October 14, 2024

Odia Express

Leading Odia News Portal of Odisha

ସାଧାରଣ ଜ୍ଞାନ ଓ ଉତ୍ତର – ଭାରତର ସବୁଠାରୁ ପ୍ରଥମ ରାଜ୍ୟର ନାମ କଣ ? ଘଣ୍ଟାରେ ୩ଟି କଣ୍ଟା କାହିଁକି ଥାଏ ? ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ..

ନିଜ ଜ୍ଞାନର ପରିସୀମାକୁ ବ୍ୟାପକ କରିବାକୁ ହେଲେ ଆମକୁ ନୂତନ ତଥ୍ୟ ଅନୁସନ୍ଧାନ କରି ଜାଣିବା ଅପରିହାର୍ଯ୍ୟ।ସାଧାରଣ ଜ୍ଞାନ ସମ୍ପର୍କରେ ଅଧିକ ରୁ ଅଧିକ ଜାଣିବା ଦ୍ୱାରା ଜ୍ଞାନର ପରିସର ବୃଦ୍ଧି ପାଇବା ସହିତ ଏହା ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ବିଶେଷ ସହାୟକ ହୋଇଥାଏ।ନିମ୍ନରେ କେତେକ ସାଧାରଣ ଜ୍ଞାନ ପ୍ରଶ୍ନ ଏବଂ ଉତ୍ତର ଆଲୋଚନା କରାଯାଇଛି।ଆଶା କରୁଛି ଏହା ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହେବ।ସାଧାରଣ ଜ୍ଞାନ ଓ ଉତ୍ତର ବହୁତ ଆବଶ୍ୟକୀୟ ଜାଣିବା କଥା ଅଟେ।ଏସବୁ ଜାଣିବା ଦ୍ୱାରା ଜ୍ଞାନର ପରିସୀମା ବ୍ୟାପକ ହେବା ସହିତ ଏହା ବିଭିନ୍ନ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ କରିବ।ଓ ଆପଣ ମଧ୍ୟ ସଂମାନିତ ଓ ପ୍ରଶଂସା ଯୋଗ୍ୟ ହେବେ।ବର୍ତ୍ତମାନ ଏହି ପ୍ରତିଯୋଗିତା ପରିପୂର୍ଣ୍ଣ ସମାଜରେ ନିଜର ସାଧାରଣ ଜ୍ଞାନର ପରିସରକୁ ବ୍ୟାପକ କଲେ ଆପଣମାନେ ନିଶ୍ଚିତ ସଫଳତା ହାସଲ କରିବାରେ ସମର୍ଥ ହେବ।

ଈଶ୍ୱରଙ୍କ ବିରଚିତ ଏହି ସୁନ୍ଦର ସୃଷ୍ଟିରେ ମନୁଷ୍ୟ ହେଉଛି ଦୁର୍ଲଭ ପ୍ରଣୀ।ଭଗବାନ ମନୁଷ୍ୟକୁ ଐଶ୍ୱର୍ଯ୍ୟ, ଜ୍ଞାନ, ବୁଦ୍ଧିର ଆଶୀର୍ବାଦରେ ଅଭିଷିକ୍ତ କରିଛନ୍ତି।ତେଣୁ ମନୁଷ୍ୟ ଏହାର ସଦୁପଯୋଗ କଲେ ଜୀବନ ହୋଇପାରିବ ସରସ,ସୁନ୍ଦର ଓ ମଧୁମୟ।କେତେକ ଲୋକ ବହୁତ ଜ୍ଞାନର ଅଧିକାରୀ ହେଲେ ମଧ୍ୟ ସେମାନଙ୍କ ବୁଦ୍ଧିର ବିକାଶ ସାଧନ ହୋଇନଥାଏ।ଓ ସେମାନେ ବିଭିନ୍ନ କ୍ଷେତ୍ରରେ ନିଜ ଜ୍ଞାନର ସଦୁପଯୋଗ କରିପାରନ୍ତି ନାହିଁ।ତେଣୁ ଜ୍ଞାନର ପରିସୀମକୁ ବ୍ୟାପକରୁ ବ୍ୟାପକତର କରିବା ପାଇଁ ବୁଦ୍ଧିର ଯଥେଷ୍ଟ ବିକାଶ ଅନିର୍ବାର୍ଯ୍ୟ ତଥା ଅନସ୍ୱୀ କାର୍ଯ୍ୟ ଅଟେ।

୧- ଦୁନିଆର ସବୁଠୁ ଦାମିକା ପାଣି କେଉଁ ଦେଶରେ ମିଳିଥାଏ?

ଉତ୍ତର-ଏହାର ସଠିକ ଉତ୍ତର ହେଉଛି ଫ୍ରାନ୍ସ।

୨- ଭାରତର ସବୁଠାରୁ ଧନୀ ବଲିଉଡ ଅଭିନେତା କିଏ?

ଉତ୍ତର- ଶାହାରୁଖ ଖାଁ ହେଉଛି ଏହାର ସଠିକ ଉତ୍ତର।

୩- ଟୁଥ ବ୍ରସକୁ କେତେ ମାସ ମଧ୍ୟରେ ବଦଳାଇବା ଉଚିତ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ୩ ରୁ ୪ ମାସ।

୪- ଗଲିଲିଓଙ୍କ ପ୍ରଥମ ବୈଜ୍ଞାନିକ ଅବିଷ୍କାର କଣ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ପେଣ୍ଡୁଲମ।

୫- କେଉଁ ଦେଶକୁ ବିଶ୍ବର ସବୁଠୁ ସ୍ୱଚ୍ଛ ଦେଶ କୁହାଯାଏ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଫିନଲ୍ୟାଣ୍ଡ।

୬- କଣ ଅଧିକ ସମୟ ଖରାରେ ରହିଲେ ରକ୍ତ ଶୁଖିଯାଏ କି?

ଉତ୍ତର- ନା ଶୁଖେ ନାହିଁ।

୭- ଲୁଡୁ ଖେଳର ଅବିଷ୍କାର ସବୁଠୁ ପ୍ରଥମେ କେବେ ହୋଇଥିଲା?

ଉତ୍ତର- ଷଷ୍ଠ ଶତାବ୍ଦୀରେ।

୮- ଘଣ୍ଟାରେ ୩ଟି କଣ୍ଟା କାହିଁକି ଥାଏ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ସଠିକ ସମୟ ମାପିବା ପାଇଁ।

୯- ଭାରତରେ ପ୍ରଥମେ ସ୍ମାର୍ଟ ଫୋନ କେବେ ଲଞ୍ଚ ହୋଇଥିଲା?

ଉତ୍ତର- ଏହି ପ୍ରଶ୍ନଟି ଆପଣଙ୍କ ପାଇଁ।

୧୦- ଭାରତରେ ଏପର୍ଯ୍ୟନ୍ତ କେତେଜଣ ମିସ ୱାର୍ଲଡ଼ ଜିତିଛନ୍ତି?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ୬ଜଣ।

୧୧- କିଏ ଭାରତର ସବୁଠାରୁ ସୁରକ୍ଷିତ ନାଗରିକ ଅଟନ୍ତି?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି।

୧୨- ଭାରତର ସବୁଠାରୁ ପ୍ରଥମ ରାଜ୍ୟର ନାମ କଣ?

ଉତ୍ତର- ଏହାର ଉତ୍ତର ହେଉଛି ବିହାର।

୧୩- କେଉଁ ଦେଶରେ ଆଳୁ ଚାଷ ହୁଏନାହିଁ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ବୋନିଆ।

୧୪- କେଉଁ ଦେଶରେ ୫ଲକ୍ଷ ଟଙ୍କାର ନୋଟ ପ୍ରଚଳିତ ହେଉଛି?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଭିଏତ ନାମ।

Leave a Reply

Your email address will not be published. Required fields are marked *