February 21, 2026

Odia Express

Leading Odia News Portal of Odisha

କେଦାରନାଥ ଧାମରେ ଘଟିଲା ଏମିତି ଘଟଣା ଯାହାକୁ ଦେଖିକରି ଲୋକେ ହୋଇଗଲେ ସ୍ତବ୍ଧ, ଲାଇଭ୍ ଦେଖନ୍ତୁ ଭଗବାନ ଶିବଙ୍କର ଚମତ୍କାର

ସନାତନ ଧର୍ମରେ ବହୁତ ପବିତ୍ର ତୀର୍ଥ ସ୍ଥଳ ଅଛି, ସେଥିରେ ଗୋଟେ ହେଲା ବାବା କେଦାରନାଥଙ୍କ ମନ୍ଦିର, ୧୨ ଟି ଜ୍ୟୋର୍ତିଲିଙ୍ଗରୁ ଗୋଟେ ଅଟେ କେଦାରନାଥ ପର୍ବତରାଜ ହିମାଳୟର କେଦାର ଶିଖରରେ ଅବସ୍ଥିତ, କଥା ୨୦୧୩ ର ଅଟେ ଯେବେ କେଦାରନାଥ ସମୀପ ସ୍ଥିର ମନ୍ଦାକିନୀ ନଦୀରେ ଏକ ପ୍ରଳୟର ରୁପ ଦେଖାଯାଇଥିଲା, ଯିଏ ବି ଏହି ରାସ୍ତାରେ ଆସୁଥିଲା ତେବେ ସେ ନିଜ ସହ ବୁହାଇନେଇଯାଉଥିଲା, କିନ୍ତୁ ମହାଦେବଙ୍କ ଆଗରେ କାହାର ବି ଚାଲେ ନାହିଁ ।

ଏହି ମନ୍ଦିରର କବାଟରେ ଶୀତ ରିତୁରେ ବନ୍ଦ କରିଦିଆଯାଏ , କିନ୍ତୁ ଭକ୍ତଙ୍କ କହିବା କଥା କି ଏହି କାଳରେ ମନ୍ଦିରର ଘଣ୍ଟିରୁ ଆବାଜ୍ ଆସେ , ଓ ଶିବଲିଙ୍ଗରେ ତାଜା ବେଲପତ୍ର ଚଢାଇବାର ଦେଖିବାକୁ ମିଳେ , ଦର୍ଶନାର୍ଥୀଙ୍କ ମାନିବା କଥା କି ଏହି କାଳରେ ମହାଦେବଙ୍କ ଅର୍ଚ୍ଚନା କରିବାକୁ ଆସିଥାନ୍ତି , ଏହି ସମୟ ତ କେଦାରନାଥ ଯାତ୍ରାର ଅଟେ, କିନ୍ତୁ ବର୍ଷାର କାରଣରୁ କେଦାରନାଥ ଯାତ୍ରା କରୁଥିବା ଭକ୍ତଙ୍କୁ ବହୁତ୍ ଅସୁବିଧାର ସାମ୍ନା କରିବାକୁ ପଡୁଛି, କିନ୍ତୁ ଏହି ମଧ୍ୟରେ ଏକ ଚମତ୍କାର ସାମ୍ନାକୁ ଆସିଲା କି ଯାହାକୁ ଦେଖି ଲୋକେ ଚକିତ ହୋଇଗଲେ , ଶ୍ରଦ୍ଧାଳୁଙ୍କ କହିବା କଥା କି ସେ ଏମିତି ଚମତ୍କାର ଆଗରୁ ଦେଖିନଥିଲେ,  ଲୋକେ ଏହାକୁ ଦେଖିକରି ବ୍ୟାକୁଳ ହୋଇଯାଇଥିଲେ,  ସମସ୍ତଙ୍କ ମନରେ ଏମିତି ପ୍ରଶ୍ନ ଆସୁଥିଲା କି ଏମିତି କିପରି ହୋଇଗଲା । ଦେଖନ୍ତୁ ପୁରା ଭିଡିଓ ।

Leave a Reply

Your email address will not be published. Required fields are marked *