March 18, 2025

Odia Express

Leading Odia News Portal of Odisha

ଚେହେରାକୁ ଉଜ୍ଜଳ କରିବାର ଚମତ୍କାରି ଉପାୟ – ଏହି ଉପାୟ କଲେ ଆପଣ ଙ୍କ ମୁଁହ ପୁରା ଗୋରା ଦେଖାଯିବ..

ସାଙ୍ଗ ମାନେ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଆପଣ କିପରି ଆପଣଙ୍କ ନିଜ ହାତରେ କିପରି ବହୁତ ଭଲ ଟୋନର୍ ତିଆରି କରି ପାରିବେ।ଯେ କୌଣସି ଋତୁ ହେଉ ନ କାହିଁକି ଆମକୁ ଟୋନରର ଦରକାର ପଡ଼ି ଥାଏ।ଯଦି ଆପଣଙ୍କ ର ଶୁଷ୍କ ଚେହେରା ଥାଏ ତ ମୁଁ ଆପଣଙ୍କୁ ମାତ୍ର ୨ ଟି ଉପାୟ କହିବି ଯାହା ଦ୍ଵାରା ଆପଣକଂ ଚେହେରା ପୂର୍ଣ୍ଣ ମାତ୍ରା ରେ ଝଲକି ଉଠିବ।ଏବେ ମୁଁ ଆପଣଙ୍କୁ କହିବି ଯଦି ଆପଣଙ୍କର ଶୁଷ୍କ ଚେହେରା ଅଛି ତ,ଦେଖନ୍ତୁ ମୋ ହିସାବରେ ସବୁଠୁ ଭଲ ଟୋନର ଶୁଷ୍କ ଚେହେରା ପାଇଁ ଗୁଲାବ ଜଳ ସବୁଠୁ ଉତ୍ତମ।ଗୋଲାପ ଜଳ ଆମ ଚେହେରା ପାଇଁ ବହୁତ ଉପାଦେୟ ହୋଇ ଥାଏ।

ପ୍ରଥମେ ଆପଣ ଏକ ଗୋଲାପ ଜଳ ନେବେ।ଓ ଦ୍ଵିତୀୟ ଜିନିଷ ନେବେ ଯାହାକି ଭିଟାମିନ ଇ କେପସୁଲ।ଆପଣ ଆପଣଙ୍କ ହାତ ପାପୁଲି ରେ ୨ ରୁ ୩ ବୁନ୍ଦା ଗୁଲାବ ଜଳ ନେବେ। ଓ ତା ପରେ ପୁଣି ୨ ରୁ ୩ ବୁନ୍ଦା ଭିଟାମିନ କେପସୁଲ ନେବେ।ଦୁଇ ତା ଯାକର ମାତ୍ରା ଆପଣଙ୍କୁ ବରାବର ରଖିବାର ଅଛି।ଟିକେ ଉପର ତଳ ହେଲେ ଚଳିବ।

ତା ପରେ ଆପଣ ତାକୁ ଭଲ ଭାବେ ଆପଣକଂ ପାପୁଲି ରେ ମିଶାଇ ଦେବେ।ଓ ମିଶାଇ ଦେବେ ପରେ ତାକୁ ଭଲ ଭାବରେ ଚେହେରା ରେ ଲଗାଇ ଦେବେ।ଧୀରେ ଧୀରେ ଆପଣ ହାଲକା ମଶାଜ୍ କରି ପାରିବେ।ଏହା ଆପଣଙ୍କ ଚେହେରା ପାଇଁ ସବୁଠୁ ଉପାଦେୟ।ଏହାଠୁ ଭଲ ଟୋନର୍ ଆଉ କେହି ବି ହେଇ ପାରିବେ ନାହିଁ।ଗୁଲାବ ଜଳ ଆପଣକଂ ସ୍କିନ୍ କୁ ଟାଇଟ୍ କରିଥାଏ,ଯଦି ଆପଣ ଙ୍କ ର ଲୁଜ ସ୍କିନ ର ସମସ୍ୟା ରହିଛି ତ ଆପଣ ଏହାକୁ ନିଶ୍ଚିତ ବ୍ୟବହାର କରନ୍ତୁ।ଆପଣଙ୍କ ଚେହେରା ପୁରା ସଫା ରହିବ କୌଣସି ଦାଗ ବି ଆସିବା ନାହିଁ।

ଯଦି ଆପଣଙ୍କ ତେଲିଆ ଚେହେରା ଅଛି, ତ ଆପଣ କିଛି ଗୁଲାବ ଜଳ ସହିତ ଅଳ୍ପ କିଛି ଦହି ନେବେ।ଆପଣ ୫ ରୁ ୬ ବୁନ୍ଦା ଗୁଲାବ ଜଳ ସହିତ ଏକ ଚାମଚ ଦହି ନେବାର ଅଛି।ଆପଣ ଆପଣଙ୍କ ଚେହେରା ରେ ଭଲ ଭାବେ ମଶାଜ କରି ୧ ରୁ ୨ ମିନିଟ୍ ପାଇଁ ଛାଡ଼ିଦେବେ।ଆପଣ ଏହାକୁ ଗାଧୋଇବା ପୂର୍ବରୁ ମଧ୍ୟ କରି ପାରିବେ,ଶୋଇବା ପୂର୍ବରୁ ମଧ୍ୟ କରି ପାରିବେ।ଆପଣଙ୍କ ଚେହେରା ରେ ଆଉ ତେଲ ରହିବ ନାହିଁ ଆଉ ଆପଣଙ୍କ ଚେହେରା ଉଜ୍ଜଳ ରହିବ।

ଯଦି ଆପଣ ଚାହୁଁଛନ୍ତି କି ଆପଣ ଗୋଲାପ ଜଳକୁ ଷ୍ଟୋର କରିକି ରଖିବେ, ତ ଆପଣ ଗୋଲାପ ଜଳର ବୋତଲରେ ୨ ରୁ ୩ ତା ଭିଟାମିନ କେପସୁଲ ପକାଇ ଭଲ ଭାବେ ଫେଣ୍ଟି ଦେବେ। ଓ ତା ପରେ ଆପଣଙ୍କ ଇଚ୍ଛା ଯେତେବେଳେ ସେତେବେଳେ ଲଗାଇବେ।ଆପଣ ଏହାକୁ ଏକ ମିନିଟ୍ ପର୍ଯ୍ୟନ୍ତ ଚେହେରାରେ ଲଗାଇବେ।ଦେଖିବେ ଆପଣଙ୍କ ଚେହେରା ରେ ବହୁତ ପରିବର୍ତ୍ତନ ଆସିବ।

Leave a Reply

Your email address will not be published. Required fields are marked *