October 30, 2024

Odia Express

Leading Odia News Portal of Odisha

ଯଦି ଆପଣ ସ୍ୱପ୍ନରେ କୁକୁର ଦେଖନ୍ତି ତେବେ କଣ ହୋଇଥାଏ? ନିଶ୍ଚୟ ଏହି ସଂକେତ ବୁଝି ନିୟନ୍ତୁ ନଚେତ..

ନମସ୍କାର ସାଙ୍ଗମାନେ ସବୁଲୋକ ଶୋଇବାଆଗରୁ କୌଣସିନା କୌଣସି ସ୍ୱପ୍ନ ଦେଖିଥାଆନ୍ତି।ଏବଂ ସବୁ ସ୍ୱପ୍ନ ଭବିଷ୍ୟ ସହିତ ଯୋଡି ହୋଇରହିଥାଏ।ଆଜି ଆମେ ଆପଣଙ୍କୁ ଜଣାଇବୁ ଯଦି ଆପଣ ସ୍ୱପ୍ନରେ କୁକୁର ଦେଖନ୍ତି ତେବେ ଏହାର ଅର୍ଥ କଣ ହୋଇଥାଏ।ତେବେ ଆସନ୍ତୁ ଜାଣିବା କଣ ହୋଇଥାଏ ଯଦି ଆପଣ ସ୍ୱପ୍ନରେ କୁକୁର ଦେଖନ୍ତି?ସାଙ୍ଗମାନେ ଆମ ଦ୍ୱାରା ଦେଖାଯାଇଥିବା ସମସ୍ତ ସ୍ୱପ୍ନ ଆମ ଭବିଷ୍ୟତକୁ ଦର୍ଶାଇଥାଏ।ହିନ୍ଦୁଧର୍ମ ଶାସ୍ତ୍ରରେ ଏପରି ଅନେକ ସଂକେତ ବତାଯାଇଛି ଯାହାଦ୍ୱାରା ଆପଣ ଜାଣିପାରିବେ ଯେ ଆପଣଙ୍କ ଆଗାମୀ ଭବିଷ୍ୟତ କିପରି ହେବ।ସ୍ୱପ୍ନ ଅଲଗା ଅଲଗା ପ୍ରକାରର ହୋଇଥାଏ।ଯଦି କୌଣସି ବ୍ୟକ୍ତିଙ୍କୁ ସ୍ୱପ୍ନରେ କୁକୁର ଦେଖା ଯାଏ ତ ଏହାର ଶୁଭ ଏବଂ ଅଶୁଭ ଫଳ ହୋଇଥାଏ।

ଯଦି କୌଣସି ବ୍ୟକ୍ତିଙ୍କୁ ସ୍ୱପ୍ନରେ ଗୋଟିଏ କୁକୁର ଦେଖାଯାଇଥାଏ ତେବେ ଆସନ୍ତୁ ଜାଣିବା ଏହାର ଅର୍ଥ କଣ ହେବ?ଯଦି ଆପଣଙ୍କୁ ସ୍ୱପ୍ନରେ ଗୋଟିଏ କୁକୁର ଦେଖାଯାଇଥାଏ ତେବେ ଏହା ବିହୁତ ଶୁଭ ମନାଯାଇଥାଏ।ଏହା କୁହାଯାଇଥାଏକି ଏଭଳି ସ୍ୱପ୍ନ ଦେଖିବାଦ୍ୱାରା ଆଗାମୀ ସମୟରେ ଆପଣଙ୍କ କୌଣସି ସାଙ୍ଗସହ ଭେଟ ହୋଇପାରେ।

ଏବେ ଆସନ୍ତୁ ଜାଣିବା ଯଦି ସ୍ୱପ୍ନରେ କଳା କୁକୁର ଦେଖାଯାଏ ତେବେ କଣ ହୋଇଥାଏ?ଯଦି ଆପଣଙ୍କୁ ସ୍ୱପ୍ନରେ କଳା କୁକୁର ଦେଖାଯାଇଥାଏ ତେବେ ଏହା ମଧ୍ୟ ଶୁଭ ସଙ୍କେତ ହୋଇଥାଏ।ଏହା ଆପଣଙ୍କୁ ଦର୍ଶାଇଥାଏ ଯେ ଆପଣଙ୍କୁ ବହୁତ ଜଲଦି କୌଣସି ଭଲ ମିତ୍ରଙ୍କ ସହିତ ଭେଟ ହେବାକୁ ଯାଉଛି କିମ୍ଵା ଆପଣଙ୍କୁ କୌଣସି ଭଲ ସାଙ୍ଗ ମିଳିବାକୁ ଯାଉଛି।

ଏବେ ଜାଣିବା ଯଦି ଆପଣ ସ୍ୱପ୍ନରେ କୁକୁରକୁ ଦୌଡୁଥିବାର ଦେଖନ୍ତି ତେବେ କଣ ହୋଇଥାଏ?ଯଦି ଆପଣ ସ୍ୱପ୍ନରେ କୁକୁରକୁ ଦୌଡୁଥିବାର ଦେଖନ୍ତି ତେବେ ମଧ୍ୟ ଏହା ଶୁଭ ମନାଯାଇଥାଏ।କୁହାଯାଇଥାଏଯେ ଏଭଳି ସ୍ୱପ୍ନ ଦେଖିବା ଦ୍ୱାରା ଆପଣଙ୍କୁ ଆପଣଙ୍କ ପରିଶ୍ରମର ଫଳ ମିଳିଥାଏ।ଯଦି ଆପଣ ସ୍ୱପ୍ନରେ ଧଳା କୁକୁର ଦେଖନ୍ତି ତେବେ ଏହା ମଧ୍ୟ ଆପଣଙ୍କ ଶୁଭ ହୋଇଥାଏ।କୁହାଯାଇଥାଏ ସ୍ୱପ୍ନରେ ଧଳା କୁକୁର ଦେଖିବାଦ୍ୱାରା ଆପଣଙ୍କୁ ମିତ୍ରଙ୍କ ସହାୟତା ମିଳିଥାଏ।

ଏବେ ଜାଣିବା ଯଦି ଆପଣ ସ୍ୱପ୍ନରେ ବୁଲଡ଼ଗକୁ ଦେଖନ୍ତି ତେବେ କଣ ହୋଇଥାଏ? ଯଦି ଆପଣ ସ୍ୱପ୍ନରେ ବୁଲଡ଼ଗକୁ ଦେଖନ୍ତି ତେବେ ମଧ୍ୟ ଏହା ଶୁଭ ହୋଇଥାଏ।କୁହାଯାଏଯେ ଏହା ବ୍ୟକ୍ତିର ସଫଳତାର ସଂକେତ ହୋଇଥାଏ।ଯଦି ଆପଣଙ୍କୁ ସ୍ୱପ୍ନରେ ପାଗଳ କୁକୁର ଦେଖାଯାଇଥାଏ ତେବେ ଆପଣଙ୍କୁ ସାବଧାନ ରହିବାର ଥାଏ।କୁହାଯାଏଯେ ସ୍ୱପ୍ନରେ ପାଗଳ କୁକୁର ଦେଖିବା ଦ୍ୱାରା ଆପଣଙ୍କର କିଏ ନିଜର ବ୍ୟକ୍ତି ଆପଣଙ୍କ ଉପରେ ପ୍ରହାର କରିପାରନ୍ତି।ଯଦି ଆପଣ ସ୍ୱପ୍ନରେ କୁକୁରକୁ ଲଢ଼ିବାର ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ହୋଇନଥାଏ।ଏହାପାଇଁ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ଥାଏ।ସ୍ୱପ୍ନରେ କୁକୁରକୁ ଲଢ଼ିବାର ଦେଖିବାଦ୍ୱାରା ଏହା ଆପଣଙ୍କୁ ଲଜ୍ୟାର ସମ୍ମୁଖିନ ହେବାକୁ ପଡିପାରେ।ଯଦି ଆପଣ ସ୍ୱପ୍ନରେ କୁକୁରକୁ କାନ୍ଦିବାର ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ହୋଇନଥାଏ।କୁହାଯାଇଥାଏ ଯେ ଏହା କୌଣସି ଖରାପ ସମଚାରର ସଂକେତ ହୋଇପାରେ।

Leave a Reply

Your email address will not be published. Required fields are marked *