February 6, 2025

Odia Express

Leading Odia News Portal of Odisha

ପରୀକ୍ଷାରେ ସବୁଠାରୁ ଚତୁର ପ୍ରଶ୍ନ ଓ ଉତ୍ତର – ତାହା କଣ ଅଟେ ଯାହାକୁ ଆପଣ ଡାହାଣ ହାତରେ ଧରିପାରିବେ ବାମହାତରେ ଧରିପାରିବେ ନୁହେଁ?ବୁଦ୍ଧିମାନ ଲୋକ ସଠିକ ଉତ୍ତର ଦେବେ..

ନମସ୍କାର ବନ୍ଧୁଗଣ |ଆଜି ଆମେ ଏପରି କିଛି ନୂଆ ଓ ପ୍ରଶ୍ନ ଓ ଚତୁର ପ୍ରଶ୍ନ କୁ ନେଇ ଅଶିଚୁ |ତେବେ ଆପଣ ଏହାର ଉତ୍ତର କମେନ୍ଟ ରେ ଦିୟନ୍ତୁ ଓ ଏହାକୁ ପଢିକି ଆପଣଙ୍କ ଉତ୍ତର ମିସ୍ଛୁ ନ ନାହିଁ ଦେଖନ୍ତୁ |ତେବେ ଏହା ସହ ଆପଣ ନୂଆ ନୂଆ ଓଡ଼ିଆ ପ୍ରଶ୍ନ ଉତ୍ତର ନେଇ ଆସିବୁ ଆମେ ଆପଣଙ୍କ ପାଇଁ ତେବେ ନିଶ୍ଚୟ ସାଙ୍ଗ ମାନକ ସହ ସେୟାର କରନ୍ତୁ

୧)ମନୁଷ୍ୟ ସବୁଠୁ ପ୍ରଥମେ କେଉଁ ପଶୁର କ୍ଷୀର ପିଇବା ଆରମ୍ଭ କରିଥିଲା?

ଉତ୍ତର:ଏହାର ଉତ୍ତର ହେଉଛି, ଛେଳିର କ୍ଷୀର।

୨)ଦୁନିଆରେ ଏପରି କେଉଁ ପକ୍ଷୀ ଅଛି ଯିଏ କି ଡାକବାଲା ପରି କାମ କରିଥାଏ?

ଉତ୍ତର:ଏହାର ଉତ୍ତର ହେଉଛି,ପାରା।

୩)ଡନ କେଉଁ ଦେଶର ଖବରକାଗଜ ଅଟେ?

ଉତ୍ତର:ପାକିସ୍ତାନ ଦେଶର।

୪)ଦୁନିଆର ସବୁଠାରୁ ବଡ ମୂର୍ତ୍ତି କେଉଁ ଦେଶରେ ଅବସ୍ଥିତ ଅଟେ?

ଉତ୍ତର:ଭାରତ ଦେଶରେ।

୫)ଭାରତ ଦେଶରେ ଏକ ଟଙ୍କାର ନୋଟ କିଏ ଜାରୀ କରିଥାଏ?

ଉତ୍ତର:ବିତ୍ତ ମନ୍ତ୍ରୀ ଏକ ଟଙ୍କାର ନୋଟ ଜାରି କରନ୍ତି।

୬)ଭାରତର କେଉଁ ରାଜ୍ୟର ଅର୍ଥ ବାଦଲର ଘର ହୋଇଥାଏ?

ଉତ୍ତର:ମେଘାଳୟ ରାଜ୍ୟ।

୭)ତାହା କେଉଁ ପଶୁ ଅଟେ ଯିଏ ବିପଦ ଅନୁଭବ ହେବା ବେଳେ ନିଜ ଛୁଆଙ୍କୁ ପେଟରେ ଲୁଚାଇ ଦେଇଥାଏ?

ଉତ୍ତର:କଙ୍ଗାରୁ।

୮)ତାହା କେଉଁ ପଶୁ ଅଟେ ଯିଏ ଅନ୍ଧାରରେ ମଧ୍ୟ ଦେଖି ପାରିବ?

ଉତ୍ତର:ଚିତାବାଘ।

୯)କେଉଁ ଦେଶରେ ଗୀତ ବୋଲିଲେ ଦଣ୍ଡ ବିଧାନ ଦିଆଯାଇଥାଏ?

ଉତ୍ତର:ଉତ୍ତର କୋରିଆ।

୧୦)ଏମିତି କେଉଁ ପଶୁ ଅଛି ଯିଏ କେବେ ମଧ୍ୟ ପାଣି ପିଏ ନାହିଁ ?

ଉତ୍ତର:ଝିଟିପିଟି ପାଣି ପିଏ ନାହିଁ।

୧୧)ପୁରା ଦୁନିଆରେ ଏକ ମିନିଟରେ କେତେ ଶିଶୁ ଜନ୍ମ ନିଅନ୍ତି?

ଉତ୍ତର:ପାଖାପାଖି ୨୫୦ଟି ଶିଶୁ ଏକ ମିନିଟରେ ଜନ୍ମ ନିଅନ୍ତି।

୧୨)ଦୀପାବଳୀର ଦିବସରେ ବାଣ ଫୁଟାଇବାର ପରମ୍ପରା କେଉଁ ଦେଶରୁ ଆରମ୍ଭ ହୋଇଥିଲା?

ଉତ୍ତର:ଚୀନ ଦେଶରେ ପ୍ରଥମେ ଆରମ୍ଭ ହୋଇଥିଲା।

୧୩)ମହୁମାଛି ଶୁଣ୍ଢ ମାରିବା ମାତ୍ରେ ହିଁ ନିଜେ ମଧ୍ୟ କାହିଁକି ମରିଯାଏ?

ଉତ୍ତର:ଶୁଣ୍ଢ ମାରିବା ଦ୍ବାରା ପେଟ ଫାଟି ଯାଇଥାଏ ସେଥିପାଇଁ ମରିଯାଏ।

୧୪)କେଉଁ ପଶୁକୁ ଚକଲେଟ ଖୁଆଇବା ଦ୍ଵାରା ତା’ର ଜୀବନ ମଧ୍ୟ ଯାଇପାରେ?

ଉତ୍ତର:କୁକୁର

୧୫)ତାଜମହଲ ଉପରୁ ଉଡାଯାହାଜ କାହିଁକି ଉଠିପାରେ ନାହିଁ?

ଉତ୍ତର: ତାଜମହଲ ଏକ ଐତିହାସିକ ସୃଷ୍ଟି ଅଟେ।

୧୬)କେଉଁ ପଶୁର ଦାନ୍ତର ରଙ୍ଗ ନାଲି ହୋଇଥାଏ?

ଉତ୍ତର:ଡିଫର।

୧୭)ମନୁଷ୍ୟର ଶରୀରର ସବୁଠାରୁ ବ୍ୟସ୍ତ ଅଙ୍ଗ କେଉଁଟି?

ଉତ୍ତର:ହୃଦୟ ସବୁଠୁ ବ୍ୟସ୍ତ ଅଙ୍ଗ ଅଟେ।

୧୮)କେଉଁ ଜୀବର ଶରୀରରେ ଆଖି ନଥାଏ?

ଉତ୍ତର:କଇଁଛର

୨୦)ଧଳା ରଙ୍ଗର ହାତୀ କେଉଁ ଦେଶରେ ମିଳିଥାନ୍ତି?

ଉତ୍ତର: ଥାଇଲ୍ୟାଣ୍ଡ

୨୧)ସାରାଦୁନିଆରେ ପ୍ରତି ୧ସେକେଣ୍ଡରେ କେତେ ଲୋକ ମରନ୍ତି?

ଉତ୍ତର: ପାଖାପାଖି ୧୫୯ ଲୋକ

୨୨)ମନୁଷ୍ୟର ଆଖି କେତେ ମେଗାପିକ୍ସେଲର ହୋଇଥାଏ?

ଉତ୍ତର: ୫୭୬

୨୩)କାଳଭୈରବଙ୍କର ମନ୍ଦିରରେ ମୂର୍ତ୍ତିକୁ ମଦ କାହିଁକି ପିଇଯାଏ?

ଉତ୍ତର:ଏହା ଏକ ରହସ୍ୟ ଅଟେ।

୨୪)ଏକ ମିସାଇଲର ମୂଲ୍ୟ କେତେ?

ଉତ୍ତର:୧୪ଲକ୍ଷ ଡଲାର

୨୫)ପେଟ୍ରୋଲପମ୍ପରେ କାହିଁକି ମୋବାଇଲରେ କଥା ମନା?

ଉତ୍ତର:ନିଆଁ ନଲାଗିବା ପାଇଁ।

୨୬)୧ବର୍ଷରେ କେତୋଟି ମାସ ୩୧ଦିନର ହୋଇଥାଏ?

ଉତ୍ତର: ୭

୨୭)କେଉଁ ଦେଶର ଲୋକ ଅଧିକ ଗୋରା ହୋଇଥାନ୍ତି?

ଉତ୍ତର: ଦକ୍ଷିଣ ଆମେରିକା

୨୮)କେଉଁ ପଶୁର ସ୍ମରଣଶକ୍ତି ମାତ୍ର ୩ସେକେଣ୍ଡର ହୋଇଥାଏ?

ଉତ୍ତର:ମାଛ

୨୯)ଏପର୍ଯ୍ୟନ୍ତ ଚନ୍ଦ୍ରକୁ କେତେଲୋକ ଯାଇଛନ୍ତି?

ଉତ୍ତର:୧୨

୩୦)କେଉଁ ମଣିଷ ୨୫୬ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲା?

ଉତ୍ତର:ଲି କୁଙ୍ଗିୟନ

୩୧)କେଉଁ ଦେଶର ଲୋକ ନିଜ ଇଚ୍ଛାରେ ଚୁଟି କାଟନ୍ତିନାହିଁ?

ଉତ୍ତର:ଦକ୍ଷିଣକୋରିଆ

୩୨)ଭାରତର କେଉଁ ରାଜ୍ୟରେ ସବୁଠାରୁ କମ୍ ଅପରାଧ ହୁଏ?

ଉତ୍ତର:ସିକିମ

୩୩)କେବିସିରେ ଅମିତାଭ ବଚନ ୧ ଏପିସୋଡ଼କୁ କେତେ ଟଙ୍କା ନିଅନ୍ତି?

ଉତ୍ତର:୫କୋଟି

୩୪)ତାହା କଣ ଅଟେ ଯାହାକୁ ଆପଣ ଡାହାଣ ହାତରେ ଧରିପାରିବେ ବାମହାତରେ ନୁହେଁ?

ଉତ୍ତର:ବାମହାତ।

Leave a Reply

Your email address will not be published. Required fields are marked *