ଶ୍ରୀ କୃଷ୍ଣ କହିଥିଲେ ସ୍ତ୍ରୀ ଉପରେ ହାତ ଉଠାଉଥିବା ପୁରୁଷକୁ ମିଳିଥାଏ ଏହି ଦଣ୍ଡ…

ହିନ୍ଦୁ ଧର୍ମରେ ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ ସ୍ତ୍ରୀ କୁ ସଂମାନ ଦେବା । ଆମର ସବୁ ଗ୍ରନ୍ଥ ସ୍ତ୍ରୀ ମାନଙ୍କ ଆଦର ଏବଂ ସଂମାନ କରିବା ଶିଖେଇ ଥାନ୍ତି । ହିନ୍ଦୁ ଧର୍ମରେ ପ୍ରଥମେ ଦେବୀ ମାନଙ୍କ ନାମ ନିଅନ୍ତି ତାପରେ ଦେବତା ମାନଙ୍କର । ଯେମିତି ଉମା ଶଙ୍କର , ସୀତା ରାମ, ରାଧା କୃଷ୍ଣ , ଲକ୍ଷ୍ମୀ ନାରାୟଣ ଅତ୍ୟାଦି । ଯେବେ ବି ଆବଶ୍ୟକତା ପଡିଥାଏ ମା ତାଙ୍କର ବିଭିନ୍ନ ରୂପରେ ଶତ୍ରୁର ବିନାଶ କରିଥାନ୍ତି । ଅନ୍ୟାୟ କୁ ମଧ୍ୟ ବିନାଶ କରିବା ଛୋଟ ବେଳୁ ଆମ ଘରେ ଶିଖେଇ ଥାନ୍ତି । ଆଜିକାଲି ପରିସ୍ଥିତିରେ ପୂର୍ବ ଠାରୁ ବହୁତ ପରିବର୍ତ୍ତନ ଆସିଛି । ପ୍ରାଚୀନ କାଳରୁ ସ୍ତ୍ରୀ ମାନଙ୍କୁ ବହୁତ ସଂମାନ ଦିଆ ଯାଉ ଥିଲା । ଧୀରେ ଧୀରେ ସ୍ତ୍ରୀଙ୍କ ପ୍ରତି ଦୃଷ୍ଟି କୋଣ ବଦଳି ବାରେ ଲାଗିଲା ।
ଯେଉଁ ସମାଜରେ ସ୍ତ୍ରୀଙ୍କୁ ସଂମାନ ଏବଂ ଅଧିକାର ଦିଆ ଯାଇ ନଥାଏ । ସେହି ସମାଜରେ ପତନ ଏବଂ ବିନାଶ ହୋଇଥାଏ । ଇତିହାସରେ ବହୁତ ଉଦାହରଣ ଦେଖି ବାକୁ ମିଳିଥାଏ । ଯେବେ ବି ସ୍ତ୍ରୀ ଉପରେ ଅନ୍ୟଚାର ହୋଇଥାଏ ସେହି ସମାଜର ଆସ୍ତେ ଆସ୍ତେ ବିନାଶ ଦେଖା ଦେଇଥାଏ । ମହା ଭାରତ ଏହାର ଏକ ଉଦାହରଣ ଅଟେ । ଦୁର୍ଯ୍ୟଧନ ଦ୍ରୌପତିକୁ ଉଲଗ୍ନ କରି ଅପମାନ କରିଥିଲେ ସମସ୍ତଙ୍କ ଆଗରେ କିନ୍ତୁ ଦ୍ରୌପତି ଏହା ଭୁଲି ପାରି ନ ଥିଲେ । ଏହା ଫଳରେ ମହା ଭାରତ ପରି ବିଶ୍ୱ ଯୁଦ୍ଧ ହୋଇଥିଲା ଏହା ଫଳରେ ଅନେକ ଲୋକ ପ୍ରାଣ ହରେଇ ଥିଲେ । ଗୁରୁ କୂଳର ବିନାଶ ହେଇ ଗଲା । ଯେଉଁ ଠାରେ ନାରୀ ମାନଙ୍କର ଆଦର ହୋଇଛି ସେହି ଥରେ ଏକ ସୁନ୍ଦର ସମାଜ ନିର୍ମାଣ ହୋଇଛି ।
ଖୁସି ଆସିଥାଏ । ସ୍ତ୍ରୀ ମନେ ନିଜ ମାନ ସଂମାନ ପାଇଁ ବହୁତ ଥର ନିଜ ଜୀବନ ଦେଇ ଛନ୍ତି ବୋଲି ଇତିହାସ ଶାଖୀ ଅଛି । ରାଣୀ ଲକ୍ଷ୍ମୀ ବାଇ, ରାଣୀ ପଦ୍ମିନୀ , ଏହି ସବୁ ଉଦାହରଣର ଇତିହାସ ଫୁଲ । କୋମଳ ,ସରଳ, ଦେଖା ଯାଉ ଥିବା ସ୍ତ୍ରୀ ବହୁତ ଶକ୍ତି ଶାଳୀ ଅଟନ୍ତି । ସ୍ତ୍ରୀ ଦୁଇଟି କୂଳର ଶୁଭ ହୋଇଥାଏ । ତାଙ୍କର ସଂମାନ କରିବା ହିଁ ଠିକ ଅଟେ । କିନ୍ତୁ ବହୁତ ପରିବାରରେ ଫେଖିବାକୁ ମିଳିଥାଏ ଆଜି ବି ସ୍ତ୍ରୀ ଙ୍କୁ ସଂମାନ ମିଳି ନଥାଏ । ସ୍ତ୍ରୀଙ୍କୁ ମାରିବା ପିଟିବା ଗୋଟିଏ ସାଧାରଣ କଥା ହେଇ ଗଲାଣି । ଯେବେ ବି ମଉକା ମିଳିଥାଏ ସ୍ତ୍ରୀ ମନେ ନିଜକୁ କରି ଦେଖେଇଥାନ୍ତି କି ସେମାନେ ପୁରୁଷ ମାନଙ୍କଠୁ ବହୁତ ଉଚ୍ଚା ରେ।
ସ୍ତ୍ରୀର ଚରିତ୍ର କାଚ ପରି ହୋଇ ଥାଏ । ଚରିତ୍ର ହି ସେମାନଙ୍କର ସବୁ କିଛି ହୋଇ ଥାଏ । ଏହାକୁ ଦେଖି ବହୁତ ଫାଇଦା ଉଠା ଯାଇଥାଏ । ଜେବେଳେ କିଏ ମହିଳାଙ୍କୁ ହରେଇ ପରି ନଥାଏ ସେତେବେଳେ ତାଙ୍କ ଚରିତ୍ର ଉପରେ ଆଙ୍ଗୁଠି ଉଠେଇ ଥାଏ । ସମାଜରେ ସେ ଲାଜରେ ଚାଲି ପରି ନଥାଏ । କିନ୍ତୁ ଏଥିରେ କେବଳ ମହିଳାର ଭୁଲ ନଥାଏ ପୁରୁଷ ବି ଚରିତ୍ର ହୀନ ହୋଇଥାଏ । କେବଳ ଗୋଟିଏ ନାରୀ ସମାଜକୁ ଖୁସିରେ ରଖି ପାରିବ ଏବଂ ପିଲାଙ୍କୁ ଶିକ୍ଷିତ କରେଇ ପାରିବ । ଯେଉଁ ଠାରେ ନାରୀ ମାନଙ୍କର ଆଦର ହୋଇଛି ସେହି ଥରେ ଏକ ସୁନ୍ଦର ସମାଜ ନିର୍ମାଣ ହୋଇଛି । ଯେଉଁ ସମାଜରେ ସ୍ତ୍ରୀଙ୍କୁ ସଂମାନ ଏବଂ ଅଧିକାର ଦିଆ ଯାଇ ନଥାଏ । ସେହି ସମାଜରେ ପତନ ଏବଂ ବିନାଶ ହୋଇଥାଏ ।