଭଲ ପାଉଥିଲା, ଦିନେ ସେ ତା ସହ ଚୁପଚାପ୍ ରୋମାନ୍ସ କରି କହିଲା ତୁ ମୋର ସ୍ତ୍ରୀ ଠାରୁ ଅଧିକା ସୁନ୍ଦର, ଚାକରାଣୀ- ମିଛ କୁହନି ବାବୁ, ସ୍ୱାମୀ- ନା ମୁଁ ସତ କହୁଛି, ଚାକରାଣୀ-ଆଛା- ଡ୍ରାଇଭର୍ ତ କହୁଥିଲା କି ମ୍ୟାଡ୍ୟାମ୍ ବି ଅଧିକା ସୁନ୍ଦର ବୋଲି , ସ୍ୱାମୀ-ବେହୋସ୍ ।

୧୩) ସ୍ୱାମୀ-ଶୁଣ, ରାତିସାରା ମୋବାଇଲ୍ ଚାର୍ଜିଙ୍ଗ୍ ରେ ଲଗାଅ ନାହିଁ , ବ୍ୟାଟେରି ଫାଟିଯିବ, ସ୍ତ୍ରୀ- ତୁମେ ଚିନ୍ତା କରନି, ମୁଁ ବ୍ୟାଟେରି ବାହାରକରି ଚାର୍ଜିଙ୍ଗ୍ ରେ ଲଗାଇଦେବି ।

Leave a Reply

Your email address will not be published. Required fields are marked *