୨୦୨୧ମସିହାରେ K, G, D, H ନାମର ବ୍ୟକ୍ତିଙ୍କ କିପରି କଟିବ – ନିଶ୍ଚୟ ଜାଣିରଖନ୍ତୁ ଆପଣଙ୍କ ଏହି ବର୍ଷ ର ଭବିଷ୍ୟତ..
ବୈଦିକ ଯୁଗରୁ ଅଦ୍ୟାବଧି ଜ୍ୟୋତିଷ ଶାସ୍ତ୍ର ମଣିଷ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ରୂପେ ପରିଗଣିତ ହୋଇଛି।ଜ୍ୟୋତିଷ ଶାସ୍ତ୍ର ଆଧାରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଅନେକ ସମସ୍ୟାର ସମାଧାନ ମିଳିଛି ଏବଂ ଭବିଷ୍ୟତର ସମ୍ୟକ ସୂଚନା ମିଳିଛି।ଯାହା ଅନେକ ସମୟରେ ସମଗ୍ର ବିଶ୍ୱକୁ ବିରାଟ ସଙ୍କଟରୁ ରକ୍ଷା କରିଛି।ଜ୍ୟୋତିଷ ଶାସ୍ତ୍ରର ଉପକାରିତା ତଥା ମହାନତା ଯୁଗେ ଯୁଗେ ପ୍ରତିପାଦିତ ହୋଇଆସିଛି।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଚକ୍ର ୧୨ଟି ରାଶି ମଧ୍ୟରୁ ଗୋଟିଏ ସହ ଜଡିତ ହୋଇଛି। ସେହି ରାଶିଫଳ ଅନୁଯାୟୀ ସେମାନଙ୍କ ଜୀବନରେ ସମାନ ଘଟଣା ଘଟିଥାଏ।ଏହା ମଧ୍ୟ ଲୋକମାନଙ୍କ ଦ୍ବାରା ବହୁତ ବିଶ୍ଵସନୀୟ ହୋଇଥାଏ।ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଗତିବିଧି ତଥା ଚଳନ ଉପରେ ଏହା ପର୍ଯ୍ୟବେସିତ ହୋଇଥାଏ।
ଜ୍ୟୋତିଷ ଶାସ୍ତ୍ର ଜୀବନକୁ ପ୍ରତ୍ୟେକ ସ୍ଥଳରେ ଏକ ନବ ଦିଗନ୍ତ ଅଭିମୁଖେ ଅଗ୍ରସର କରିଥାଏ। ଏବଂ ସାଧାରଣକୁ ଅସାଧାରଣରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଜୀବନ ଦର୍ଶନକୁ ଏକ ନୂତନ ଢଙ୍ଗରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଭବିଷ୍ୟତର ସୂଚନା ଦେବା ସହିତ ନିଜର ସ୍ଵଭାଵ ଓ ଭାଗ୍ୟ ସମ୍ପର୍କରେ ଅବଗତ କରାଇଥାଏ।ଏହା ଜୀବନ ପାଇଁ ବହୁତ ଦରକାରୀ ହୋଇଥାଏ।ଏହା ଜୀବନକୁ ସୁନ୍ଦର କରି ଗଢିତୋଳିଥାଏ ଓ ମଧୁମୟ କରିଥାଏ।
ନିଜ ଭବିଷ୍ୟତ, ରାଶିଫଳ ଓ ସ୍ଵଭାଵ ସମ୍ପର୍କରେ ଜାଣିବା ପାଇଁ ପ୍ରତ୍ୟେକ ଲୋକଙ୍କ ମନରେ ଗଭୀର ଉତ୍କଣ୍ଠା ଥାଏ।ସମସ୍ତ ବ୍ୟକ୍ତି ନିଜ ଗତ, ଆଗତ ସମ୍ପର୍କରେ ଜାଣିବାକୁ ବହୁମାତ୍ରାରେ ଇଛୁକ ଥାଆନ୍ତି।ଯାହା କେବଳ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣା ପଡିଥାଏ। ପ୍ରତ୍ୟେକ ବ୍ୟକ୍ତି ସାମାନ୍ୟ ମଧ୍ୟରେ ଥିବା ଅସାଧାରଣ ରହସ୍ୟକୁ ଉନ୍ମୁକ୍ତ କରିବାକୁ ଚାହାନ୍ତି। ସେହିପରି ନିଜ ଭିତରେ ମଧ୍ୟ ସେଇ ଅସାଧାରଣତାକୁ ଜାଗ୍ରତ କରିବାକୁ ଚାହାନ୍ତି ବା ଜାଣିବାକୁ ଚାହାଁନ୍ତି।
ପ୍ରତ୍ୟେକ ପ୍ରଣୀ ହୁଅନ୍ତୁ ବା ମନୁଷ୍ୟ; ଈଶ୍ବର ସମସ୍ତଙ୍କ ପଛରେ ଏକ ଗୂଢ଼ ରହସ୍ୟ ରଖିଥାନ୍ତି।ଯାହାକି ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଉନ୍ମୋଚିତ ହୋଇଥାଏ।ସେହିପରି ପ୍ରତ୍ୟେକ ବ୍ୟକ୍ତିଙ୍କ ନାମ ପଛରେ କିଛିନାକିଛି ନିଆରା ରହସ୍ୟ ରହିଥାଏ।ଓ ତାହା ସେମାନଙ୍କ ପରିଚୟକୁ ଅତ୍ୟନ୍ତ ଦୃଢୀଭୂତ କରିଥାଏ।
ବିଭିନ୍ନ ପୁରାଣ ଓ ଗ୍ରନ୍ଥ ମଧ୍ୟରେ ଜ୍ୟୋତିଷ ଶାସ୍ତ୍ରର ସ୍ଥାନ ଅନନ୍ୟ ଅଟେ।ବୈଦିକ ଯୁଗରୁ ଜ୍ୟୋତିଷ ଶାସ୍ତ୍ର ମାନବ ଜୀବନକୁ ନିରନ୍ତର ସହାୟକ ହୋଇଆସିଛି।ଜ୍ୟୋତିଷ ଶାସ୍ତ୍ର ମାନବ ଜୀବନ ଶୈଳୀକୁ ଅନେକାଂଶରେ ସୁଗମ କରିଆସିଛି।ଏହାକୁ ମନୁଷ୍ୟ ଭାଗ୍ୟର ମୂଳଭିତ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।ଏହା ମନୁଷ୍ୟ ଜୀବନର ଅବିଛେଦ୍ୟ ଅଙ୍ଗ ରୂପେ ପ୍ରତିବିଦିତ ଓ ଏହା ଜୀବନକୁ ବିଭିନ୍ନ କ୍ଷେତ୍ରରେ ସହାୟ ହୋଇଥାଏ।
ଜ୍ୟୋତିଷ ଶାସ୍ତ୍ର ଗ୍ରହ ଓ ନକ୍ଷତ୍ରଙ୍କ ଚଳନ ଉପରେ ପର୍ଯ୍ୟବେସିତ ହୋଇଥାଏ।ଏହା ଭବିଷ୍ୟତର ସମ୍ୟକ ସୂଚନା ଦେଇଥାଏ।ଭବିଷ୍ୟତରେ ଥିବା ବିପଦର ସମାଧାନରେ ବହୁତ ସାହାଯ୍ୟ ହୋଇଥାଏ।ଜ୍ୟୋତିଷ ଶାସ୍ତ୍ର ଜୀବନକୁ ପ୍ରତ୍ୟେକ ସ୍ଥଳରେ ଏକ ନବ ଦିଗନ୍ତ ଅଭିମୁଖେ ଅଗ୍ରସର କରିଥାଏ। ଏବଂ ସାଧାରଣକୁ ଅସାଧାରଣରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଜୀବନ ଦର୍ଶନକୁ ଏକ ନୂତନ ଢଙ୍ଗରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଭବିଷ୍ୟତର ସୂଚନା ଦେବା ସହିତ ନିଜର ସ୍ଵଭାଵ ଓ ଭାଗ୍ୟ ସମ୍ପର୍କରେ ଅବଗତ କରାଇଥାଏ।ଏହା ଜୀବନ ପାଇଁ ବହୁତ ଦରକାରୀ ହୋଇଥାଏ।ଏହା ଜୀବନକୁ ସୁନ୍ଦର କରି ଗଢିତୋଳିଥାଏ ଓ ମଧୁମୟ କରିଥାଏ।
ନିଜ ଭବିଷ୍ୟତ, ରାଶିଫଳ ଓ ସ୍ଵଭାଵ ସମ୍ପର୍କରେ ଜାଣିବା ପାଇଁ ପ୍ରତ୍ୟେକ ଲୋକଙ୍କ ମନରେ ଗଭୀର ଉତ୍କଣ୍ଠା ଥାଏ।ସମସ୍ତ ବ୍ୟକ୍ତି ନିଜ ଗତ, ଆଗତ ସମ୍ପର୍କରେ ଜାଣିବାକୁ ବହୁମାତ୍ରାରେ ଇଛୁକ ଥାଆନ୍ତି।ଯାହା କେବଳ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣା ପଡିଥାଏ। ପ୍ରତ୍ୟେକ ବ୍ୟକ୍ତି ସାମାନ୍ୟ ମଧ୍ୟରେ ଥିବା ଅସାଧାରଣ ରହସ୍ୟକୁ ଉନ୍ମୁକ୍ତ କରିବାକୁ ଚାହାନ୍ତି। ସେହିପରି ନିଜ ଭିତରେ ମଧ୍ୟ ସେଇ ଅସାଧାରଣତାକୁ ଜାଗ୍ରତ କରିବାକୁ ଚାହାନ୍ତି ବା ଜାଣିବାକୁ ଚାହାଁନ୍ତି।
ପ୍ରତ୍ୟେକ ପ୍ରଣୀ ହୁଅନ୍ତୁ ବା ମନୁଷ୍ୟ; ଈଶ୍ବର ସମସ୍ତଙ୍କ ପଛରେ ଏକ ଗୂଢ଼ ରହସ୍ୟ ରଖିଥାନ୍ତି।ଯାହାକି ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଉନ୍ମୋଚିତ ହୋଇଥାଏ।ସେହିପରି ବାସ୍ତୁ ସମ୍ବନ୍ଧୀୟ ତଥ୍ୟ ଓ ବିବାହ ଭବିଷ୍ୟତ ତଥ୍ୟ ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ପ୍ରତିବିମ୍ବିତ ହୋଇଥାଏ। ଏହି ନାମର ପୁଅ ଏବଂ ଝିଅଙ୍କ ବିବାହ ଭବିଷ୍ୟତ କିପରି କଟିବ ଓ ସେମାନଙ୍କ ଦମ୍ପତ୍ୟ ଜୀବନ କିପରି ହେବ ତାହା ନିମ୍ନରେ ବର୍ଣ୍ଣନା କରାଯାଇଛି।
ଏହି ନାମର ବ୍ୟକ୍ତି ନିଜ ବ୍ୟକ୍ତିତ୍ବରେ ବହୁତ ଆକର୍ଷକ ହୋଇଥାନ୍ତି ଓ ଏମାନଙ୍କ ବ୍ୟକ୍ତିତ୍ବ ବହୁତ ସୁନ୍ଦର ହୋଇଥାଏ।ସେହିପରି j ନାମର ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ମଧ୍ୟ ବହୁତ ସୁନ୍ଦର ହୋଇଥାଏ।ହେଲେ ଏମାନଙ୍କ ମଧ୍ୟରେ ଦୃଢତାର ଟିକେ ଅଭାବ ଥାଏ। ହେଲେ ବି ଏହି ନାମର ବ୍ୟକ୍ତିତ୍ବ ଅନେକାଂଶରେ ସମାନ ହୋଇଥାଏ।
ଏହି ନାମର ବ୍ୟକ୍ତି ନିଜ ପ୍ରକୃତିରେ ବହୁତ ହାସ୍ୟାସ୍ପଦ ହୋଇଥାନ୍ତି।ତଥାପି ଏମାନଙ୍କ ପ୍ରକୃତି ରହସ୍ୟମୟ ଅଟେ।କାରଣ ବେଳେବେଳେ ଏମାନେ ବହୁତ ଶାନ୍ତ ମଧ୍ୟ ଲାଗନ୍ତି। ଏହି ନାମରେ ବ୍ୟକ୍ତି ମଧ୍ୟ ଅନ୍ୟ ମାନଙ୍କ ସହିତ ମଜା କରନ୍ତି ଓ ଶାନ୍ତ ମଧ୍ୟ ହୋଇଥାନ୍ତି।
ଆର୍ଥିକ ସ୍ଥିତିକୁ ଦେଖିଲେ ଏହି ନାମର ବ୍ୟକ୍ତି ବହୁତ ପରିଶ୍ରମୀ ଅଟନ୍ତି ଓ କଠିନ ପରିଶ୍ରମ ସାହାଯ୍ୟରେ ପଇସା କମାଇଥାନ୍ତି।ଏହି ନାମର ବ୍ୟକ୍ତି ମଧ୍ୟ ପରିଶ୍ରମୀ ଅଟନ୍ତି। ଆର୍ଥିକ ସ୍ଥିତି କ୍ଷେତ୍ରରେ ଦୁଇଜଣ ପ୍ରାୟ ସମାନ ଅଟନ୍ତି।
ବ୍ୟବହାର ମଧ୍ୟ ଏହି ନାମର ବ୍ୟକ୍ତିଙ୍କର ବହୁତ ସୁନ୍ଦର ଓ ମଜାଦାର ହୋଇଥାଏ।ଓ ଏମାନେ ସାମାଜିକ କାର୍ଯ୍ୟରେ ମଧ୍ୟ ପ୍ରତିଷ୍ଠିତ ହୋଇଥାନ୍ତି।
ଏହି ନାମର ବ୍ୟକ୍ତିଙ୍କ ଜୀବନ ମଧ୍ୟ ବହୁତ ସୁନ୍ଦର ହୋଇଥାଏ ଓ ସେମାନେ ଏକ ଭିନ୍ନ ଦୃଷ୍ଟିକୋଣରୁ ନିଜ ଜୀବନକୁ ଦେଖିଥାନ୍ତି।ସମାଜରେ ମଧ୍ୟ ପ୍ରତିଷ୍ଠା ଲାଭ କରିଥାନ୍ତି।
ଏହି ନାମର ବ୍ୟକ୍ତି ମାନେ ସାଧାରଣତଃ ନାସ୍ତିକ ହୋଇଥାନ୍ତି।କାରଣ ଏମାନେ ଏତେ ଧାର୍ମିକ ନୁହଁନ୍ତି ଓ ଏସବୁରେ ଏମାନଙ୍କ ଆଦୌ ବିଶ୍ୱାସ ନଥାଏ।ହେଲେ ଏହି ନାମର ବ୍ୟକ୍ତିମାନେ ବହୁତ ଧାର୍ମିକ ତଥା ଭଗବତ ବିଶ୍ୱାସୀ ହୋଇଥାନ୍ତି।
ନକରାତ୍ମକ ଦୃଷ୍ଟିକୋଣରୁ ଏହି ନାମର ବ୍ୟକ୍ତି ଛୋଟ କଥାରେ ବହୁତ ରାଗିଯାନ୍ତି ଓ ବହୁତ ଚିନ୍ତିତ ହୋଇପଡନ୍ତି।ଏମାନେ ବହୁତ ସ୍ୱାର୍ଥପର ହୋଇଯାନ୍ତି।ସେହିପରି ଏହି ନାମର ବ୍ୟକ୍ତିଙ୍କ କିଛି ଲୋକ ଫାଇଦା ଉଠାନ୍ତି।ଯାହାଫଳରେ ଏମାନଙ୍କ କ୍ଷତି ହୋଇଥାଏ।
ସର୍ବୋପରି ଦେଖିଲେ ଏହି ନାମର ବ୍ୟକ୍ତିଙ୍କ ଯୋଡି ବହୁତ ସୁନ୍ଦର ହୋଇଥାଏ ଓ ଏମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ।ଆଶା କରୁଛି ଏହା ଆପଣଙ୍କୁ ବହୁତ ପସନ୍ଦ ଆସିବ।