December 11, 2024

Odia Express

Leading Odia News Portal of Odisha

ଖରାପ ହେଇଯାଇଥିବା ଦାନ୍ତ କୁ ସଫା କରିବା ଓ ଖାଇବା ଦ୍ୱାରା ଖରାପ ହେଇ ଯାଉଥିବା ଦାନ୍ତକୁ ସଫା କରିବାର ସହଜ ଉପାୟ..

ଏହା ସେହି ମାନଙ୍କ ପାଇଁ ଯେଉଁ ପୁରୁଷ କି ମହିଳା ତମାଖୁ ସେବନ କରୁଛନ୍ତି। ଆପଣ ତା ଜାଣି ଥିବେ ଆଜିର ସମୟରେ ସବୁ ପୁରୁଷ ମହିଳା ତମାଖୁର ଖାଇବା ଗୋଟିଏ ସଉକ ହୋଇ ଗଲାଣି। ସମସ୍ତଙ୍କୁ ଜଣା ଅଛି ଏହା ଦେହ ପାଇଁ ଭଲ ନୁହଁ ତମାଖୁ ଦ୍ୱାରା ଆମ ଦାନ୍ତ ଏବଂ ସ୍ୱାସ୍ଥ୍ୟ ବାଜୁଟା ଅଧିକ ଖରାପ ହୋଇଥାଏ କିନ୍ତୁ କିଛି ଲୋକ ତମାଖୁର ସେବନ କରି ଥାନ୍ତି।ଏହା ଦ୍ୱାରା ତାଙ୍କ ଦାନ୍ତ ପୁରା ଖରାପ ହୋଇ ଯାଇ ଥାଏ।ତମାଖୁ ଖାଇବା ଦ୍ୱାରା ଦନ୍ତର ଚାରି ପାଖେ ପୁରା ବହୁତ ଖରାପ ହୋଇ ଯାଏ। ଦାନ୍ତ ହଳଦିଆ ହେବାରେ ଲାଗି ଥାଏ।ତଖଖୁ ଦ୍ୱାରା ଦାନ୍ତରେ ବହୁତ ଅସୁବିଧା ଦେଖା ଦେଇ ଥାଏ।ଯେପରି କି ମାଢିରୁ ରକ୍ତ ବାହାରିବା।

ଏହା ସହିତ କ୍ୟାନ୍ସର ହେବାର ମଧ୍ୟ ସମାଧାନ ରହି ଥାଏ। ଆସନ୍ତୁ ଜାଣିବା ଏକ ସାଧାରଣ ଏବଂ ଆୟୁର୍ବେଦିକ ଘରୋଇ ଉପଚାର ଯାହା ଦ୍ୱାରା ଆପଣ ତମାଖୁ ଖାଇ ଖରାପ କରି ଥିବା ଦାନ୍ତକୁ ଚମକି ପାରିବେ।ଏହାକୁ ସୁସ୍ଥ କରି ପାରିବେ।ପାଇଲିଆ ହୋଇ ଯାଇ ଥିଲେ ଏଥିରୁ ମଧ୍ୟ ଆପଣ ରକ୍ଷା ପାଇଁ ପାରିବେ । ସବୁ ପ୍ରକାର ଦାନ୍ତ ରୋଗରୁ ମଧ୍ୟ ରକ୍ଷା ପାଇଁ ପାରିବେ।ଏହା ପାଇଁ ହଳଦୀ ଵାଲା ଘରୋଇ ଉପଚାର ଆପଣଙ୍କ ପାଇଁ ବହୁତ ଅଧିକ ଦରକାର ଅଟେ ଏହି ଉପାୟ ବହୁତ ଅଧିକ ଫାଇଦା ଦେଇଥାଏ।ଯଦି ଆପଣ ହଳଦୀର ସୋରିଷ ତେଲ ଅଳ୍ପ ଟିକେ ଏବଂ ଲୁଣ ନିଅନ୍ତୁ।ଏହାକୁ ଦାନ୍ତରେ ମଞ୍ଜନ ପରି ହାଲକା ହାତରେ ମାଲିସ କରିବେ ତାହେଲେ ଆପଣ ରକ୍ଷା ପାଇପାରିବେ।

ଆସନ୍ତୁ ଜାଣିବା ପ୍ରଥମେ ଏହି ଘରୋଇ ଉପଚାରକୁ ବନେଇବାର ଉପାୟ ଏବଂ ବ୍ୟବହାର କରିବାର ଉପାୟ। ଦୁଇ ଚୁଟିକି ହଳଦୀ ନିଅନ୍ତୁ।ଏହି ଭାବରେ ଏହା ଭିତରେ ଆମକୁ ମିସେଇବାକୁ ପଡିବ ଗୋଟିଏ ଚୁଟିକି ଲୁଣ।ଲୁଣ ପକାଇବ ପରେ ଏଥିରେ ପକାନ୍ତୁ ସୋରିଷ ତେଲ । ଏଥିରେ ଆମେ ଦୁଇ ବୁନ୍ଦା ସୋଇଶ ତେଲ ନେବା।ଏହି ତିନିଟି ଜିନିଷକୁ ବହୁତ ଭଲ ଭାବରେ ମିଶେଇ ଦିଅନ୍ତୁ।ଏହି ଘରୋଇ ଉପଚାର ଗୋଟିଏ ଥରରେ ବ୍ୟବହାର କରିବା ଉଚିତ।ସକାଳୁ ଉଠି ଫ୍ରେସ ହେବ ପରେ ଆପଣ ଏହାକୁ ହାତରେ ମଧ୍ୟ ବନେଇ ପାରିବେ। ଏହା ହାତ ଉପରେ ତିନିଟି ଜିନିଷକୁ ମିଶାନ୍ତୁ।

ଏବଂ ହାଲକା ହାତରେ ଆଙ୍ଗୁଳି ସାହାଯ୍ୟରେ ଦାନ୍ତ ଏବଂ ମାଢିରେ ଲଗାନ୍ତୁ। ମଞ୍ଜନ ପରି ମାଲିସ କରନ୍ତୁ ଲଗେଇବା ପରେ ଏହାକୁ ଏମିତି ରହିବାକୁ ଦିଅନ୍ତୁ ୫ ମିନିଟ ଯାଏ।ତାପରେ ଆପଣ ପାଣିରେ କୁଳୁକୁଳୁ କରି ଦିଅନ୍ତୁ।ହାଲ୍କା ଗରମ ପାଣି ବି ଆପଣ ବ୍ୟବହାର କରିପାରିବେ।ଏହା କିଛି ସମୟ ପରେ ଆପଣ କୌଣସି ବି ପେଷ୍ଟ ବ୍ୟବହାର କରିପାରିବେ।ଏହି ଘରୋଇ ଉପଚାର ଦ୍ୱାରା ଆପଣଙ୍କ ଦନ୍ତର ସବୁ ସମସ୍ୟା ଭଲ ହେଇଯିବ।ଏହି ଘରୋଇ ଉପଚାର ଦ୍ୱାରା ଆପଣଙ୍କର କୌଣସି କ୍ଷତି ହେବନି।ତମାଖୁ ଦାନ୍ତ ବି ଆସ୍ତେ ଆସ୍ତେ ସଫା ହେବାରେ ଲାଗିବ। ଆପଣ ଏହାକୁ ଯେମିତି ବ୍ୟବହାର କରି ପାରିବେ ଏହା ଦ୍ୱାରା ଆପଣଙ୍କ ଦନ୍ତର କୌଣସି ବି ରୋଗ ଦେଖା ଦେବନି।

Leave a Reply

Your email address will not be published. Required fields are marked *