ଗୋଟେ ଥର ବ୍ୟବହାରରେ ଅର୍ଶ , ଦୁଇ ଥର ବ୍ୟବହାରରେ ପଥରୀ ଏବଂ ତିନି ଥର ବ୍ୟବହାରରେ ଜଣ୍ଡିସକୁ ଭଲ କରି ଦେଇଥାଏ ଏହି ପାଣି
ବନ୍ଧୁଗଣ ଆଜି ଆମ ଆପଣଙ୍କୁ ଏକ ଏପରି ଗଛ ବିଷୟରେ କହିବୁ ଯାହା ଦ୍ଵାରା ଆପଣ ସବୁଦିନ ପାଇଁ ନିଜର ଅର୍ଶ, ପଥରୀ ଏବଂ ଜଣ୍ଡିସରୁ ମୁକ୍ତି ପାଇବେ ଏବଂ ଏହା ସହିତ ଆପଣ ଯଦି ଏହାର ପତ୍ରକୁ ଛେଚି କି ପାଣିରେ ମିଶାଇ ଲଗାଇବେ ନିଜର କେଶରେ ତାହେଲେ ଆପଣଙ୍କ କେଶ କଳା ହୋଇଯିବ ଏବଂ ସେହି ପତ୍ର ଗୁଣ୍ଡ କି ଯଦି ମୁଣ୍ଡରେ ଲଗାଇବେ ତାହେଲେ ଆପଣଙ୍କୁ ମୁଣ୍ଡବିନ୍ଧା ବହୁତ୍ ଶୀଘ୍ର ଭଲ ହୋଇଯିବ । ସେହି ଗଛ ଟି ନାମ ହେଉଛି ମେହେନ୍ଦି ଗଛ ଯାହାକି ସାଧାରଣତଃ ପ୍ରାୟ ସବୁ ସ୍ଥାନରେ ରହିଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଟି ବିଷୟରେ ।
ପ୍ରଥମେ ଆପଣଙ୍କୁ ଏହି ଗଛର ୧୫ ଗ୍ରାମ ପତ୍ରକୁ ଛିଣ୍ଡାଇ ରଖି ଦିଅନ୍ତୁ ଏକ ପାତ୍ରରେ ।ଏହା ପରେ ସେହି ପତ୍ର ରହିଥିବା ପାତ୍ର ରେ ଅଧା ଗ୍ଲାସ ପାଣି ନେଇ ସେଥିରେ ମିଶାଇ ଦିଅନ୍ତୁ ।ଏହାପରେ ତାହାକୁ ମାଧ୍ୟମ ଧରଣର ଅଗ୍ନି ପ୍ରଦାନ କରି ତାହାକୁ ୧୫ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ ।ଏହାପରେ ୧୫ ମିନିଟ ହୋଇଯିବ ଲାରେ ଆପଣ ଗ୍ୟାସ କୁ ବନ୍ଦ କରି ତାହାକୁ କାଢି ଦିଅନ୍ତୁ ।ଦେଖିବେ ଏହାର ରଙ୍ଗ ବଦଳି ଯାଇଥିବ । ତେବେ ଏହାକୁ ଏକ ଗ୍ଲାସ ରେ ଛାଣି ପୁରାଇ ଦିଅନ୍ତୁ ।ତେବେ ଆସନ୍ତୁ ଜାଣିବା ଏହାର କିପରି ବ୍ୟବହାର କରାଯାଏ ତଥା କେତେବେଳେ କେମିତି ସେବନ କରାଯାଏ ବିଭିନ୍ନ ପ୍ରକାରର ସମସ୍ୟା ପାଇଁ । ଖରାଦିନେ ଅଶିକ ତାପମାତ୍ରା ବଢିଯିବା କାରଣରୁ ଏବଂ ଥଣ୍ଡା ଦିନେ ଏହି ଅର୍ଶ କବ୍ଜର କାରଣ ରୁ ହୋଇଥାଏ । ଏଜି ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇବାକୁ ହେଲେ ଏହି ପାନୀୟ କୁ ସକାଳେ ଏବଂ ସନ୍ଧ୍ୟା ରେ ସେବନ କରିବାକୁ ହେବ ।
ଏହାପରେ ଯଦି ଆପଣଂକୁ ପଥରୀ ହୋଇଛି ଅର୍ଥାତ ଷ୍ଟଓନ ହୋଇଛି ତାହେଲେ ଏହି ପାନୀୟ କୁ ସକାଳେ ଏବଂ ସନ୍ଧ୍ୟା ରେ ଖାଲି ପେଟ ରେ ସେବନ କରନ୍ତୁ କିଛି ଦିନ ପରେ ଆପଣଙ୍କ ଏହି ସମସ୍ୟା ସବୁ ଦିନ ପାଇଁ ଦୂର ହୋଇଯିବ । ଯଦି ଆପଣଙ୍କୁ ଜଣ୍ଡିସ ହୋଇଛି ତାହେଲେ ଆପଣ ଅଧା ଗ୍ଲାସ କରି ଗୋଟେ ଦିନରେ ତିନି ଥର ଏହାର ସେବନ କରନ୍ତୁ । ଯଦି ଆପଣଙ୍କ ମୁହଁରେ ଛାଲ ଛାଡ଼ିଚି ତାହେଲେ ଏହି ପାଣି କୁ ଆପଣ ନିଜର ମୁହଁରେ ଲଗାନ୍ତୁ ଆପଣଙ୍କ ମୁହଁ ରୁ ଆଉ ଛାଲି ଛାଡ଼ିବ ନାହିଁ । ଯଦି ଆପଣ ଏହାର ପତ୍ରକୁ ଛେଚି ନିଜର ଚୁଟି ରେ ଲଗାଇବେ ତାହେଲେ ଆପଣଙ୍କ ଧଳା ଚୁଟିକୁ ଏହା କଳା କରିଦେଇଥାଏ ।
ଯଦି ଆପଣ ଏହାର ପତ୍ରକୁ ଛେଚି ନିଜର ମୁଣ୍ଡରେ ଲଗାଇବେ ତାହେଲେ ଆପଣଙ୍କ ମୁଣ୍ଡ ଯଦି ବିନ୍ଧୁଥିବ ତାହେଲେ ସେଠାରୁ ଆପଣଙ୍କୁ ମୁକ୍ତି ମିଳିବ ଏବଂ ଭଲ ଲାଗିବ । ଖରା ଦିନେ ସାଧାରଣ ଆମ ମାନଙ୍କ ପିଠି ରେ ଘିମିରି ହୋଇଯାଇଥାଏ । ଏହି ଘିମିରି କୁ ଭଲ କରିବା ପିଅନ ଏହାର ପ୍ରାଏ କୁ ଛେଚି ପ୍ରସ୍ତୁତ କରାଯାଇଥିବା ପେଷ୍ଟ କୁ ଯଦି ଲଗାଇବେ ତାହା ଆପଣଙ୍କ ଲିଥିରୁ ସମସ୍ତ ଘିମିରି ଦୂର ହୋଇଯିବ ଵ ଯଦି ଆପଣଙ୍କର କୌଣସି ବି ସ୍ଥାନରେ କୁଣ୍ଡେଇ ହେଉଛି ତାହେଲେ ଆପଣଙ୍କ କୁଣ୍ଡିଆବି ଭଲ ହୋଇଯିବ ।