May 31, 2025

Odia Express

Leading Odia News Portal of Odisha

ଦିନରେ ୨ ଥର ପିଅନ୍ତୁ ଅର୍ଶ ସବୁଦିନ ପାଇଁ ସମାପ୍ତ ହେଇଯିବ – ଏହି ଉପାୟ ଆପଣକୁ କେହି କେବେ କହି ନଥିବେ..

ଆଜି ଯାହା ଆପଣ ଜାଣିବେ ତାହା ଆପଣଙ୍କୁ ଆଗାମୀ ଦିନରେ ବହୁତ ସହାୟତା ହେବ।ଏହା ଆପବ ବହୁତ କମ ଜାଣିବାକୁ ପାଇବେ।ଏହା ହେଉଛି ସବୁଠାରୁ ପ୍ରାଚୀନ ଆୟୁର୍ବେଦିକ ଘରୋଇ ଉପଚାର।ଏହା ବିଷୟରେ ଜାଣିଲେ ଆପଣ ବହୁତ ଖୁସି ହେବେ।ଏହା ୩ ଦିନ ମଧ୍ୟରେ ଆପଣଙ୍କ ପୁରୁଣା ଅର୍ଷକୁ ଭଲ ଜରିଦେବ। ଏହି ଅର୍ଶ ହେଉଛି ସାଧାରଣ ରୋଗ।ଆପଣଙ୍କ ଫାଇଦା ପାଇଁ ଏହା ଜାଣି ରଖନ୍ତୁ। ଯଦି ଆପଣଙ୍କ ସାଙ୍ଗ କି ଘର ଲୋକ କାହାକୁ ବି ହୋଇଥାଏ ତାହେଲେ ଏହା ଆପଣଙ୍କୁ ସାହାଯ୍ୟ କରିବ ଭଲ ହେବାରେ। ଯାହାର ଅର୍ଶ ଅଛି ଆପଣ ତାଙ୍କୁ କହି ପାରିବେ ଏହି ଘରୋଇ ଉପଚାର ବିଷୟରେ ।

ଆପଣଙ୍କୁ ଧନିଆ ନବାକୁ ପଡିବ ପ୍ରଥମେ ଏବଂ ଆପଣଙ୍କୁ ଏକ ଗ୍ଲାସ ପାଣି ନବାକୁ ପଡିବ। ଏହାକୁ କିପରି ତିଆରି କରିବେ ଆସନ୍ତୁ ଜାଣିବା। ଆପଣଙ୍କୁ ଗୋଟେ ଗ୍ଲାସ ପାଣି ନବାକୁ ପଡିବ ତାପରେ ୨ ଚାମଚ ଧନିଆ ପକାନ୍ତୁ। ହଳଦିଆ ଧନିଆ ଆମ ଶରୀରର ଗରମକୁ ଦୂର କରିଥାଏ। ଏହା ସହିତ ଆମ ପାଚନ କ୍ରିୟା ସମ୍ବଧିୟ ରୋଗ କୁ ଭଲ କରି ଦେଇ ଥାଏ। ଅର୍ଶ କବ୍ଜା କାରଣ ରୁ ହୋଇ ଥାଏ। ଖାଇବାରେ ତେଲ ଜିନିଷ ପରି ଖାଦ୍ୟ ଖାଉଥିଲେ ଅର୍ଶ ପରି ରୋଗ ହେଇଥାଏ। ୨ ଚାମଚ ଧନିଆ ନିଅନ୍ତୁ ଏହାକୁ ୨ ରୁ ୩ ମିନିଟ ଯାଏ ଫୁଟାନ୍ତୁ।ଏହା ଦ୍ୱାରା ଧନିଆର ରଙ୍ଗ ପୁରା ପାଣିରେ ମିଶି ଯାଏ ଏବଂ ପାଣି ହଳଦିଆ ରଙ୍ଗ ଦେଖା ଯିବା। ଏଥିରେ ଆପଣ ଅଳ୍ପ ମିଶ୍ରି ନିଅନ୍ତୁ।ମିଶ୍ରିକୁ ଏହା ଭିତରେ ମିଶାଇ ଦିଅନ୍ତୁ। ମିଶ୍ରି ଆମ ଜଳନ କୁ ଭଲ କରିଥାଏ ଏବଂ ଯଦି ଆମ ଖାଦ୍ୟ ହଜମ ହୋଇ ନଥାଏ ତାହେଲେ ଏହା ହଜମ କରି ଦିଏ। ଅର୍ଶ ହେବରକରଣ ହେଉଛି ଖାଇଥିବା ଖାଦ୍ୟ ହଜମ ନ ହେବା। ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ।


ମିଶ୍ରି ପାଣିରେ ମିଳେଇ ଗଲେ ଏହି ଘରୋଇ ଉପଚାର ତିଆରି ହେଇଯିବ। ଏହାର ପ୍ରୟୋଗ କିପରି ଜରିବେ ଆସନ୍ତୁ ଜାଣିବା। ଏହାକୁ ସକାଳ ସନ୍ଧ୍ୟାରେ ଖାଲି ପେଟରେ ପିଅନ୍ତୁ।ଦିନକୁ ୨ ଥର ପିଅନ୍ତୁ ଯଦି ଆପଣଙ୍କର ସମୟ ଅଛି ଖରାବେଳେ ତା ଏହା ଖରାବେଳେ ମଧ୍ୟ ପିଇ ପାରିବେ କିନ୍ତୁ ଏହାକୁ ସକାଳ ସନ୍ଧ୍ୟାରେ ଖାଲି ପେଟରେ ପିଅନ୍ତୁ।ପୁରୁଣା ଅର୍ଶ କେବଳ ଏକ ସପ୍ତାହରେ ସମାପ୍ତ ହେଇଯିବ। ଯଦି ଅର୍ଶ ଏବେ ଏବେ ହେଇଛି ତାହେଲେ ୪ ଦିନ ଲାଗିବ ଭଲ ହେବାକୁ।ଯଦି ଆପଣ ଅର୍ଶ ଠିକ କରିବାକୁ ଚଂହୁଛନ୍ତି ତାହେଲେ ପ୍ରାଚୀନ ଘରୋଇ ଆୟୁର୍ବେଦିକ ବ୍ୟବହାର କରନ୍ତୁ ଭଲ ହେଇଯିବ।

ଯଦି ଆପଣଙ୍କ ସାଙ୍ଗ କି ଘର ଲୋକ କାହାକୁ ବି ହୋଇଥାଏ ତାହେଲେ ଏହା ଆପଣଙ୍କୁ ସାହାଯ୍ୟ କରିବ ଭଲ ହେବାରେ। ଯାହାର ଅର୍ଶ ଅଛି ଆପଣ ତାଙ୍କୁ କହି ପାରିବେ ଏହି ଘରୋଇ ଉପଚାର ବିଷୟରେ କିନ୍ତୁ ଏହାକୁ ସକାଳ ସନ୍ଧ୍ୟାରେ ଖାଲି ପେଟରେ ପିଅନ୍ତୁ।ପୁରୁଣା ଅର୍ଶ କେବଳ ଏକ ସପ୍ତାହରେ ସମାପ୍ତ ହେଇଯିବ। ଯଦି ଅର୍ଶ ଏବେ ଏବେ ହେଇଛି ତାହେଲେ ୪ ଦିନ ଲାଗିବ ଭଲ ହେବାକୁ।ଏହା ଦ୍ୱାରା ଆପଣଙ୍କୁ ମଧ୍ୟ ବହୁତ ପ୍ରକାର ସାହାଯ୍ୟ ମିଳିବ ଏହାକୁ ବ୍ୟବହାର କରି ଦେଖନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ଭଲ କରିଦେବ ଅର୍ଶକୁ।

Leave a Reply

Your email address will not be published. Required fields are marked *