October 28, 2024

Odia Express

Leading Odia News Portal of Odisha

ମଧୁମେହର ଉପଚାର – ଏହି ଉପାୟ ଗୁଡିକ ଯଦି ଆପଣ କରିବେ ତେବେ ସାରା ଜୀବନ ପାଇଁ ଡାଇବେଟିସ ଆଉ ଆପଣଙ୍କ ପାଖ ମାଡ଼ିବ ନାହିଁ..

ଆଜି ଆମେ ଜାଣିବା ଆପଣ କିପରି ମଧୁମେହ ରୋଗକୁ ମୂଳରୁ ସଫା କରିପାରିବେ।ସାଙ୍ଗମାନେ ମଧୁମେହ ଏପରି ଏକ ରୋଗ ଯେଉଁଥରେ ରକ୍ତରେ ଅସାମାନ୍ୟ ରୂପରେ ଶର୍କରାର ପରିମାଣ ଉଚସ୍ତର ହୋଇଯାଏ।ଯେବେ ଉତ୍ପର୍ଣ୍ଣ ହୋଇଥିବା ଇନ୍ସୁଳୀନ ରକ୍ତରେ ଗ୍ଲୁକୋଜର ପରିମାଣକୁ କମ କରାଏ ତେବେ ଇନ୍ସୁଳୀନର ଶରୀରରେ ସନ୍ତୁଳନ ଖରାପ ହୋଇଯାଏ।ଯେବେ ଶରୀରରେ ଇନ୍ସୁଳୀନର ଠିକ ଭାବେ ଉପଯୋଗ ନହୋଇପାରେ ତେବେ ଏହା ମଧୁମେହର କାରଣ ହୋଇଯାଏ।ସାଙ୍ଗମାନେ ମଧୁମେହ ସାଧାରଣତଃ ଦୁଇ ପ୍ରକାରର ହୋଇଥାଏ।ପ୍ରକାର୧ ଏବଂ ପ୍ରକାର୨।ପ୍ରକାର୧ର ମଧୁମେହ ଲକ୍ଷଣ ଶରୀରରେ ସପ୍ତାହ ମଧ୍ୟରେ ଦେଖାଦିଏ।କିନ୍ତୁ ପ୍ରକାର୨ ମଧୁମେହର ଲକ୍ଷଣ ଶରୀରରେ ଧୀରେଧୀରେ କିଛି ବର୍ଷ ପରେ ନଜରରେ ଆସିଥାଏ।

ସାଙ୍ଗମାନେ ମଧୁମେହ ହେବାର ବହୁତ କିଛି କାରଣ ହୋଇପାରେ।ଆଜିକାଲିର ସମୟରେ ଜୀବନଶୈଳୀ ଏପରି ବଦଳିଗଲାଣି ଯାହାଦ୍ୱାରା ଏହିଭଳି ରୋଗର ଉତ୍ପତ୍ତି ବହୁତ ଅଧିକ ହେବାରେ ଲାଗିଛି।ଆପଣ ଯଦି ଆପଣଙ୍କ ଜୀବନଶୈଳୀରେ କିଛି ପରିବର୍ତ୍ତନ ଆଣନ୍ତି ତେବେ ଆପଣ ଏହିଭଳି ରୋଗଠାରୁ ବଞ୍ଚିପାରିବେ।ଆପଣ ସବୁଦିନ ବ୍ୟାୟାମ କରିପାରିବେ ନାହଲେ ସବୁଦିନ ଦୌଡ଼ିବାକୁ ଯାଇପାରିବେ ଏହା ଛଡା ଆପଣ ସବୁଦିନ ଚାଲିବାକୁ ମଧ୍ୟ ଯାଇପାରିବେ।ଯାହାଦ୍ୱାରା ଆପଣ ଦେଖିବେ ଅପଣଙ୍କ ଶରୀର ସୁସ୍ଥ ରହିବ ଏବଂ ଆପଣଙ୍କୁ ରୋଗ ମଧ୍ୟ ହେବନାହିଁ।

ତ ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ଏକ ଏପରି ଆୟୁର୍ବେଦିକ ଉପାୟ ଜଣାଇବୁ ଯାହାଦ୍ୱାରା ଆପଣ ଦେଖିବେ ଆପଣଙ୍କ ମଧୁମେହରେ ନିୟନ୍ତ୍ରଣ ଆସିବା ଆରମ୍ଭ ହେବ।ଏହା ସହିତ ଆପଣଙ୍କୁ ବ୍ୟମାମ କରିପାରିବେ ଏହା ଛଡା ଦୌଡ଼ିବାକୁ ମଧ୍ୟ ଯାଇପାରିବେ।ଯାହାଦ୍ୱାରା ଅପଣଙ୍କ ଏହି ସମସ୍ୟା ନିୟନ୍ତ୍ରଣ ହୋଇପାରିବ।ଆମେ ଏଠାରେ ସର୍ବପ୍ରଥମ ପଦାର୍ଥ ନେବା ଏକ ଗ୍ଲାସ ପାଣି।ଏହାପରେ ଆମେ ନେବା ଧନିଆର ମଞ୍ଜି।ଧନିଆ ମଞ୍ଜିରେ ଏପରି ତତ୍ୱ ମିଳିଥାଏ ଯାହାଦ୍ୱାରା ମଧୁମେହ ନିୟନ୍ତ୍ରଣ ହୋଇପାରିବ।

ଆପଣଙ୍କୁ ଏଠାରେ ଏକ ମୁଠା କିମ୍ବା ପାଖାପାଖି ୧୦ଗ୍ରାମ ଧନିଆମଞ୍ଜି ନେଇ ପଣିରେ ପକାଇଦିଅନ୍ତୁ।ପରଦିନ ସକାଳେ ସେହି ପାଣିକୁ ଛାଣିକରି ପିଅନ୍ତୁ।ଯଦି ଆପଣ ମଧୁମେହ କିମ୍ବା କୋଲେଷ୍ଟ୍ରୋଲ ରୋଗରେ ପୀଡିତ ଅଛନ୍ତି ତେବେ ଆପଣ ଦୈନିକ ରୂପରେ ଏହାର ସେବନ କରିବା ଉଚିତ।

ଏହାଦ୍ୱାରା ଖରାପ କୋଲେଷ୍ଟ୍ରୋଲ ମାତ୍ରା କାମ ହୁଏ ଏବଂ ଭଲ କୋଲେଷ୍ଟ୍ରୋଲ ମାତ୍ରା ବେଶି ହୋଇଥାଏ।ଏଥିପାଇଁ ମଧୁମେହ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଧନିଆର ପାଣି ଦୈନିକ ରୂପରେ ଅବଶ୍ୟ ପିଇବା କରିବା ଉଚିତ।ଯଦି ଆପଣ ଏହାର ବ୍ୟବହାର କିଛି ଦିନ କରନ୍ତି ତେବେ ଦେଖିବେ ଅପଣଙ୍କ ମଧୁମେହ ସମସ୍ୟା ନିଶ୍ଚିତ ଦୂର ହୋଇଯିବ।ଏହା ସହିତ ଅପଣଙ୍କ ହଜମକ୍ରିୟାରେ ମଧ୍ୟ ସୁଧାର ଆସିଥାଏ।

ଏହା ବହୁତ ଭଲ ପ୍ରକ୍ରିୟା। ଏହା ଦ୍ଵାରା ଆପଣ ଲାଭବାନ ହୋଇପାରିବେ।

Leave a Reply

Your email address will not be published. Required fields are marked *