February 18, 2025

Odia Express

Leading Odia News Portal of Odisha

ଏହି ପାଞ୍ଚୋଟି ଲକ୍ଷଣ ଆମକୁ କହିଥାଏ କି କିଏ ଆମକୁ ହୃଦୟର ସହିତ ମନେ ପକାଉଛି ନା ନାହିଁ – ଏହି କଥା ଗୁଡିକ ଏବେ ଜାଣିରଖନ୍ତୁ

ଏହି ପାଞ୍ଚୋଟି ଲକ୍ଷଣ ଆମକୁ କହିଥାଏ କି ଆମକୁ କିଏ ହୃଦୟରୁ ମନେ ପକାଉଛି।ଆଜି ମୁଁ ଆପଣଙ୍କୁ କହିବି ଯେ ଭଲ ପାଇବାର ଏମିତି ପାଞ୍ଚୋଟି ଲକ୍ଷଣ ଯାହା କହିଥାଇ କି ଆମେ ଯାହାକୁ ହୃଦୟରୁ ଭଲ ପାଇଥାଉ କଣ ସେ ବି ଆମକୁ ମନେ ପକାଇଥାଏ।ବହୁତ ଲୋକ ନିଜ ଭାବନାକୁ ନିଜ ପାର୍ଟନରଙ୍କ ସାମ୍ନାରେ ରଖିପାରନ୍ତି ନାହିଁ ବା ତାଙ୍କୁ ମନେ ପକାଉଥିଲେ ମଧ୍ୟ କହିପାରନ୍ତି ନାହିଁ। ତ ଆସନ୍ତୁ ଜାଣିବା ସେହି ପାଞ୍ଚୋଟି ଲକ୍ଷଣ ବିଷୟରେ ଯିଏ କହିବ କି ସେ ମଧ୍ୟ ଆମକୁ ମନେ ପକାଉଛନ୍ତି ନା ନାହିଁ।

୧-ଅଚାନକ ତାଙ୍କର ଧାରଣା ମନକୁ ଆସିବା-: ଏମିତି କୁହାଯାଏ କି ଯଦି ଆପଣଙ୍କୁ ଅଚାନକ ତାଙ୍କର ଧାରଣା ମନକୁ ଆସେ ତ ଏହା ଏକ ସଂକେତ ହୋଇଥାଏ କି ସେ ଆପଣଙ୍କୁ ହୃଦୟରୁ ମନେ ପକାଇଥାନ୍ତି।ବହୁତ ଲୋକଙ୍କ ସହ ଏହା ହୋଇଥାଏ କି ସେମାନେ କେଉଁଠି ଏକୁଟିଆ ବସିଥିବେ ଓ ତାଙ୍କ କଥା ମନେ ପଡ଼ିଯାଏ ବା ଭିଡ଼ ଭିତରେ ତାଙ୍କର ଅନୁଭବ ହେବାକୁ ଲାଗେ ତ ବୁଝିଯିବେ ଯେ ଆପଣଙ୍କ ସାଥୀ ଆପଣଙ୍କୁ ମନେ ପକାଉଛି।

୨- ତାଙ୍କର ଆପଣଙ୍କ ସ୍ଵପ୍ନରେ ଆସିବା-: କେତେ ଲୋକଙ୍କର ଏହା ବି ଧାରଣା ଯେ ଯଦି ଆପଣକଂ ସାଥୀ ଆପଣଙ୍କ ସ୍ଵପ୍ନରେ ବାରମ୍ବାର ଆସୁଚି ତ ଏହାର ଅର୍ଥ ଯେ ସେହି ଲୋକ ଆପଣକୁ ହୃଦୟର ସହିତ ମନେ ପକାଉଛି।କୁହାଯାଏ କି ଯେତେବେଳେ କୌଣସି ଲୋକ ସବୁବେଳେ କାହା ବିଷୟରେ ଭାବୁଥାଏ ଓ ସବୁବେଳେ ମନରେ ହଜିଯାଏ ତ ସେହି ଲୋକ ଆପଣଙ୍କୁ ସ୍ଵପ୍ନରେ ଦେଖା ଦେଇଥାଏ।

୩- ହେକୁଡି ଆସିବା-: କେତେକ ଲୋକଙ୍କର କହିବା ଅନୁଯାୟୀ ଯେବେ ଆପଣକଂ ସାଥୀ ଆପଣଙ୍କୁ ହୃଦୟର ସହିତ ମନେ ପକାଉଥାଏ ତ ଆପଣଙ୍କୁ ହେକୁଡ଼ୀ ଆସିଥାଏ।ଏହା କୁହାଯାଏ କି ଯଦି ଆପଣଙ୍କୁ କିଏ ମନ ପ୍ରାଣ ସହିତ ମନେ ପକାଉଥାଏ ତ ସେ ତାର ଭାଇବ୍ରେସନ ଆପଣକଂ ପାଖକୁ ପଠାଇଥାଏ ଓ ସେହି ଭାଇବ୍ରେସନ ଯେବେ ଆପଣଂକ ହୃଦୟକୁ ଛୁଇଁଥାଏ ସେତେବେଳେ ହେକୁଡୀ ଆସିଥାଏ।

୪- ତାଙ୍କ ଭଳି ବା ତାଙ୍କର କୋଉ ଜିନିଷ ବାରମ୍ବାର ସାମ୍ନାକୁ ଆସିବା-: ଏମିତି ବି କୁହାଯାଏ କି ଯେବେ ଆପଣ କେବେ ଏକୁଟିଆ ଥିବେ ବା ଭିଡ଼ ଭିତରେ ଥିବେ ତ ଅଚାନକ ଆପଣଙ୍କୁ ତାଙ୍କ ଭଳିଆ ବା ତାଙ୍କର କୋଉ ଜିନିଷ ନଜର ଆସିବାକୁ ଲାଗେ ତ ଏହା ବି ଏକ ସଂକେତ ହୋଇଥାଏ କି ଆପଣଙ୍କ ସାଥୀ ଆପଣଙ୍କୁ ମନେ ପକାଉଛି।

୫- କଣ୍ଟାକ୍ଟ କରିବାର ଚେଷ୍ଟା କରିବା-: ଆମେ ଯାହାକୁ ଭଲ ପାଇଥାଏ ସେ ବା ଯାହାକୁ ପାଇବାର ଇଚ୍ଛା କରିଥାଏ ସେ ଯଦି କୌଣସି ବି ପ୍ରକାରେ ଆପଣକୁ କଣ୍ଟାକ୍ଟ କରିବା ପାଇଁ ଚେଷ୍ଟା କରୁଛି ଯେପରି ମେସେଜ ବା କଲ।କୌଣସି ନା କୌଣସି ପ୍ରକାରେ ସେ ଆମ ସହିତ କଥା ହେବା ପାଇଁ ଚେଷ୍ଟା କରୁଛି ତ କୁହାଯାଏ କି ସେ ବି ଆମକୁ ହୃଦୟର ସହିତ ମନେ ପକାଉଥାଏ।

Leave a Reply

Your email address will not be published. Required fields are marked *