May 19, 2025

Odia Express

Leading Odia News Portal of Odisha

କେବେ ଦେଖିନଥିବେ କି ୨ ମିନିଟରେ ଦାନ୍ତ ଏପରି ଧଳା ହୋଇପାରେ – ଆପଣ ବି ଜାଣି ନିଅନ୍ତୁ..

ସାଙ୍ଗମାନେ ଆଜି ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଆପଣଙ୍କ ଅପରିଷ୍କାର ହଳଦିଆ ଦାନ୍ତ କିମ୍ବା ପାନ,ଗୁଟକା ଆଦିର ଚିହ୍ନ ଯାହା ଦାନ୍ତରେ ରହିଯାଇଥାଏ ତାହା ଆଜିକାଲି ଯେଉଁ ପେଷ୍ଟ ଆସିଥାଏ ସେଥିରେ ସହଜରେ ବାହାରିବ ନାହିଁ।ଏଥିପାଇଁ ଏମିତି କୌଣସି ପେଷ୍ଟ ନାହିଁ ଯାହା ଆପଣଙ୍କ ହଳଦିଆ ଦାନ୍ତକୁ ଏକାଥରେ ଧଳା କରିଦେବ।ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ଏମିତି ଏକ ନୁଷ୍କା ଯାହା ଆପଣ ଯଦି ବ୍ୟବହାର କରିବେ ଥରେ ତାହେଲେ ଆପଣଙ୍କୁ ବହୁତ ଭଲ ରିଜଲ୍ଟ ମିଳିବ ଏବଂ ଆପଣଙ୍କ ଦାନ୍ତ ଧଳା ହୋଇଯିବ ଏବଂ ଏହା ସହିତ ଯଦି ପାନ,ତମ୍ବାକୁ ଆଦିର ଦାଗ ମଧ୍ୟ ବହୁତ ସହଜରେ ବହାରିଯିବ।ଦେଖିବାରେ ଏବଂ ଶୁଣିବାର ଏହି ନୁଷ୍କା ଆପଣଙ୍କୁ ବହୁତ ଅବାଗିଆ ଲାଗିପାରେ କିନ୍ତୁ ଆପଣ ଯେବେ ଏହାର ଗୋଟେ ଥର ବ୍ୟବହାର କରିବେ ତେବେ ଜାଣିଜିବେ ଏହି ନୁଷ୍କା ସତରେ ଆପଣଙ୍କ ପାଇଁ କାମ କରିଥାଏ।

ଏହାକୁ ତିଆରି କରିବା ପାଇଁ ପ୍ରଥମେ ଆମେ ଯାହା ବ୍ୟବହାର କରିବା ତାହା ହେଉଛି କୋଇଲା।ଯଦି ଆପଣଙ୍କୁ କୋଇଲା ଦରକାର ତାହେଲେ ଆପଣ କୋଣସିବି କାଠକୁ ଜଳାଇ ଦିଅନ୍ତୁ ଏବଂ ଆପଣଙ୍କୁ ଏହିପ୍ରକାରର କୋଇଲା ମିଳିଯିବ।ଏବେ ଆପଣ ଏହି କୋଇଲକୁ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ।ଏହି କୋଇଲା ପାଉଡରରେ ଆମେ ୧ ରୁ ୨ ଟି ଜିନିଷ ମିସେଇବା।ତ ଆସନ୍ତୁ ଜାଣିବା ଆପଣ ଏହାର ବ୍ୟବହାର କିପରି କରିବେ।

ନୁଷ୍କାକୁ ତିଆରି କରିବା ପାଇଁ ପ୍ରଥମେ ଆପଣ ଏକ ଜାଗା ନିଅନ୍ତୁ ଏବଂ ସେଥିରେ ଆପଣଙ୍କୁ ପାଖାପାଖି ୧ ଚାମଚ କୋଇଲା ନବାର ଅଛି।ଏହାପରେ ଦ୍ୱିତୀୟ ଜିନିଷ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯାହା ମିସେଇବେ ତାହା ହଉଛି ବେକିଂ ସୋଡା।ଧ୍ୟାନ ରଖିବେ ଏହି ସୋଡା ଯାହା ଆମେ ଖାଇବାରେ ବ୍ୟବହାର କରୁ ସେହି ସୋଡା ଅଟେ ଯାହାକୁ ଆମେ ଖାଇବା ସୋଡା ମଧ୍ୟ କହିଥାଉ।ଅଧା ଚାମଚ ପାଖାପାଖି ସୋଡା ଆପଣ ନିଅନ୍ତୁ ଏବଂ ଏଥିରେ ଭଲ ଭାବରେ ମିଶେଇ ଦିଅନ୍ତୁ।ଏହାପରେ ଯେଉଁ ଜିନିଷ ଦରକାର ହେବ ତାହା ହେଉଛି ଲେମ୍ବୁ କାରଣ ଆମେ ଯେଉଁ ସୋଡା ନେଇଛୁ ତାହାକୁ ଆକ୍ଟିଭ କରିବା ପାଇଁ ଖଟା ପଦାର୍ଥର ଆବଶ୍ୟକ ହୋଇଥାଏ ତାହେଲେ ହି ଏହା ଆମ ଦାନ୍ତରେ ପ୍ରଭାବ ପକାଇବ।ଏହା ସହିତ ଆମେ ଆପଣଙ୍କୁ ଏହା ବି କହିବୁ କି ଏହାର ବ୍ୟବହାର କିପରି କରିବା।

ଏହା ଫଳରେ ଆପଣଙ୍କୁ ଅନ୍ୟ ସମସ୍ୟା ମଧ୍ୟ ସମ୍ମୁଖୀନ କରିପାରନ୍ତି।ତ ଆପଣ ଜାଣି ରଖନ୍ତୁ ସେହି ସାଇଡ ଇଫେକ୍ଟ କେଉଁ ପ୍ରକାର ହେବ ଏବଂ କେମିତି ଏହାର ବ୍ୟବହାର କରିବା।ଏଠି ପାଖାପାଖି ୧ ରୁ ଦେଢ଼ ଚାମଚ ପାଖାପାଖି ଲେମ୍ବୁ ରସ ମିସେଇବା।ଯେତେବେଳେ ଆପଣ ଏହାକୁ ମିସେଇବେ ଏଥିରେ ଫେଣ ଉଠିବା ଆରମ୍ଭ ହୋଇଯିବ।ଏହାପରେ ଏହାକୁ ଭଲ ଭାବରେ ମିଶାନ୍ତୁ ଏବଂ ଟିକେ ସମୟ ରୁହନ୍ତୁ ଯେତେଯାଏ ଏହି ଫେଣ ନ ସରିଛି।ଏହାପରେ ଏଥିରୁ ୧ ଚାମଚ ନିଅନ୍ତୁ ଏବଂ ଏଥିରେ ପାଖାପାଖି ଅଳ୍ପ ପେଷ୍ଟ ପକାନ୍ତୁ ଏବଂ ଏହାପରେ ନିଜ ବ୍ରସ ନେଇ ଏହାର ମିଶ୍ରଣକୁ ଦାନ୍ତରେ ଘସନ୍ତୁ।ଏହାଦ୍ୱାରା ଆପଣଙ୍କ ସମସ୍ତ ଦାଗ ଠିକ ହୋଇଯିବ ଏବଂ ଦାନ୍ତ ପୁରା ସଫା ହୋଇଯିବ।

Leave a Reply

Your email address will not be published. Required fields are marked *