୮ ମାର୍ଚ୍ଚ ୨୦୨୧ରେ ଶନିଦେବ ଏହି ୭ଟି ରାଶି ଉପରେ କରିବେ ଧନ ବର୍ଷା – ଦେଖନ୍ତୁ କିଏ ସେ ଭାଗ୍ୟବାନ ରାଶି ସାମିଲ ଅଛନ୍ତି..

ବୈଦିକ ଯୁଗରୁ ଅଦ୍ୟାବଧି ଜ୍ୟୋତିଷ ଶାସ୍ତ୍ର ମଣିଷ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ରୂପେ ପରିଗଣିତ ହୋଇଛି।ଜ୍ୟୋତିଷ ଶାସ୍ତ୍ର ଆଧାରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଅନେକ ସମସ୍ୟାର ସମାଧାନ ମିଳିଛି ଏବଂ ଭବିଷ୍ୟତର ସମ୍ୟକ ସୂଚନା ମିଳିଛି।ଯାହା ଅନେକ ସମୟରେ ସମଗ୍ର ବିଶ୍ୱକୁ ବିରାଟ ସଙ୍କଟରୁ ରକ୍ଷା କରିଛି।ଜ୍ୟୋତିଷ ଶାସ୍ତ୍ରର ଉପକାରିତା ତଥା ମହାନତା ଯୁଗେ ଯୁଗେ ପ୍ରତିପାଦିତ ହୋଇଆସିଛି।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଚକ୍ର ୧୨ଟି ରାଶି ମଧ୍ୟରୁ ଗୋଟିଏ ସହ ଜଡିତ ହୋଇଛି। ସେହି ରାଶିଫଳ ଅନୁଯାୟୀ ସେମାନଙ୍କ ଜୀବନରେ ସମାନ ଘଟଣା ଘଟିଥାଏ।ଏହା ମଧ୍ୟ ଲୋକମାନଙ୍କ ଦ୍ବାରା ବହୁତ ବିଶ୍ଵସନୀୟ ହୋଇଥାଏ।ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଗତିବିଧି ତଥା ଚଳନ ଉପରେ ଏହା ପର୍ଯ୍ୟବେସିତ ହୋଇଥାଏ।
ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସଫଳ ହେବାକୁ ଚାହାନ୍ତି।ଓ ନିଜ ଜୀବନରେ କୌଣସି ଜିନିଷରେ କିଛି ଅଭାବ କିମ୍ବା କମି ଇଚ୍ଛା କରନ୍ତି ନାହିଁ।ନିଜ କଠିନ ପରିଶ୍ରମର ଉଚିତ ଫଳ ପାଇବାକୁ ଚାହାନ୍ତି।ଯଦି ପରିଶ୍ରମର ସଠିକ ଫଳ ମିଳିନଥାଏ ତେବେ ବହୁତ ଦୁଃଖ ଅନୁଭୂତ ହୋଇଥାଏ।ଓ ଏହା ନିଜ ଭାଗ୍ୟ ଓ ରାଶିଚକ୍ର ଉପରେ ନିର୍ଭର କରିଥାଏ।୫ ମାର୍ଚ୍ଚ ୨୦୨୧ ରେ ୭ଟି ରାଶି ଉପରେ ଶନିଙ୍କ ଚଳନ ସମ୍ପର୍କରେ ବର୍ଣ୍ଣନା କରାଯାଇଛି।
ମେଷ- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ୫ ମାର୍ଚ୍ଚ ମସିହାରେ ଭଲ ସମୟ ଅଛି।ଶନିଙ୍କର ଶୁଭ ଚଳନ କ୍ଷେତ୍ରରେ ଏମାନେ ଏକ ନୂତନ ଇତିହାସ ସୃଷ୍ଟି କରିବେ।ଓ ଧନର କୌଣସି ଅଭାବ ରହିବ ନାହିଁ।
ମିଥୁନ-୨୦୨୧ରେ ଏମାନେ କରିଥିବା ପରିଶ୍ରମ ତଥା ଦେଇଥିବା ଅଗ୍ନି ପରୀକ୍ଷାର ସଠିକ ଫଳ ପାଇବେ ଓ ସେମାନଙ୍କ ସରଳତା ସେମାନଙ୍କ ସଫଳତାରେ ସହାୟକ ହେବ।ଓ ଧନ ପ୍ରାପ୍ତି ହେବ।
କର୍କଟ- ଆପଣଙ୍କ ପାଇଁ ୫ ମାର୍ଚ୍ଚ ପରିଶ୍ରମର ବର୍ଷ ଅଟେ।ଆପଣ ସଠିକ ପରିଶ୍ରମ କଲେ ସଠିକ ଫଳ ପାଇବେ।ଏହା ଆପଣଙ୍କୁ ସଫଳତା ଦେବ ଓ ଆପଣଙ୍କ ଧନରେ କୌଣସି ଅଭାଵ ରହିବନି।ଓ ଭାଗ୍ୟ ଆପଣଙ୍କୁ ସାହାଯ୍ୟ କରିବ।
ସିଂହ- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ୫ ମାର୍ଚ୍ଚ ଆପଣଙ୍କୁ ଏକ ଉତ୍ତମ ବ୍ୟକ୍ତିତ୍ବ ପ୍ରଦାନ କରିବା ସହିତ ଆପଣଙ୍କ ଭାଗ୍ୟକୁ ବଦଳାଇ ଦେବ।ଆଶାନୁରୂପ ଧନ ପ୍ରାପ୍ତି ହେବା ସହିତ ଆପଣ ସଫଳତା ପାଇବେ।
କନ୍ୟା- ଆପଣଙ୍କ ପାଇଁ ୫ ମାର୍ଚ୍ଚ ୨୦୨୧ ଧନ ପ୍ରାପ୍ତିର ବର୍ଷ ଅଟେ।ଆପଣଙ୍କୁ ଅଜସ୍ର ଧନ ପ୍ରାପ୍ତିର ସୁଯୋଗ ରହିଛି।ଆପଣଙ୍କ ଉପରେ ଶନିଦେବଙ୍କ ଅଜସ୍ର କୃପା ରହିବ।ଓ ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ।
ତୁଳା- ଏହା ମଧ୍ୟରେ ଆପଣଙ୍କ ଉପରେ ଶନିଙ୍କ କରୁଣା ରହିବ ଓ ଆପଣଙ୍କୁ ଧନ ପ୍ରାପ୍ତି ହେବ।ଆପଣଙ୍କ ଆର୍ଥିକ ସ୍ଥିତିରେ ଆସ୍ତେ ଆସ୍ତେ ସୁଧାର ଆସିବ।
ବିଛା- ଆପଣଙ୍କ ପାଇଁ ୫ ମାର୍ଚ୍ଚ ୨୦୨୧ ବହୁତ ଖାସ ରହିବ ଓ ଆପଣଙ୍କ ଉପରେ ରାହୁଙ୍କର ଅଜସ୍ର ଆଶୀର୍ବାଦ ରହିବ।ଆପଣଙ୍କ ଧନ ବୃଦ୍ଧି ହେବା ସହିତ ଆପଣଙ୍କ ମାନ ସଂମାନ ମଧ୍ୟ ବୃଦ୍ଧି ହେବ।ଓ ଆପଣ ଯାହା ପାଇବାକୁ ଇଚ୍ଛା କରୁଥିବେ ତାହା ଆପଣଙ୍କ ଭାଗ୍ୟ ଓ ଦୈବିକ କୃପାରୁ ଆପଣଙ୍କୁ ପ୍ରାପ୍ତି ହେବ।ଏମାନେ ବହୁତ ବୁଦ୍ଧିମାନ ଅଟନ୍ତି।ଓ ସରଳରେ ସଫଳତା ହାସଲ କରନ୍ତି।
ଧନୁ- ଆପଣଙ୍କ ପାଇଁ ଏହି ବର୍ଷ ସବୁ ଉତ୍ତମ ଅଟେ।ବୃହସ୍ପତି ଆପଣଙ୍କ ଅଧିପତି ଅଟନ୍ତି।ଓ ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ କରନ୍ତି।ଶନିଙ୍କର ଆଶୀର୍ବାଦ ହେତୁ ଆପଣଙ୍କ ଧନରେ କୌଣସି ଅଭାଵ ରହିବନି ଓ ଆପଣ ସଫଳତା ହାସଲ କରିବେ।
ମକର- ଆପଣମାନେ ୫ ମାର୍ଚ୍ଚ ୨୦୨୧ ମଧ୍ୟରେ ବହୁତ ଭାଗ୍ୟବାନ ରହିବେ।ଓ ଆପଣଙ୍କ ଉପରେ ଶନିଙ୍କ ଆଶୀର୍ବାଦ ରହିବା ସହିତ ଆପଣଙ୍କ ସମସ୍ତ ରିଷ୍ଟ ଖଣ୍ଡନ ହେବ।ଓ ଧନ ପ୍ରାପ୍ତି ହେବ।
କୁମ୍ଭ- ୫ ମାର୍ଚ୍ଚ ୨୦୨୧ ଆପଣଙ୍କ ପାଇଁ ବହୁତ ଶୁଭ ଅଟେ।ଏହା ଶନିଦେବଙ୍କ ନିଜସ୍ଵ ରାଶି ଅଟେ।ଓ ବୃହସ୍ପତି ଏହି ରାଶିର ଅଧିପତି ଅଟନ୍ତି।ଆପଣଙ୍କୁ ଧନ ପ୍ରାପ୍ତି ହେବା ସହିତ ଆପଣ ସମସ୍ତ ରିଷ୍ଠରୁ ରକ୍ଷା ପାଇବେ ଓ ସନ୍ଧ୍ୟାରେ “ଓଁ ଶମ ଶନିଶ୍ଚରାୟ ନମଃ” ମନ୍ତ୍ର ଜପ କରନ୍ତୁ।
ମୀନ- ଏହି ବର୍ଷ ସବୁ ଆପଣଙ୍କ ପାଇଁ ଶୁଭ ଅଟେ।ଶନି ଆପଣଙ୍କୁ କୃପା କରିବେ।ଓ ଆପଣ ଅଜସ୍ର ଧନ ଲାଭ କରିବା ସହିତ ଭାଗ୍ୟଶାଳି ହେବେ।