December 8, 2024

Odia Express

Leading Odia News Portal of Odisha

ପେଟକୁ ସଫା କରିବା ପାଇଁ ରମବାଣ ଔଷଧି – ନିଶ୍ଚୟ ଏହି ଉପାୟ ଗୁଡିକ ଜାଣିରଖନ୍ତୁ – ସବୁବେଳେ ପେଟ ହେଇଯିବ ସଫା..

ବନ୍ଧୁଗଣ ଆପଣ ଯେ କୌଣସି କାର୍ଯ୍ୟକୁ କରିବା ବେଳେ ନିଜର ୧୦୦ ପ୍ରତିଶତ ଦେଇପାରିବେ ଯେତେବେଳେ ଆପଣଙ୍କ ଶରୀର ପୁରା ଭଲ ଭାବରେ ଫିଟ୍ ଥିବ ତଥା ପୁରା ଭଲ ଭାବରେ ସୁସ୍ଥ ଥିବ କିନ୍ତୁ ଯେତେବେଳେ ଆପଣ ଏହା ଅନୁଭବ କରିଥିବେ କି ଆମର ପେଟ ଅସୁସ୍ଥ ଅଛି ,ପେଟରେ ଗ୍ୟାସ ହେଇଯାଉଚି କିମ୍ବା ରାତିର ଖାଦ୍ୟ ହଜମ ହୋଇନାହିଁ ତାହେଲେ ସକାଳୁ ,ଆମକୁ କିଛି ବି କରିବାକୁ ଈଛା ହୁଏ ନାହିଁ।ଯାହାବି କଲେ ମଧ୍ୟ କାମ କରିବାକୁ ଆଦୌ ଈଛା ହୋଇନଥାଏ।ତେବେ ବନ୍ଧୁଗଣ ଆଜିକାଲି ଆଖାଦ୍ୟ ଖାଇବା କାରଣରୁ ପ୍ରାୟତଃ ବହୁତ୍ ଲୋକଙ୍କୁ ପେଟ ସହ ଜଡ଼ିତ ବହୁତ୍ ରୋଗ ହେଉଛି।ଯେଉଁ କାରଣରୁ ପେଟ ସବୁବେଳେ ଖରାପ ହୋଇ ରହିଥାଏ ,ଭୋକ ଲାଗେ ନାହିଁ ଏବଂ ଶରୀର ଅସୁସ୍ଥ ଲାଗେ।ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ଉପାୟ ନେଇ ଆସିଚୁ ଯେଉଁ ଉପାୟକୁ ଅବଲମ୍ବନ କରିବା ଦ୍ୱାରା ଆପଣଙ୍କ ପେଟ ସହ ଜଡ଼ିତ ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଯିବ । ତେବେ ଆସନ୍ତୁ ବିସ୍ତାରରେ ଜାଣିବା କିପରି ଏହାକୁ ପ୍ରସ୍ତୁତ କରି ଏହାର ବ୍ୟବହାର କରିବା।

ତେବେ ପ୍ରଥମେ ଆପଣ ଏକ ପ୍ୟାନରେ କିଛି ପାଣି ନେଇ ତାହାକୁ ଗ୍ୟାସ ସାହାଯ୍ୟରେ ଗରମ କରନ୍ତୁ। ସେଥିରେ ପ୍ରାୟ ଏକ ଗ୍ଲାସ ପାଖାପାଖି ପାଣି ନିଅନ୍ତୁ । ଏହାପରେ ଆପଣ ସେଥିରେ ଏକ ଚାମଚ୍ ପାଖାପାଖି ଜିରା ପକାଇ ଦିଅନ୍ତୁ ଏବଂ ଏହାପରେ ଆପଣ ସେଥିରେ ଏକ ଚାମଚ୍ ପାଖାପାଖି ଧନିଆ ପକାଇ ଦିଅନ୍ତୁ।

ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଧୀର ନିଆଁରେ ଗରମ କରି ୧୦ ମିନିଟ ହେବା ପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ। ଏହାପରେ ତାହାକୁ ଆଣି ଏକ ଗ୍ଲାସରେ ଛାଣିକି ପୁରାଇ ଦିଅନ୍ତୁ।ଏହାକୁ ଗ୍ଲାସ୍ରେ ପୁରାଇବ ପରେ ଆପଣଙ୍କୁ ଏକ ଚାମଚ୍ରେ ଅଧାରୁ କମ୍ ମାତ୍ରାରେ ସିନ୍ଧା ଲୁଣ ନେଇ ସେଥିରେ ପକାଇ ଦିଅନ୍ତୁ।ଏହାପରେ ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଦରକାର ଯାହାକି ଲେମ୍ବୁ ।ଏହାକୁ ଚିପୁଡି ଆପଣ ଏକ ଚାମଚ୍ ପାଖାପାଖି ଲେମ୍ବୁ ରସକୁ କାଢି ସେଥିରେ ପକାଇ ଭଲଭାବରେ ଗୋଳାଇ ଦିଅନ୍ତୁ। ଏହାକୁ ଆପଣ ସକାଳେ ଖାଇବାର ୧୦ ମିନିଟ ପରେ ସେବନ କରନ୍ତୁ ଆପଣଙ୍କ ପେଟର ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଯିବ ଏବଂ ଏହା ସହିତ ଏହା ମଧ୍ୟ ଆପଣଙ୍କ ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇ ଥାଏ।

ଯେତେବେଳେ ବି ଆପଣଙ୍କ ପେଟରେ ସମସ୍ୟା ହେବ ଆପଣ ଏପରି କରି ସେବନ କରିପାରିବେ ଆପଣଙ୍କ ପେଟ ସମସ୍ୟା କିଛି ସମୟରେ ହିଁ ଦୂର ହୋଇଯିବ।ଆଉ ଯଦି ଆପଣ ଏପରି କରି ସେବନ କରିବେ ତାହେଲେ ଆପଣଙ୍କୁ ପେଟ ଜନିତ କୌଣସି ପ୍ରକାରର ସମସ୍ୟା ହେବ ନାହିଁ ଏହାର କୌଣସି ପ୍ରକାରର ପାର୍ଶ୍ଵ ପ୍ରଭାବ ନଥାଏ । ଏହାକୁ ଆପଣ ସକାଳେ ଖାଇବାର ୧୦ ମିନିଟ ପରେ ସେବନ କରନ୍ତୁ ଆପଣଙ୍କ ପେଟର ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଯିବ ଏବଂ ଏହା ସହିତ ଏହା ମଧ୍ୟ ଆପଣଙ୍କ ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇ ଥାଏ।ଏହି ଉପାୟକୁ ଅବଲମ୍ବନ କରିବା ଦ୍ୱାରା ଆପଣଙ୍କ ପେଟ ସହ ଜଡ଼ିତ ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଯିବ ।ଯେତେବେଳେ ବି ଆପଣଙ୍କ ପେଟରେ ସମସ୍ୟା ହେବ ଆପଣ ଏପରି କରି ସେବନ କରିପାରିବେ ଆପଣଙ୍କ ପେଟ ସମସ୍ୟା କିଛି ସମୟରେ ହିଁ ଦୂର ହୋଇଯିବ।

Leave a Reply

Your email address will not be published. Required fields are marked *