କେବଳ ଦୁଇ ମିନିଟରେ ଚାହା ଛଣାକୁ ସଫା କରିବାର ସହଜ ଉପାୟ କେବେ ଦେଖି ନଥିବେ..
ଚା କଫି ତ ଆମେ ସବୁବେଳେ ବନେଇଥାଉ। ସକାଳରୁ ସନ୍ଧ୍ୟା ଯାଏ ଚା ବନିଥାଏ କିନ୍ତୁ ଆମ ଧ୍ୟାନ ଯାଇ ନଥାଏ ଚାହା ଛଣା ଉପରେ ଯେଉଁ ଛଣା ଆମ ଚାହାକୁ ଛାଣି ଥାଏ।ଏଥିରେ ଚାରି ପାଖରେ ଏତେ ସବୁ କଳା ଜମି ଯାଇ ଥାଏ।ବହୁତ ଖରାପ ହେଇଗଲେ ଆମେ ଆଉ ଗୋଟିଏ ଛଣା କିଣି ଆଣିଥାଉ। ଏହାକୁ ଆମେ ଫୋପାଡିବା ନାହିଁ ଏହାକୁ ଆମେ ସଫା କରି ଦେବା।ଏହା ପ୍ଲାଷ୍ଟିକ ହେଉ କି ଷ୍ଟିଲ।ଆସନ୍ତୁ ଜାଣିବା ଆମେ କିପରି ଷ୍ଟିଲ ଛଣା କୁ କିପରି ସଫା କରିବା। ପ୍ରଥମେ ଏହି ଛଣାକୁ ଗ୍ୟାସ ଉପରେ ରଖିବା ଦରକାର।ଏହାକୁ ଟିକେ ଜଳାନ୍ତୁ ତାପରେ ଏହାକୁ ଗୋଟିଏ ପ୍ଲେଟ ଉପରେ ଟିକେ ବାଡାନ୍ତୁ।ଏହା ଦ୍ୱାରା ସବୁ ମଇଳା ଜାଳି କି ଅଙ୍ଗାର ହେଇ ଯିବ ଏବଂ ବାଡ଼େଇବା ପରେ ଏହା ବାହାରିଯିବ।
ଏହାକୁ ଜଳେଇବା ପରେ ଟିକେ ବ୍ରସ ମାରି ଦିଅନ୍ତୁ ଛଣା ସଫା ହୋଇ ଯିବ।ସବୁ କଲା ଏଥିରୁ ବାହାରି ଯିବ।ଯଦି ଛଣା ବହୁତ କଳା ହେଇ ଯାଇଛି ତ ତାହେଲେ ଆପଣ ଏହାକୁ ଆଉ ଥରେ ଜଳାନ୍ତୁ ।ଛଣା ସଫା ହେଇ ଯିବ ତାପରେ ଆମେ ଏହି ଷ୍ଟିଲକୁ ସଫା କରିବା। ଗୋଟିଏ ତାଟିଆ ନିଅନ୍ତୁ ଏବଂ ସେଥିରେ ଗରମ ପାଣି ଢାଳନ୍ତୁ।ତାପରେ ଏହାକୁ ପୁଣି ଗରମ କରନ୍ତୁ ଛଣାକୁ।ଆପଣ ଗୋଟିଏ ସମୟରେ ଦୁଇ ତିନିଟି ଛଣାକୁ ସଫା କରି ପାରିବେ।ଦୁଇଟି ଯାକ ଛଣା ଗରମ ହୋଇ ଯାଇଛି ।ତାପରେ ଏହାକୁ ଆଉ ଗୋଟେ ହାତରେ ଧରନ୍ତୁ ।ତାପରେ ଏହିଗରମ ପାଣିରେ ଇନୋ ପକାନ୍ତୁ। ତାପରେ ଚା ଛାଣିକୁ ଏଥିରେ ପକାନ୍ତୁ।
ଏହା ଛାଣିକୁ ପୁରା ସଫା କରି ଦେବା। ଯଦି ଇନୋ ନ ଥାଏ ତାହେଲେ ମିଠା ଷୋଡ଼ ପକାଇ ପାରନ୍ତି କିମ୍ବା ଆପଣ ଭିନେଗାର ବି ପକେଇ ପାରନ୍ତି। ଏହି ପରି ଭାବେ ଆପଣ ଚାହା ଛଣା ସଫା କରି ପାରିବେ।ଯଦି ପ୍ଲାଷ୍ଟିକ ଛଣା ହେଇ ଥିବା ତାହେଲେ ଆପଣ ଜଳେଇ ପାରିବେନି। କେବଳ ଗରମ ପାଣିରେ ପକେଇ ଖାଲି ସେହି ପରି କରି ପାରିବେ।ଗରମ ପାଣିରେ ଏହାକୁ ପକାଇ ଗରମ କରନ୍ତୁ । ବହୁତ ଭଲ ଭାବରେ ସଫା ହେଇ ଯିବ । ତାପରେ ଏହାକୁ ସର୍ପ ପାଣିରେ ଧୋଇ ଦିଅନ୍ତୁ।ଏହାକୁ ଟିକେ ଅଧିକ ସଫା କରିବାକୁ ହେଲେ ଏହାକୁ ପୁରୁଣା ବ୍ରସର ସଫା କରନ୍ତୁ।
ତାପରେ ଡିସ ଜେଲି ନିଅନ୍ତୁ ଏବଂ ଏହାକୁ ବ୍ରସର ଘସିକି ସଫା କରନ୍ତୁ।ଏହା ସଫା ରହିବ ତ ବହୁତ ଭଲ ରହିବ ଏବଂ ଭଲ ଲାଗିବ। ଯଦି ପ୍ଲାଷ୍ଟିକ ଛଣା ହେଇ ଥିବା ତାହେଲେ ଆପଣ ଜଳେଇ ପାରିବେନି। କେବଳ ଗରମ ପାଣିରେ ପକେଇ ଖାଲି ସେହି ପରି କରି ପାରିବେ।ତାପରେ ଏହାକୁ ପୁଣି ଗରମ କରନ୍ତୁ ଛଣାକୁ। ଆପଣ ଗୋଟିଏ ସମୟରେ ଦୁଇ ତିନିଟି ଛଣାକୁ ସଫା କରି ପାରିବେ।ଏହା ଦ୍ୱାରା ଚାହା ଛାଣି ଭଲ ସେ ସଫା ହୋଇ ଯିବ ଏବଂ ଚାହା କରିବା ବି ଭଲ ହେବ। ଏହି ପରି ଭାବରେ ଆମେ ଚାହା ଛାଣି କୁ ସଫା କରିବା। ଏହା ମଧ୍ୟ ଆପଣ ବ୍ୟବହାର କରି ଦେଖି ପାରିବେ।