କେଶକୁ ମଜବୁତ କରିବାର ଘରୋଇ ଉପାୟ – ଏହି ଉପାୟ କଲେ ଜୀବନସାରା ଆପଣ କେଶ ସୁରକ୍ଷିତ ଓ ଶକ୍ତ ରହିବ..
କଣ ଆପଣ ଆପଣଙ୍କର ଯୋଉ କେଶ ଖରାପ କରିଦେଇଛନ୍ତି କଣ ଆପଣ ତାକୁ ପୁଣି ଠିକ କରିବାକୁ ଚାହୁଛନ୍ତି କି? କଣ ଆପଣ ଚାହୁଛନ୍ତି କି ଏମାନଙ୍କର ଝଡ଼ିବା ବନ୍ଦ ହେଇଯାଉ। ଯେଉ କୋଷ ଗୁଡ଼ିକ ଖରାପ ହୋଇଯାଇଛନ୍ତି ଆପଣଙ୍କ କେଶର ତାହା ପୁଣି ଥରେ ନୂତନ ବଢିବା ଆରମ୍ଭ ହେଇଯାଉ? ଯେଁଉ ରସାୟନକର ଖରାପ ପ୍ରଭାବ ଆପଣ ଙ୍କ ଉପରେ ପଡ଼ିସାରିଚି, ସେହି ଖରାପ ପ୍ରଭାଵ କୁ ବନ୍ଦ କରିଦିଆ ଯାଏ? ପରିବର୍ତନ ହେଇଯାଉ, କେଶ ପୁଣି ନୂତନ ଭାବରେ ବଢିବା ଆରମ୍ଭ ହେଇଯାଉ, ଯେଉଁ ସବୁ ଖରାପ ପତଳା କେଶ ସବୁ ରହିଛି, ପାନିଆ ମାରିଲେ ଯାହା ସବୁ ଝଡିଯାଉଛି।ଯେଁଉ କେଶ ଖରାପ ହେଉଛି ଏବଂ ରସାୟନକ ଏବଂ ଦୁନିଆର ଯେ କୌଣସି କେଶ ସଫା କରିବାର ବ୍ୟବହର କରୁଛନ୍ତି।ଏହି ରସାୟନକ ମାରନ୍ତୁ ଏଇ ଥୀରେ ଭିଟାମିନ ରହିଛି, ଏହି ଥିର ଶ୍ୱେତସାରା ରହିଛି, ଦୁନିଆର ଯେ କୌଣସି ରସାୟନକ କେଶ ସଫା କରିବାର ଉପାୟ ଆପଣ କରିସାରିଛନ୍ତି।
ସମସ୍ତ ପଇସା ନଷ୍ଟ କରିଛନ୍ତି ଏବଂ କେଶ ମଧ୍ୟ ନଷ୍ଟ କରିଛନ୍ତି ତେବେ ସେହି ଖରାପ କେଶ କୁ ବନ୍ଦ କରିବାକୁ ଚାହୁଁଛନ୍ତି କି? ସତରେ ବ୍ୟସ୍ତ ଅଛନ୍ତି ତେବେ ପ୍ରଥମେ ଏହି ସବୁ ଖରାପ ରାସାୟନିକ କୁ ବ୍ୟବହାର କରିବ ବନ୍ଦ କରନ୍ତୁ। ଏବଂ ଆଜି ଆପଣ ମାନଙ୍କୁ ଏହି ଭଳି ଏକ ଉପାୟ ଦେବାକୁ ଯାଉଛି, ଏହି ଉପାୟକୁ ବ୍ୟବହାର କରନ୍ତୁ ମୋ ଭରସା ରେ ପ୍ରତିଦିନ କରନ୍ତୁ ଆପଣଙ୍କ କେଶ ଘନ ଏବଂ ସୁନ୍ଦର ଦେଖାଯିବ, ଲମ୍ବା ହେବା ଆରମ୍ଭ ହେଇଯିବ, କେଶର ସମସ୍ୟା ବନ୍ଦ ହେଇଯିବ, ନୂତନ କୋଷ ଗଠନ ଆରମ୍ଭ ହେଇଯିବ।
ତେବେ କଣ କରିବେ ଅଧା କପ୍ ଚଉଳ ନିଅନ୍ତୁ।କୌଣସି ବି ପ୍ରକାର ର ଚାଉଳ ହେଉନାକାହିଁ।କୌଣସି କାଚ ପାତ୍ରରେ ସେହି ଅଧା କପ ଚାଉଳକୁ ଢାଳି ଦିଅନ୍ତୁ, ପ୍ରଥମେ ଥରେ ଚାଉଳ କୁ ଥୋଈ ସେହି ଚାଉଳକୁ ୨୦୦ ରୁ ୩୦୦ ମିଲିଲିଟର ପାଣିରେ ବୁଡେଇକି କାଚ ପାତ୍ର ରେ ଘୋଡେଇକି ରଖନ୍ତୁ। ଏକ ଦିନ ପୁରା ଏହାକୁ ସେମିତି ରଖନ୍ତୁ ଏବଂ ଏହା ପରେ ପାଣି କୁ ଛାଣି ନିଅନ୍ତୁ।ଏହି ପାଣି କୁ ଆପଣ ମାନେ କେଶ ପାଇଁ ବହୁତ୍ ଉପଯୋଗୀ ହେବ।ଟିକିଏ ଗନ୍ଧ ରହିବ କିନ୍ତୁ ସେହି ଗନ୍ଧ ରୁ ଆପଣ ଙ୍କୁ ଡରିବାର ନାହିଁ।ଏହା ଆପଣଙ୍କ କେଶ ପାଈଁ ଇଷ୍ଟ ଭଳି କାମ କରିବ।ସେହି ପାଣି କୁ ଆପଣଙ୍କୁ ଠିକ ଭାବରେ ନିଜ କେଶ ରେ ବ୍ୟବହାର କରନ୍ତୁ।
ଯେମିତି କି ସେହି ପାଣି କେଶର ମୂଳ ପର୍ଯ୍ୟନ୍ତ ଯାଇ ପାରେ ଏବଂ ୩୦ ରୁ ୪୦ ମିନିଟ ପର୍ଯ୍ୟନ୍ତ ଛାଡ଼ିଦିଆନ୍ତୁ।ଏବଂ ଏହା ପରେ ଆପଣ ନିଜ କେଶ କୁ ଧୋଇ ଦିଅନ୍ତୁ।ଏହାକୁ ସପ୍ତାହ କୁ ଥରେ କରନ୍ତୁ ନହେଲେ ଦୁଇ ଥର କରନ୍ତୁ।ଆପଣ ଙ୍କ କେଶର ପରିବର୍ତନ ଦେଖିବାକୁ ପାଇବେ।ଏବଂ ଆପଣଙ୍କ କେଶର ସୌନ୍ଦର୍ଯ୍ୟ ବହୁତ ଗୁଣ ପର୍ଯ୍ୟନ୍ତ ବଢିଯିବ।