କେବଳ ଦୁଇ ମିନିଟରେ ମ୍ୟାଜିକାଲ ଧଳା ଦାନ୍ତର ଘରୋଇ ଉପଚାର – ଏହି ଉପାୟ ଆପଣଙ୍କୁ କେହି କେବେ କହି ନଥିବେ..

ନିଜ ଦାନ୍ତକୁ ସଫା କରିବ ପାଇଁ ଏହା ହେଉଛି ବହୁତ ଭଲ ଘରୋଇ ଉପଚାର ଯାହାର ସାହାଯ୍ୟରେ ଆପଣ ଆପଣଙ୍କ ଦାନ୍ତକୁ ଚମକାଇ ପାରିବେ।ଦାନ୍ତ ଚମକି ଉଠିବ ସେଠି ପାଇଁ ପ୍ରଥମେ ଦରକାର ରସୁଣ। ଏହି ଘରୋଇ ଉପଚାର ତିଆରି କରିବା ପାଇଁ ପ୍ରଥମେ ୧୦ଟି ରସୁଣ ନିଅଁନ୍ତୁ।ତାପରେ ଏହାକୁ ଗୋଟିଏ ଛେଚାରେ ଛେଚି ଦିଅନ୍ତୁ ଛୋଟ ଛୋଟ ଖଣ୍ଡ କରି।ସବୁ ରସୁଣକୁ ଭଲ ଭାବରେ ଛେଚି ଦିଅନ୍ତୁ।ଏହି ରସୁଣ ପେଷ୍ଟକୁ ଗୋଟିଏ ତାଟିଆରେ ରଖନ୍ତୁ ସଫା ତାଟିଆରେ।ତାପରେ ନିଅନ୍ତୁ ସୋରିଷ ତେଲ।ଏକ ବା ଦୁଇ ଚାମଚ ସୋରିଷ ତେଲ ନିଅନ୍ତୁ।ସେହି ସୋରିଷ ତେଲକୁ ଗୋଟିଏ ଚାମଚର ନେଇକି ରସୁଣ ପେଷ୍ଟରେ ପକାନ୍ତୁ।
ସୋରିଷ ତେଲ ଦେହ ପାଇଁ ବହୁତ ଭଲ ହୋଇ ଥାଏ ଏହା ମଧ୍ୟ ଦାନ୍ତ ସଫା କରିବାରେ ସାହାଯ୍ୟ କରିଥାଏ। ରସୁଣ ଭିତରେ ଆଣ୍ଟି ଅକ୍ସୀଡ଼ଣ୍ଟ ରହି ଥାଏ ଯାହା ଆମକୁ ଥଣ୍ଡା କାଶ ପରି ସଂକ୍ରମଣ ରୋଗରୁ ବଞ୍ଚାଇଥାଏ।ଏହା ମଧ୍ୟ ଆମକୁ ବହୁତ ଫାଇଦା ଦେଇ ଥାଏ।ରସୁଣ ଏବଂ ସୋରିଷ ମିସିକି ଆମ ଦାନ୍ତ ସଫା କରିବାରେ ସାହାଯ୍ୟ କରିଥାନ୍ତି। ତଟିଆରେ ନେଇ ଥିବା ରସୁଣ ଏବଂ ସୋରିଷ ତେଲକୁ ଭଲ ଭାବରେ ମିଶାନ୍ତୁ। ତାପରେ ଏଥିରେ ଲୁଣ ମିଶାନ୍ତୁ।ଲୁଣ ଆମ ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ।ଏହା ମଧ୍ୟ ଦାନ୍ତ ସଫା କରିବାରେ ବହୁତ ସାହାଯ୍ୟ କରିଥାଏ।
ଲୁଣ , ରସୁଣ ,ଓ ସୋରିଷ ତେଲ ମିସିକି ଆମ ଦାନ୍ତକୁ ଭଲ ଭାବରେ ସଫା କରି ଦିଅନ୍ତୁ।ହଳଦିଆ ପଡି ଯାଉଥିବା ଦାନ୍ତ ଆମର ସଫା ହେଇଯିବ। ପାନ ଗୁଟୁଖା ଖାଇ ଲୋକ ମାନେ ଦାନ୍ତକୁ ଖରାପ କରି ଦେଇଥାନ୍ତି।ଯାହା ଫଳରେ ଦାନ୍ତକୁ ଦେଖିବାକୁ ବହୁତ ଅସନା ଲାଗିଥାଏ ଏବଂ ଏହାକୁ ସଫା କରିବା ନିହାତି ଦରକାର।ଏଥି ପାଇଁ ଏହି ଜିନିଆହ ନିହାତି ଆବଶ୍ୟକ।ଗୋଟିଏ ଚମଚାରେ ଟିକେ ଲୁଣ ନିଅନ୍ତୁ।ଏହାକୁ ଭଲ ଭାବରେ ମିଶେଇ ଦିଅନ୍ତୁ।ତାପରେ ନିଅନ୍ତୁ ଲବଙ୍ଗ।ଲବଙ୍ଗ ମଧ୍ୟ ଆମ ପାଇଁ ବହୁତ ଭଲ ହୋଇ ଥାଏ ଶରୀର ପାଇଁ।ଲବଙ୍ଗରେ ଏପରି ଗୁଣ ଥାଏ ଯାହା ଆମକୁ ଫାଇଦା ଦେଇଥାଏ।
ଏଥିରୁ ଛଅଟି ଲବଙ୍ଗ ନିଅନ୍ତୁ।ତାପରେ ଏହାକୁ ଭଲ ଭାବରେ ଛେଚି ଗୁଣ୍ଡ କରି ଦିଅନ୍ତୁଗୋଟିଏ ଚାମଚ ରେ ଅଳ୍ପ ଲବଙ୍ଗ ଗୁଣ୍ଡ ନିଅନ୍ତୁ।ଏହାକୁ ତା ଉପରେ ପକେଇ ଦିଅନ୍ତୁ ଏବଂ ଭଲ ଭାବରେ ସବୁ ମିଶେଇ ଦିଅନ୍ତୁ।ଏହି ଘରୋଇ ଉପଚାର ପ୍ରସ୍ତୁତ ହୋଇ ଗଲା।ଏହାକୁ ଆଙ୍ଗୁଠିରେ ନେଇକି ଦାନ୍ତରେ ଭଲ ଭାବରେ ମାଲିସ କରନ୍ତୁ।ଏହି ପେଷ୍ଟ କୁ ଭଲ ଭାରେ ଦାନ୍ତରେ ଲଗାନ୍ତୁ।ଆପଣ ଏହାକୁ ଗୋଟିଏ ସପ୍ତାହରେ ଦୁଇ ଥର ବ୍ୟବହାର କରି ପାରିବେ ଭଲ ରେଜଲ୍ଟ ପାଇଁ।ଏହା ବହୁତ ଜଲଦି ଆପଣଙ୍କ ଦାନ୍ତକୁ ସଫା କରିଦେବ ଏବଂ ଆପଣଙ୍କ ଦାନ୍ତ ଚମକି ଉଠିବ ଏବଂ ଧଳା ଦେଖା ଯିବ।ନିଜ ଦାନ୍ତକୁ ସଫା କରିବ ପାଇଁ ଏହା ହେଉଛି ବହୁତ ଭଲ ଘରୋଇ ଉପଚାର ଯାହାର ସାହାଯ୍ୟରେ ଆପଣ ଆପଣଙ୍କ ଦାନ୍ତକୁ ଚମକାଇ ପାରିବେ। ଏହା ବହୁତ ଭଲ ଘରୋଇ ଉପଚାର।