February 18, 2025

Odia Express

Leading Odia News Portal of Odisha

୧୦ଟି ମଜଳିଆ ଏବଂ ସୁନ୍ଦର ପଜଲ – ଏହି ଚିତ୍ରରେ ପ୍ରଥମେ ଏକ ବ୍ୟକ୍ତିର ଚିତ୍ର ଦେଖା ଯାଇଛି ଏବଂ ଏହାପର ଚିତ୍ରରେ ଟ୍ରାଫିକ ଲାଇଟ ସବୁଜର ଚିତ୍ର ଦେଖାଯାଇଛି ଏହାକୁ ଦେଖି ଆପଣଙ୍କୁ ଏକ ଫଳ ନାମ ବତାଇବାର ଅଛି – ୯୯ ପ୍ରତିଶତ ଲୋକ ଫେଲ ହେଇଯିବେ..

ବନ୍ଧୁମାନେ ଆଜି ଆମେ ଏଠାରେ ଏକ ବହୁତ୍ ହିଁ ମଜାଦାର ଛବି ଖେଳଟିଏ ଖେଳିବା।ଏଥିରେ ଆପଣଙ୍କୁ କିଛି ଚିତ୍ର ଦେଖା ଯିବ ଓ ଆପଣ ମାନଙ୍କୁ ସେ ଚିତ୍ରଟିକୁ ନେଇ ଯେଉଁ ଜିନିଷର ନାମ ହେଉଛି କହିବାର ଅଛି।ଆପଣଙ୍କୁ ନାମଟି ଅନ୍ଦାଜ୍ ଲଗେଇବା ପାଇଁ ୧୦ ସେକେଣ୍ଡ ମିଳିବ, ତାପରେ ଆପଣ ଅଧିକ ସମୟ ନେଇ ଭାବି ପାରିବେ କିନ୍ତୁ ଜଲଦି ଉତ୍ତର ଦେଲେ ହିଁ ଅସଲି ଖେଳର ମଜା ଉଠେଇବେ।ଆଉ ୧୦ ସେକେଣ୍ଡ ଭିତରେ ସବୁ ଉତ୍ତର ଦେଇଦେଲେ ଆପଣ ବୁଦ୍ଧିମାନ ବ୍ୟକ୍ତି ଭାବେ ଗଣା ହେବେ।ତେବେ ଚାଲନ୍ତୁ ଆରମ୍ଭ କରିବା ଆଉ ଶେଷରେ ଆପଣ ନିଜ ସ୍କୋର ଗଣିବେ କେତୋଟି ଆପଣ ୧୦ ସେକେଣ୍ଡରେ କେହିଲେ ଏବଂ କେତୋଟି ଠିକ କହିଲେ।

ପଜଲ ନମ୍ବର ୧- ଆପଣଙ୍କୁ ଗୋଟେ କାର୍ ର ଚିତ୍ର ଦେଖା ଯାଉଛି ଏବଂ ଏକ ଠିକ୍ ଚିହ୍ନ ଦେଖାଯାଉଛି ଆପଣଙ୍କୁ, ଏଥି ମଧ୍ୟରୁ ଗୋଟେ ପିଲାର ନାମ ଭାବିବାର ଅଛି।

ଦଶ ସେକେଣ୍ଡ ପରେ ଦେଖିଦେବେ ଉତ୍ତର ହେଉଛି – କାର୍ତ୍ତିକ | ପ୍ରଥମ ଚିତ୍ରରେ କାର୍ ଦେଖା ଯାଇଛି ଓ ଦ୍ଵିତୀୟ ଚିତ୍ରରେ ଠିକ୍ ତ କାର୍+ଠିକ୍= କାର୍ତ୍ତିକ।

ପଜଲ ନମ୍ବର ୨- ଆପଣଙ୍କୁ ଗୋଟେ ଲୋକ ଦୌଡୁ ଥିବାର ଚିତ୍ର ଦେଖା ଯାଉଛି ଏବଂ ୩ ଲେଖା ହେଇଥିବାର ଦେଖା ଯାଉଛି, ଏଥି ମଧ୍ୟରୁ ଆପଣଙ୍କୁ ଗୋଟେ ଫିଲ୍ମ୍ ର ନାମ ଭାବିବାର ଅଛି।

ଦଶ ସେକେଣ୍ଡ ପରେ ଦେଖିଦେବେ ଉତ୍ତର ହେଉଛି – ରେସ୍ ୩ | ପ୍ରଥମ ଚିତ୍ରରେ ଲୋକଟି ଦୌଡୁଛି ତ ରେସ୍ ଏବଂ ୩ ସଂଖ୍ୟାରୁ ରେସ୍ +୩= ରେସ୍ ୩

ପଜଲ ନମ୍ବର ୩ :- ଆପଣଙ୍କ ସାମ୍ନାରେ ଏକ ଚିତ୍ର ଦେଖାଯାଇଛି ଯାହାକୁ ଦେଖି ଆପଣଙ୍କୁ ଏକ ଫଳ ନାମ ବତାଇବାର ଅଛି।ଏହି ଚିତ୍ରରେ ପ୍ରଥମେ ଏକ ବ୍ୟକ୍ତିର ଚିତ୍ର ଦେଖା ଯାଇଛି ଏବଂ ଏହାପର ଚିତ୍ରରେ ଟ୍ରାଫିକ ଲାଇଟ ସବୁଜର ଚିତ୍ର ଦେଖାଯାଇଛି।।ତେବେ ଏହାର ଉତ୍ତର ୧୦ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଆମ୍ବ।ପ୍ରଥମ ଚିତ୍ରରେ ଆପଣଙ୍କୁ ଏକ ବ୍ୟକ୍ତି ଦେଖା ଯାଇଛି ଯାହାର ଇଂରାଜୀ ଅର୍ଥ ହେବ ମ୍ୟାନ ଏବଂ ଦ୍ୱିତୀୟ ଚିତ୍ରରେ ଟ୍ରାଫିକର ସୁବଜ ରଙ୍ଗ ଦେଖାଯାଇଛି ଯାହାର ଅର୍ଥ ହେଉଛି ଯିବା ଏବଂ ଇଂରାଜୀରେ ଏହାର ଅର୍ଥ ହେଉଛି ଗୋ।ତେବେ ଏହାକୁ ମିଶାଇବା ଦ୍ୱାରା ଉତ୍ତର ହେବ ମ୍ୟାନଗୋ ଅର୍ଥାତ ଆମ୍ବ।

ପଜଲ ନମ୍ବର ୪- ଆପଣଙ୍କୁ ଗୋଟେ ଝିଅର କେଶ ଦେଖା ଯାଉଛି ଏବଂ ତାପରେ ଏକ ଯୋଦ୍ଧାର ଖଣ୍ଡା ଓ ଢାଲ,ଏହି ୨ଟି ଚିତ୍ରରୁ ଆପଣଙ୍କୁ ଗୋଟେ ଟିଭି ସିରିଆଲ୍ ର ନାମ ଭାବିବାର ଅଛି।

ଦଶ ସେକେଣ୍ଡ ପରେ ଦେଖିଦେବେ ଉତ୍ତର ହେଉଛି – ବାଲବିର୍ ପ୍ରଥମ ଚିତ୍ରରେ ବାଳର ଚିତ୍ର ଦେଖା ଯାଇଥିଲା ଓ ଦ୍ଵିତୀୟ ଚିତ୍ରରେ ବୀର ଯୋଦ୍ଧା, ତେଣୁ ବାଳ+ବୀର=ବାଲବିର୍

ପଜଲ ନମ୍ବର ୫-ଆପଣଙ୍କୁ ସୂର୍ଯ୍ୟଙ୍କ ଚିତ୍ର ଦେଖା ଯାଉଛି ଏବଂ ତାପରେ ଏକ ଦୀପର ଚିତ୍ର ଦେଖାଯାଉଛି, ଏଥି ମଧ୍ୟରୁ ଆପଣଙ୍କୁ ଗୋଟେ ପିଲାର ନାମ ଠଉରେଇବାର ଅଛି।

ଦଶ ସେକେଣ୍ଡ ପରେ ଦେଖିଦେବେ ଉତ୍ତର ହେଉଛି – ସନ୍ଦୀପ୍ ପ୍ରଥମ ଚିତ୍ରରେ ସୂର୍ଯ୍ୟ ଦେଖା ଯାଇଥିଲା ଓ ସୂର୍ଯ୍ୟଙ୍କୁ ଇଂରାଜୀରେ କୁହାଯାଏ ସନ୍ ଓ ଦ୍ଵିତୀୟ ଚିତ୍ରରେ ଦୀପ ଦେଖା ଯାଇଥିଲା, ସନ୍+ ଦୀପ= ସନ୍ଦୀପ୍

ପଜଲ ନମ୍ବର 6- ଆପଣଙ୍କୁ ଚନ୍ଦ୍ରର ଚିତ୍ର ଦେଖା ଯାଉଛି ଏବଂ ତାପରେ ଦା ଲେଖା ହେଇଥିବାର ଦେଖା ଯାଉଛି, ଏଥି ମଧ୍ୟରୁ ଆପଣଙ୍କୁ ଗୋଟେ ଝିଅର ନାମ କହିବାର ଅଛି।

ଦଶ ସେକେଣ୍ଡ ପରେ ଦେଖିଦେବେ ଉତ୍ତର ହେଉଛି – ଚାନ୍ଦା ପ୍ରଥମ ଚିତ୍ରରେ ଚନ୍ଦ୍ରର ଚିତ୍ର ଦେଖା ଯାଇଥିଲା ଓ ଦ୍ଵିତୀୟ ଚିତ୍ରରେ ଦା ତେଣୁ ଚନ୍ଦ୍ର+ଦା=ଚାନ୍ଦା

ପଜଲ ନମ୍ବର ୭- ଆପଣଙ୍କୁ ଗୋଟେ ତାରାର ଚିତ୍ର ଦେଖା ଯାଉଛି ଏବଂ ତା ସହ ଯୁକ୍ତ ଚିହ୍ନ ଦେଖା ଯାଉଛି, ଏଥି ମଧ୍ୟରୁ ଆପଣଙ୍କୁ ଗୋଟେ ଟିଭି ଚ୍ୟାନେଲର ନାମ କହିବାର ଅଛି।

ଦଶ ସେକେଣ୍ଡ ପରେ ଦେଖିଦେବେ ଉତ୍ତର ହେଉଛି – ଷ୍ଟାର୍ ପ୍ଲସ୍ ପ୍ରଥମ ଚିତ୍ରରେ ଆପଣଙ୍କୁ ତାରାର ଚିତ୍ର ଦେଖା ଯାଉଛି ଏବଂ ତାରାକୁ ଇଂରାଜୀରେ କୁହାଯାଏ ଷ୍ଟାର୍।ଦ୍ଵିତୀୟ ଚିତ୍ରରେ ଏକ ଯୁକ୍ତ ଚିହ୍ନ ରହିଛି ଯାହାକୁ ଇଂରାଜୀରେ ପ୍ଲସ୍ ବୋଲି କୁହାଯାଏ ତେଣୁ, ଷ୍ଟାର୍+ପ୍ଲସ୍= ଷ୍ଟାର୍ ପ୍ଲସ୍।

Leave a Reply

Your email address will not be published. Required fields are marked *