February 14, 2025

Odia Express

Leading Odia News Portal of Odisha

ଶନିବାର ଦିନ ଏହି ତିନୋଟି ଜିନିଷ ଘରକୁ ଆଣନ୍ତୁ – ମାତ୍ର କିଛି ଦିନ ରେ ଆପଣଙ୍କ ଭାଗ୍ୟ ବଦଳିବାକୁ ଲାଗିବ..

ସାଙ୍ଗମାନେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯଦି ଆପଣ ଶନିବାର ଦିନ ଏହି ତିନୋଟି ଜିନିଷ ଘରକୁ ଆଣନ୍ତି ତ ସାଙ୍ଗମାନେ ଆପଣ ସାକ୍ଷାତ ମହାଲକ୍ଷ୍ମୀଙ୍କୁ ନିଜ ଘରକୁ ଆଣନ୍ତି।ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଏମିତି କେଉଁ ଜିନିଷ ଶନିବାର ଦିନ ଘରକୁ ଆଣିଲେ ଘରୁ ଗରିବୀ ଦୂର ହୋଇଥାଏ। ତ ଆସନ୍ତୁ ଆଜିର ଆଲୋଚନା ଆରମ୍ଭ କରିବା।

ସାଙ୍ଗମାନେ ଆଜିର ଦୁନିଆରେ ଏମିତି କେଉଁ ଲୋକ ନାହିଁ ଯିଏ ନିଜ ଘରର ଗରିବୀ ଦୂର କରିବା ପାଇଁ ଚାହେଁନା।ପ୍ରତି ବ୍ୟକ୍ତିର ମନରେ ଏହି ଚିନ୍ତା ଥାଏ ଯେ ସେ କିପରି ନିଜ ଘରର ଗରିବୀ ଦୂର କରିବ।ଯଦି ଘରେ ଗରିବୀ ରହିଥାଏ ତ ଘରେ ଦୁଇ ବେଳର ଖାଇବା ବି ତିଆରି ହୋଇ ପାରିନଥାଏ।ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।ଘରର ଗରିବୀ ଘରର ବିନାଶ କରିଥାଏ।ଏଥିପାଇଁ ଚାଣକ୍ୟ କହିଛନ୍ତି ଯେ କିଛି ଏପରି ଜିନିଷ ରହିଛି ଯାହା ସକାରାତ୍ମକତା ବଢାଇଥାଏ।

ପ୍ରଥମ:- ଆପଣ ନିଜ ଘରେ ଗଙ୍ଗାଜଳ ନିଶ୍ଚୟ ରଖନ୍ତୁ।ଘରର ପୂଜା ସ୍ଥାନରେ ଗଙ୍ଗାଜଳ ରହିବା ବହୁତ ଶୁଭ ହୋଇଥାଏ।ହିନ୍ଦୁ ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣ ଗଙ୍ଗଜଳକୁ ପୂଜା ଘରେ ରଖୁଛନ୍ତି ତ ଏହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ।ଯଦି ଆପଣ ଏହି କାମକୁ ଶନିବାର ଦିନ କରିବେ ତ ଆପଣଙ୍କୁ ବହୁତ ଭଲ ଫଳ ମିଳିବ।ଆପଣ ପ୍ରତିଦିନ ଘରେ ସକାଳେ ଓ ସନ୍ଧ୍ୟାରେ ଗଙ୍ଗାଜଳ ନିଶ୍ଚୟ ଛିଞ୍ଚନ୍ତୁ।ଏପରି କରିବା ଦ୍ବାରା ଘରୁ ନକାରାତ୍ମକ ଶକ୍ତି ବାହାରି ଯାଇଥାଏ।

ଦ୍ବିତୀୟ:- ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ ଯେଉଁ ବ୍ୟକ୍ତି ଶନିବାର ଦିନ ଘରେ ନୂଆ ଝାଡୁ ଆଣିଥାଏ ସେହି ଘରର ଗରିବୀ ଦୂର ହୋଇଥାଏ।ମା ଲକ୍ଷ୍ମୀଙ୍କର ଦ୍ଵିତୀୟ ରୂପ ହେଉଛି ଝାଡୁ।କାରଣ ଘରର ସଫା ସୁତୁରାରେ ଝାଡୁର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।ଘରର ନକରାତ୍ମକ ଶକ୍ତି ଓ ଅଳିଆ ଦୂର କରିଥାଏ ଝାଡୁ।ଝାଡୁ ଏକ ପବିତ୍ର ଜିନିଷ ହୋଇଥାଏ।ଯଦି ଆପଣ ଶନିବାର ଦିନ ଘରକୁ ଝାଡୁ ଆଣନ୍ତି ତ ଏହା ବହୁତ ଶୁଭ କାର୍ଯ୍ୟ ହୋଇଥାଏ।ଏପରି କରିବା ଦ୍ବାରା ଘରେ ସକାରାତ୍ମକ ଶକ୍ତି ଆସିଥାଏ।

ତୃତୀୟ:- ଆଚାର୍ଯ୍ୟ ଚାଣକ୍ୟ ଅନୁସାରେ ଘରେ ଶନିବାର ଦିନ ନୂଆ ଖଟିଆ ଆଣନ୍ତୁ।ଏହାଦ୍ବାରା ଆପଣଙ୍କ ଘରର ପବିତ୍ରତା ବଜାୟ ରହିବ।ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ।ଆପଣ ନିଜ ଘରୁ ନକରାତ୍ମକ ଶକ୍ତି ବାହାର କରିବା ପାଇଁ ସକ୍ଷମ ହେବେ।ତେଣୁ ସାଙ୍ଗମାନେ ଶନିବାର ଦିନ ଘରେ ନୂଆ ଖଟିଆ ଆଣିବା ଶୁଭ ହୋଇଥାଏ।ଆପଣ ମାନେ ମଧ୍ୟ ଶନିବାର ଦିନ ଘରକୁ ଖଟିଆ ନିଶ୍ଚୟ ଆଣନ୍ତୁ ଯାହାଦ୍ଵାରା ଆପଣଙ୍କ ଘରୁ ଗରିବୀ ହଟିଯିବ।

Leave a Reply

Your email address will not be published. Required fields are marked *