November 1, 2024

Odia Express

Leading Odia News Portal of Odisha

ଗଳାର କଷ୍ଟ ତଥା ଶୁଖିଲା କାଶ ଏକଦମ ଦୂର ହେଇଯିବ ମାତ୍ର ଏହି ଉପାୟ ଚେଷ୍ଟା କରନ୍ତୁ – ଘରେଲୁ ଉପାୟ

ଆଜି ଆମେ ଆପଣଙ୍କ ପାଖରେ ଏକ ସାଧାରଣ ସମସ୍ୟା ମାତ୍ର ଏକ ଗୁରୁତ୍ତ୍ୱପୂର୍ଣ ସମସ୍ୟାର ସମାଧାନ ନେଇକି ଆସିଛୁ। ଆମ ଦୈନନ୍ଦିଜ ଜୀବନରେ ଲୋକ ମାନଙ୍କର ଗଳା ସମ୍ବନ୍ଧୀୟ ଅନେକ ସମସ୍ୟା ରହିଥାଏ ଆଉ ଆମକୁ ତାହା ଲାଗି ବି ନଥାଏ କି ତାହା ଏକ ଗୁରୁତ୍ତ୍ୱପୂର୍ଣ ସମସ୍ୟା ଥାଏ।ଆମ ଗଳାରେ ବହୁତ ସମୟରେ ବନ୍ଧୁରତା ଆସିଯାଏ ଆଉ ଆମକୁ ତାହା ବହୁତ କଷ୍ଟ ଦେଇଥାଏ ଆଉ ଆମ ଆବାଜ ଭାରି ହେଇ ଯାଏ ଯାହା ଆମ ପାଇଁ ଆହୁରି କଷ୍ଟ ଦାୟକ ହେଇଥାଏ ଆଉ ଆମପାଇଁ ଏହା ଅନେକ କ୍ଷତିକାରକ ହେଇ ଥାଏ।

ଆମେ ଏହାର ପ୍ରତିବନ୍ଧକ ସ୍ୱରୂପ ଅଦା ପାଣି ନେଇଥାଉ ଅଥବା ଅଦା ହି ଖାଇଯାଉ।ଏହା ଆମ ଇନଫେକ୍ସନ କୁ ବଢ଼େଇ ଦେଇଥାଏ ଯାହା ଆମ ପାଇଁ ଆହୁରି ସାଂଘାତିକ ହେଇଯାଇଥାଏ।ଆମେ ତାହା ବୁଝି ପାରି ନଥାଉ।ଆମେ ଆହୁରି ଅନେକ ଘରୋଇ ପ୍ରଣାଳୀ ଆପଣେଇ ଥାଉ ମାତ୍ର ତାହା କାମ କରିନଥାଏ।ଆଜି ଆମେ ଆପଣଙ୍କ ପାଖରେ ଏକ ଏପରି ପୁରୁଣା ତଥା ପ୍ରଭାବଶାଳୀ ପ୍ରକ୍ରିୟା ନେଇକି ଆସିଛୁ ଯାହା ଆପଣଙ୍କ ଏହି ସମସ୍ୟାକୁ ଦୁରେଇ ଦେଇ ପାରିବ।ଏହା ଆପଣଙ୍କର ଜେଜେ ବାପା ତଥା ଜେଜେ ମା ମାନଙ୍କର ପ୍ରଣାଳୀ ଅଟେ ଆଉ ତାହା ସର୍ବଦା ପ୍ରଭାବଶାଳୀ ଅଟେ।

ଆପଣ ଏହି ପ୍ରକ୍ରିୟା କରିବା ପାଇଁ ଏକ ଗ୍ଲାସରେ ହାଲକା ଗରମ ପାଣି ନିଅନ୍ତୁ।ଜାଣି ରଖନ୍ତୁ କି ଆପଣ ହାଲକା ଗରମ ପାଣି ହି ନେବେ।ଆପଣଙ୍କ ପାଗ ଯଦି ଥଣ୍ଡା ହେଇ ନଥିବ ତାହେଲେ ଆପଣ ତାକୁ ଜମା ବି ଅଧିକ ଗରମ କରିବେ ନାହିଁ।ଆପଣ ହାଲକା ଗରମ ପାଣି ନେଇ ସେଥିରେ ୨ରୁ ତିନି ଚିମୁଟା ଲୁଣ ପକାନ୍ତୁ ଆଉ ତାକୁ ଛାଡି ଦିଅନ୍ତୁ।ସେଥିରେ ଆପଣ ଚାହିଁବେ ତ ଗୋଟେ ଚିମୁଟା ହଳଦୀ ବି ପକାଇ ପାରିବେ।ହଳଦୀ ବେସି ପକାଇବା ଦରକାର ନାହିଁ କାରଣ ଆମେ ଆମ ଖାଦ୍ୟ ପଦାର୍ଥ ମାନଙ୍କରେ ଯେତିକି ହଳଦୀ ଖାଇଥାଉ ତାହା ଯଥେଷ୍ଟ ହେଇଥାଏ ଆଉ ଅଧିକ ହଳଦୀ ଖାଇବା କିଛି ଦରକାର ନାହିଁ।ଆପଣ ବାସ ଗୋଟେ ଚିମୁଟା ହି ହଳଦୀ ପକାନ୍ତୁ ଆଉ ତାକୁ ଗୋଳାନ୍ତୁ।ସେହି ମିଶ୍ରଣକୁ ଆପଣ କୁଲା କରନ୍ତୁ ଆଉ ତାହା ଦିନକୁ ଥରେ କରନ୍ତୁ। ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେଇ ପାରେ।

ଏହି ହଳଦୀ ଥିବା ପାଣି ଆପଣ ଘରେ ଯଦି କେହି ଗର୍ଭବତୀ ମହିଳା ଥାଆନ୍ତି ତାଙ୍କୁ ଦିଅନ୍ତୁ ନାହିଁ କାରଣ ସେମାନଙ୍କ ପାଇଁ ଏହା କ୍ଷତିକାରକ ହେଇ ଥାଇପାରେ।ଆପଣ ବାସ ନିଜେ ହି ଏହାକୁ ବ୍ୟବହାର କରନ୍ତୁ।ଯଦି ଆପଣଙ୍କ ପେଟରେ ଷ୍ଟୋନ ଅଛି ତାହେଲେ ବି ଆପଣ ହଳଦୀ ନିଅନ୍ତୁ ନାହିଁ କାରଣ ହଳଦୀ ଭିତରେ ବହୁତ ଅଧିକ ଗରମ ଥାଏ ଆଉ ତାହା ଆମ ଶରୀରର ତାପମାତ୍ରା ବହୁତ ଅଧିକ କରାଇ ଦେଇଥାଏ।ଆପଣ ବାସ ନିଜ ପାଇଁ ନିଅନ୍ତୁ ଆଉ ତାହା ଆପଣଙ୍କ ପାଇଁ ପ୍ରଭାବଶାଳୀ ହେଇପାରେ।ଯଦି ଆପଣ ଥଣ୍ଡା ଜଳବାୟୁ ବିଶିଷ୍ଟ ଜାଗାରେ ରୁହନ୍ତି ତ ଆପଣ ଆରାମ ରେ ଏହା ନେଇ ପାରିବେ।

Leave a Reply

Your email address will not be published. Required fields are marked *