May 28, 2025

Odia Express

Leading Odia News Portal of Odisha

ସକାଳେ ଖାଲି ପେଟରେ ଲିମ୍ବ ପତ୍ର ଖାଇବାର ଫାଇଦା ଯାହା ଆପଣ ୧ କୋଟି ଟଙ୍କା ଖର୍ଚ୍ଚ କରି ବି ପାଇପାରିବେ ନାହିଁ..

ଆମ ଜୀବଜଗତ ପାଇଁ ଲିମ୍ବ ଗଛ ଏକ ବରଦାନ ସଦୃଶ ଅଟେ।ଏହାର ଚେର ହେଉ ଅଥବା ଏହାର ପତ୍ର।ଏହାର ଫଳ ହେଉ ଅଥବା ଏହାର ଛେଳି ଅଥବା ଏହାର ମଞ୍ଜି ସବୁକିଛି ଔଷଧୀୟ ଗୁଣରେ ଭରପୁର ହେଇଥାଏ ଆଉ ଏହାର ପ୍ରୟୋଜନ ଆୟୁରଭେଦରେ ବହୁତ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି।ଆଜି ଆମେ ଆପଣଙ୍କ ପାଖରେ ଲିମ୍ବ ଗଛ ତଥା ଏହାର ପତ୍ରର ଫାଇଦା ବାବଦରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଉପଯୋଗୀ ଅଟେ।

ଆପଣ ଯଦି ସକାଳୁ ଖାଲି ପେଟରେ ଲିମ୍ବର ଦୁଇଟି କୋମଳ ପତ୍ର ଖାଇ ନିଅନ୍ତି ତ ଆପଣଙ୍କ ଶରୀରକୁ ରୋଗ ଆଉ ସ୍ପର୍ଶ ବି କରିପାରିବ ନାହିଁ।ଏହାର ପତ୍ର ବହୁତ କୋମଳ ହେଇଥାଏ ମାତ୍ର ବହୁତ କଡା ତଥା ପିତା ହେଇଥାଏ। ଏହାକୁ ଖାଇବାରେ ଆମକୁ କଷ୍ଟ ହେଇ ପାରେ ମାତ୍ର ଏହାର ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଆମ ଶରୀରର ଅନେକ ଚର୍ମ ଜନିତ ରୋଗ ମାନଙ୍କୁ ନାଶ କରେ ଯାହା ଆମ ପାଇଁ ବହୁତ ଫାଇଦା ଦେଇଥାଏ।ଏହାକୁ ଆପଣ ଚୋବେଇ ଖାଇନପାରିଲେ ବି ଏହାକୁ ଆପଣ ସାମାନ୍ୟ ଭାବେ ପେଶୀ ନେଇ ଏହାର ରସ ବାହାର କରି ଏହାକୁ ଆପଣ ପିଇ ପାରିବେ ଆଉ ତା ପରେ ଆପଣ ପାଣି ପିଇ ପାରିବେ।

ଆପଣ ଦେଖିଥିବେ କି ଲିମ୍ବ ପତ୍ରରେ ହେଉ ଆଣ୍ଟି ଫଙ୍ଗାଲ ତଥା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଥାଏ ତାହା ଆମ ଶରୀର ପାଇଁ ରାମବାଣ ଭଳି କାମ କରିଥାଏ।ଆପଣ ଦେଖି ପାରିଥିବେ କି ଲିମ୍ବ ଗଛରେ କେବେ ପୋକ ଲାଗେ ନାହିଁ ଅଥବା ଏଥିରେ ପିମ୍ପୁଡି ଚଢନ୍ତି ନାହିଁ କାରଣ ଏହା ନିଜେ ହି ଏତେ ଲାଭକାରୀ ତଥା କଡା ହେଇଥାଏ କି ଏହାକୁ ଖାଇବା ପୋକ ମାନଙ୍କ ପାଇଁ ବି କେତେ କଷ୍ଟକର ହେଇଥାଏ। ଯାହାଙ୍କ ମୁହଁରେ କଳା ଦାଗ ଅଛି ଅଥବା ସ୍କିନ କିଛି ରୋଗ ହେଉଛି ସେମାନଙ୍କୁ ଲିମ୍ବ ପତ୍ର ନିଶ୍ଚୟ ଖାଇବା ଦରକାର ଅଥବା ଲିମ୍ବ ଜନିତ କିଛି ବି ଯେପରିକି ଫଳ ଅଥବା ଏହାର ଛେଳି ଖାଇବା ଅଥବା ତାକୁ ଫୁଟେଇ ତାହାର ପାଣି ନିହାତି ପିଇବା ଦରକାର ଯାହାଦ୍ୱାରା ତାହା ଆଉ ହେଇ ନଥାଏ। ଆପଣ କିଛି ବି ଉପାୟକୁ ସବୁଦିନ କରନ୍ତୁ ନାହିଁ ଆପଣ କିଛି ଦିନ କରନ୍ତୁ ତା ପରେ ଆପଣ ଗ୍ୟପ ନିଅନ୍ତୁ ଏହାଦ୍ୱାରା ଆପଣଙ୍କ ସ୍କିନ ପୁରା ଠିକ ହେଇପାରେ।

ଆପଣ କିଛି ଲିମ୍ବ ପତ୍ର ଆଣି ତାକୁ ଭଲ ଭାବରେ ପାଣିରେ ଧୋଇଦିଅନ୍ତୁ।ତା ପରେ ଆପଣ ତାକୁ କିଛି ପାଣି ଆଣି ସେଥିରେ ରଖି ଦିଅନ୍ତୁ ଆଉ ତା ପରେ ସେଥିରେ ଆପଣ ଭଲ ଭାବରେ ଫୁଟାନ୍ତୁ ଆଉ ତାକୁ ଆହୁରି ଭଲ ଭାବେ ଫୁଟାନ୍ତୁ। ଆପଣଙ୍କ ଦ୍ୱାରା ଯଦି ପତ୍ର ଚୋବେଇ ନ ହେଉଛି ତାହେଲେ ଆପଣ ତାକୁ ଏହିପରି ଭାବରେ ଫୁଟାନ୍ତୁ।ତା ପରେ ଆପଣ ତାକୁ ଛାଣି ନିଅନ୍ତୁ ଆଉ ଏକ ବୋତଲରେ ଭଲ ଭାବରେ ସାଇତି ରଖି ଦିଅନ୍ତୁ।ତା ପରେ ଆପଣ ତାକୁ ଭଲ ଭାବରେ ଛାଣି ପିଇ ପାରିବେ ଯାହା କି ଆପଣଙ୍କ ଶରୀର ପାଇଁ ବହୁତ ଫାଇଦା ଦେଇଥାଏ।ଆପଣ ଏହାକୁ ଗୋଟେ ଗ୍ଲାସ ପିଇବା କିଛି ଦରକାର ନାହିଁ ଆପଣ ବାସ ଦୁଇ କି ତିନି ଚାମଚ ହିଁ ପିଅନ୍ତୁ ଯାହାଦ୍ୱାରା କି ଆପଣଙ୍କ ଶରୀର ଠିକ ହେଇଯିବ।

Leave a Reply

Your email address will not be published. Required fields are marked *