January 18, 2025

Odia Express

Leading Odia News Portal of Odisha

କୁମ୍ଭ ରାଶିର ପୁରା ଜୀବନର ମହତ୍ୱପୂର୍ଣ୍ଣ ଭବିଷ୍ୟବାଣୀ,ଶିକ୍ଷା, ରୋଜଗାର,ବିବାହ – କୁମ୍ଭ ରାଶିର ହେଇଥିଲେ ନିଶ୍ଚୟ ପଢନ୍ତୁ ଏହି କଥା..

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ କୁମ୍ଭ ରାଶିର ସମ୍ପୂର୍ଣ୍ଣ ଜୀବନର ଭବିଷ୍ୟବାଣୀ କହିବି।କେଉଁ କେଉଁ ମହତ୍ୱପୂର୍ଣ୍ଣ ଘଟଣା ଜୀବନରେ ଘଟି ଯାଇଚି ବା ଘଟିବାକୁ ଯାଉଚି ତାହା ମଧ୍ୟ କହିବି।କୁମ୍ଭ ରାଶିର ବ୍ୟକ୍ତିମାନେ ସୁଖଦ ଜୀବନ ବିତାଇ ଥାଆନ୍ତି।ଏମାନେ ଗୁପ୍ତ କାର୍ଯ୍ୟକୁ କୁଶଳତା ପୂର୍ବକ ସମ୍ପନ୍ନ କରିଥାନ୍ତି।ଏମାନେ ସବୁବେଳେ ଧନ ପ୍ରତି ଆଗ୍ରହ ଦେଖାଇ ଥାଆନ୍ତି।ଏମାନେ ବହୁତ ଜଲଦି ସଫଳତା ପାଇଥାନ୍ତି।କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ଶରୀର ଘଡା ଭଳି ଗୋଲ ହୋଇଥାଏ।ଏମାନଙ୍କ ଆର୍ଥିକ ସ୍ଥିତିରେ ଅସ୍ଥିରତା ଦେଖା ଦେଇଥାଏ।

କୁମ୍ଭ ରାଶି ରାଶିଚକ୍ରର ୧୨ତମ ରାଶି।ଏହି ରାଶିର ସ୍ବାମୀ ଶନିଦେବ ହୋଇଥାନ୍ତି।ଏହି ରାଶିର ଇଷ୍ଟଦେବ ଭଗବାନ ଶଙ୍କର ହୋଇପାରନ୍ତି ବା ହନୁମାନ ହୋଇପାରନ୍ତି।ଏହି ରାଶିର ମିତ୍ର ରାଶି ମାନେ ହୋଇଥାନ୍ତି ବୃଷ ରାଶି,ମିଥୁନ ରାଶି,କୁମ୍ଭ ରାଶି,ତୁଳା ରାଶି,ଧନୁ ରାଶି,ମକର ରାଶି।ଏହି ରାଶିମାନଙ୍କର ଶତ୍ରୁ ରାଶି ହେଉଛି କର୍କଟ ରାଶି,ବିଛା ରାଶି।ଏହି ରାଶିମାନଙ୍କ ପାଇଁ ଶୁଭ ରଙ୍ଗ ହେଉଛି କଳରଙ୍ଗ,ହଳଦିଆ ରଙ୍ଗ,ଧଳାରଙ୍ଗ ଓ ନୀଳ ରଙ୍ଗ।ଏମାନଙ୍କ ପାଇଁ ଶୁଭ ଅଙ୍କ ହେଉଛି ୨,୩,୬,୭,୧୦,୧୧।ଏହି ରାଶିର ସମ୍ବନ୍ଧିତ ବସ୍ତୁ ହେଉଛି ଭୂମି,ସୁନା, ରୂପା ଇତ୍ୟାଦି।

କୁମ୍ଭ ରାଶିର ସ୍ବାମୀ ହୋଇଥାଏ ଓ ଏମାନଙ୍କ ଉପରେ ସର୍ବଦା ଗୁରୁଙ୍କ ଆଶୀର୍ବାଦ ରହିଥାଏ।ଏମାନେ ଦୂରଦୃଷ୍ଟି ସ୍ୱଭାବର ବ୍ୟକ୍ତି ହୋଇଥାନ୍ତି।ଏମାନେ ବ୍ୟବସାୟ କ୍ଷେତ୍ରରେ ପାରଙ୍ଗମ ହୋଇଥାନ୍ତି।ଏମାନଙ୍କ ପାଇଁ ସବୁଠୁ ଉତ୍ତମ ପ୍ରଫେସନ ପଢ଼ାଇବା ହୋଇଥାଏ।ନହେଲେ କୋର୍ଟ କଚେରି ଆଦିରେ ଓକିଲ ବା ଯଜ ହେବା ବୈଜ୍ଞାନିକ ହେବା,ଗୁପ୍ତଚର ହେବା ଆଦି।ଏମାନଙ୍କ ଭାଗ୍ୟର ଉଦୟ ୨୮ ବର୍ଷରୁ ଆରମ୍ଭ ହୋଇଥାଏ।କୁମ୍ଭ ରାଶିର ବ୍ୟକ୍ତି ମାନଙ୍କୁ ମଦ ଆଦିରୁ ଦୂରେଇ ରହିବା ନିହାତି ଜରୁରୀ।ଅତ୍ୟଧିକ ଥଣ୍ଡା ଜାତୀୟ ଦ୍ରବ୍ୟ ସେବନ କରିବା ମଧ୍ୟ ଉଚିତ ନୁହେଁ।ଆପଣ ମାନେ ଖାଦ୍ୟ ପଦାର୍ଥ ସେବନ ଉପରେ ସନ୍ତୁଳନ ବଜାୟ ରଖିବା ଉଚିତ।

ଆପଣଙ୍କୁ ଦୀର୍ଘଯିବି ପାଇଁ ନିଶ୍ଚିତ ରୂପରେ ବ୍ୟାୟାମ କରିବାର ଆବଶ୍ୟକତା ରହିଛି।ଏମାନଙ୍କ ଭଲ ପାଇବାରେ ଛଳନା ଆଦି ନଥାଏ।ଏମାନେ ନିଜ ପତ୍ନୀଙ୍କୁ ସବୁ ପ୍ରକାର ସୁଖସୁବିଧା ପ୍ରଦାନ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥାନ୍ତି।ଯଦି ଇଏ ସ୍ତ୍ରୀ ହୋଇଥାନ୍ତି ତ ନିଜ ପତିଙ୍କୁ ସବୁ ପ୍ରକାର ସୁଖସୁବିଧା ଯୋଗାଇବା ପାଇଁ ପ୍ରୟାସ କରିଥାନ୍ତି।ଏମାନଙ୍କ ବୌଦ୍ଧିକ କ୍ଷମତା ଆପେ ଆପେ ବିକଶିତ ହୋଇଥାଏ।ବିପରୀତ ସମୟରେ ମଧ୍ୟ ଏମାନେ ନିଜ ସାଥିଙ୍କ ସହିତ ଧୋକା କରନ୍ତି ନାହିଁ।କୁମ୍ଭ ରାଶି ମାନଙ୍କର ଦାମ୍ପତ୍ୟ ଜୀବନ ପ୍ରାୟ ସୁଖମୟ ହୋଇଥାଏ।ଏମାନେ ବିପରୀତ ଲିଙ୍ଗ ପ୍ରତି ସର୍ବଦା ଆକର୍ଷିତ ରହିଥାନ୍ତି।

Leave a Reply

Your email address will not be published. Required fields are marked *