May 20, 2025

Odia Express

Leading Odia News Portal of Odisha

ଗରିବତ୍ୱ ତ ଦୂରର କଥା ନିଜେ କାଳ ମଧ୍ୟ ଆସିନଥାଏ ସେହି ଘରକୁ ଯେଉଁଠାରେ ଥାଏ ଏହି ୪ ଜିନିଷ..

ନମସ୍କାର ସାଙ୍ଗମାନେ।ଆଜି ଆମେ ଏହି ଆର୍ଟିକିଲ ଦ୍ୱାରା ଆପଣଙ୍କୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ କିଛି ତଥ୍ୟ ଜଣାଇବୁ।ଯଦି ଆପଣଙ୍କ ଘରେ ଟଙ୍କା ସମ୍ବନ୍ଧୀୟ କିଛି ଅସୁବିଧା ରହିଛି ତେବେ ଏହାର କାରଣ ବସ୍ତୁଦୋଷ ହୋଇଥାଇ ପାରେ।କାରଣ ଯେଉଁ ଘରେ ବାସ୍ତୁ ଦୋଷ ଥାଏ ତେବେ ସେଠାରେ ଧନ ରହିପାରେ ନାହିଁ।ଯଦି ଆପଣଙ୍କୁ ଧନ ସମ୍ୱନ୍ଧୀୟ ସମସ୍ୟା ହଇରାଣ କରୁଛି ତେବେ ଏଥିପାଇଁ ବସ୍ତୁ ଶାସ୍ତ୍ରରେ ଅନେକ ଅଚୁକ ଉପାୟ ବତା ଯାଇଛି।ଯେଉଁଥିରେ ଦୁଃଖ ଏବଂ ଅନେକ ଅସୁବିଧା ସହଜରେ ଦୂର ହୋଇଯାଇଥାଏ।

ବସ୍ତୁ ଶାସ୍ତ୍ର ଅନୁସାରେ ଚାରୋଟି ଏପରି ଜିନିଷ ବତାଯାଇଛି ଯାହାକୁ ରଖିବା ଦ୍ୱାରା ବ୍ୟକ୍ତିର ଧନ ସମ୍ବଧିୟ ସମସ୍ତ ଅସୁବିଧା ଦୂର ହୋଇଯାଇଥାଏ।ଏହାଦ୍ୱାରା ବ୍ୟକ୍ତି ଉପରେ ସର୍ବଦା ଦେବୀ ଲକ୍ଷ୍ମୀଙ୍କ କୃପା ରହିଥାଏ।ଏବଂ ଘରେ କେବେହେଲେ ଦରିଦ୍ରତା ପାଦ ରଖିନଥାଏ।ତେବେ ଆସନ୍ତୁ ଜାଣିବା ଏହି ବସ୍ତୁ ଗୁଡିକ ବିଷୟରେ।

ଘରେ ରଖନ୍ତୁ ବଇଁଶୀ।ଘରେ ବଇଁଶୀ ରଖିବା ଦ୍ୱାରା ଏହା ବସ୍ତୁ ଦୋଷ ଜନିତ ସମସ୍ୟା ଦୂର ହୋଇଥାଏ।ଧନ ସହିତ ସମ୍ଵଧିତ ସମସ୍ୟା ଦୂର କରିବା ପାଇଁ ଆପଣଙ୍କ ଘରେ ରୁପାର ବଇଁଶୀ ରଖନ୍ତୁ।ଯଦି ଆପଣ ଚାହାନ୍ତି ତେବେ ସୁନାର ମଧ୍ୟ ବଇଁଶୀ ଘରେ ସ୍ଥାପିତ କରିପରିବେ।ଏହି ବଇଁଶୀ ଘରର ମନ୍ଦିରରେ ରଖନ୍ତୁ।ଜୋତିଶ ଶାସ୍ତ୍ର ଅନୁସାରେ ଯଦିସୁନାର ବଇଁଶୀ ଘରେ ରଖାଯାଏ ତେବେ ଦେବୀ ଲକ୍ଷ୍ମୀଙ୍କ ବାସ ରହିଥାଏ।ଯଦି କୌଣସି ବ୍ୟକ୍ତି ସୁନା କିମ୍ବା ରୁପାର ବଇଁଶୀ ଘରେ ରଖିବାରେ ଅସମର୍ଥ ହୁଏ ତେବେ କାଠର ବଇଁଶୀ ମଧ୍ୟ ଘରେ ରଖିପାରନ୍ତି।ଯଦି ପିଲାଙ୍କ ପାଠପଢା ଏବଂ ବେପାରରେ କୌଣସି ଅସୁବିଧା ଆସେ ତେବେ ଶୋଇବା ଘର ଦୁଇଟି ବଇଁଶୀ ରଖନ୍ତୁ।ଏହାଦ୍ୱାରା ବ୍ୟକ୍ତିକୁ ଶୁଭ ଫଳ ମିଳିଥାଏ।

ଦ୍ୱିତୀୟରେ ଘରେ ଭଗବାନ ଗଣେଶଙ୍କର ପ୍ରତିମା ରଖନ୍ତୁ।ଭଗବାନ ଗଣେଶଙ୍କର ଯେକୌଣସି ପ୍ରତିମା ଶୁଭ ହୋଇଥାଏ।କିନ୍ତୁ ଭଗବାନ ଗଣେଶଙ୍କର ନୃତ୍ୟ କରୁଥିବା ପ୍ରତିମା ରଖିବାଦ୍ୱାରା ଅର୍ଥ ସମ୍ୱନ୍ଧୀୟ ସମସ୍ୟା ଦୂର ହୋଇଥାଏ।ଯଦି ପ୍ରତିମା ନମିଳେ ତେବେ ଆପଣ ଭଗବାନ ଗଣେଶଙ୍କର ନୃତ୍ୟ କରୁଥିବା ଫଟୋ ମଧ୍ୟ ଲଗାଇପାରିବେ।

ତୃତୀୟରେ ଦେବୀ ଲକ୍ଷ୍ମୀଙ୍କ ସହିତ କୁବେର ଦେବଙ୍କ ପ୍ରତିମା।ଦେବୀ ଲକ୍ଷ୍ମୀଙ୍କ ପ୍ରତିମା କିମ୍ବା ଫଟୋ ପ୍ରତ୍ୟେକ ଘରେ ଥାଏ କିନ୍ତୁ ଯଦି ଦେବୀ ଲକ୍ଷ୍ମୀଙ୍କ ସହ କୁବେର ଦେବଙ୍କ ପ୍ରତିମା ରଖାଯାଏ ତେବେ ଏହା ଅତ୍ୟନ୍ତ ଶୁଭ ଦାୟୀ ହୋଇଥାଏ।ଦେବୀ ଲକ୍ଷ୍ମୀ ଧନର ଦେବୀ ଅଟନ୍ତି ଏବଂ ଭଗବାନ କୁବେର ଆୟୁ ପ୍ରଦାନ କରିଥାନ୍ତି।କୁବେର ଦେବଙ୍କ ପ୍ରତିମା ଉତର ଦିଗରେ ସ୍ଥାପିତ କରନ୍ତୁ।

ଚତୁର୍ଥରେ ଘରେ ରଖନ୍ତୁ ଏକ ଶଙ୍ଖ।ବସ୍ତୁ ଶାସ୍ତ୍ର ଅନୁସାରେ ବାସ୍ତୁ ଦୋଷକୁ ଦୂର କରିବାପାଇଁ ଶଙ୍ଖ ମଧ୍ୟ ଏକ ମହତ୍ୱପୂର୍ଣ ବସ୍ତୁ ଅଟେ।ଏହାର ଧ୍ଵନି ଘରେ ଥିବା ସମସ୍ତ ନକରତ୍ମକ ଉର୍ଜାକୁ ନଷ୍ଟ କରିଦେଇଥାଏ।ଏହା ସହିତ ଏହା ଘରର ଆଖ ପାଖରେ ସକାରାତ୍ମକ ଉର୍ଜା ଛାଡି ଥାଏ।ଶାସ୍ତ୍ର ଅନୁସାରେ ଯେଉଁ ଘରେ ମହାଲଷ୍ମୀଙ୍କ ହାତରେ ଶୋଭା ପାଉଥିବା ଦକ୍ଷିଣ ବର୍ତୀ ଶଙ୍ଖ ଥାଏ ସେଠାରେ ଲକ୍ଷ୍ମୀଙ୍କ ବାସ ଥାଏ।ଏହି ଘରେ ଦରିଦ୍ରତା ରହିନଥାଏ।

Leave a Reply

Your email address will not be published. Required fields are marked *