February 13, 2025

Odia Express

Leading Odia News Portal of Odisha

୮ ବର୍ଷର ମଧ୍ୟରେ ଏତେ ବଦଳିଯାଇଛନ୍ତି ଟିଭି ଜଗତର ଏହି ଛୋଟ କ୍ରିଷ୍ଣା, ଫଟୋ ଦେଖିଲେ ଆପଣ ବି ଚିହ୍ନି ପାରିବେ ନାହିଁ – ଦେଖିଲେ ନିଶ୍ଚୟ ଖୁସି ଲାଗିବ ଆପଣଙ୍କୁ..

ସେମିତି ଛୋଟ ପର୍ଦାରେ ସିରିଆଲ୍ ତ ଆପଣ ନିଶ୍ଚିତ ଦେଖିଥିବେ, ସେମିତି ଦେଖିବାକୁ ଗଲେ ଛୋଟ ପର୍ଦାରେ ବହୁତ କମ୍ ବୟସର କଳାକାର କାମ କରିଥିବାର ନଜର ଆସିଥିବେ , କିଛି କିଛି ଖାସ୍ ବାଳ କଳାକାର ଅଛନ୍ତି, ଯିଏକି ବହୁତ ସାରା ଦର୍ଶକଙ୍କ ହୃଦୟ ଜିଣିଛନ୍ତି, ଆପଣଙ୍କୁ ସିରିଆଲ୍ ବଡେ ଅଛେ ଲଗତେ ହୈଁ ର ପିହୁ ଙ୍କୁ ତ ସମସ୍ତେ ଜାଣିଥିବେ,  ସେ ଏକ ସୁନ୍ଦରୀ କୁନି ଝିଅର ଅଭିନୟ କରିଥିଲେ,  ହଁ ଆଜ୍ଞା, ଛୋଟ ଦେଖାଯାଉଥିବା ଏହି ଝିଅଟି ନିଜ ନିରିହ ପଣିଆ ଦ୍ୱାରା ଲୋକଙ୍କ ହୃଦୟରେ ଏକ ଖାସ୍ ଜାଗା ବନାଇ ନେଇଥିଲା।

ଏମିତି ଏକ ବାଳ କଳାକାର ଅଛନ୍ତି ଯାହାଙ୍କ ନାଁ ହେଲା ଧୃତି, ସେ କେବେ ସିରିଆଲ୍ ଶ୍ରୀ କୃଷ୍ଣାରେ ନଜର ଆସିଥିଲେ, ଏବେ ଏହି ସିରିଆଲ୍ କୁ ଶେଷ ହେବାରେ ୮ ବର୍ଷ ହୋଇସାରିଛି, ଧୃତି ଏବେ ବଡ ହୋଇଯାଇଛନ୍ତି, ଏମିତିରେ ସେ ନିଜଅଭିନୟର ଯାଦୁରେ ବହୁତ ଦର୍ଶକଙ୍କୁ ଫ୍ୟାନ୍ ବନାଇଦେଲେ,  ଏହି ଶୋରେ ସେ ଶ୍ରୀକୃଷ୍ଣାଙ୍କ ଏକ ଛୋଟ ବେଳର ଭୁମିକା ନିଭାଇଥିଲେ,  ସେ ଦେଖିବାକୁ ଏମିତି ଲାଗୁଥିଲେ ଯେପରି ଶ୍ରୀକୃଷ୍ଣ ସତରେ ଛୁଆବେଳରେ ଏପରି ଦେଖାଯାଉଥିଲେ,  କହିଦେବୁ କି ଏହି ଅଭିନୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ।

କହିଦେବୁ କି ଛୋଟ ଶ୍ରୀକୃଷ୍ଣା ଅଭିନୟ କରିଥିବା ଏହି ବାଳ କଳାକାରଙ୍କ ନାଁ ଧୃତି ଭାଟ୍ଟିଆ ଅଟେ, ଆପଣଙ୍କୁ କହିଦେବୁ କି ଏହି ଶୋ କରିବାପରେ ତାଙ୍କୁ ଟିଭି ଜଗତରେ ବହୁତ ପ୍ରଶଂସା ମିଳିଲା, କିନ୍ତୁ ଆଜି ଆମେ ଆପଣଙ୍କୁ ଧୃତିଙ୍କ କିଛି ଲାଟେଷ୍ଟ ଫଟୋଗୁଡିକ ଦେଖାଇବୁ ଯେଉଁଠି ସେ ବହୁତ ସୁନ୍ଦର ଲାଗୁଛନ୍ତି, କହିଦେବୁ କି ଧୃତି ଜୟ ଶ୍ରୀକୃଷ୍ଣା ଛଡା ବହୁତ ସାରା ଶୋରେ ଅଭିନୟ କରିଛନ୍ତି, କିନ୍ତୁ ସେ ଶ୍ରୀକୃଷ୍ଣାରୁ ଯେଉଁ ପରିଚୟ ପାଇଲେ ଆଉ କେଉଁଠୁ ତାହା ମିଳିପାରିନଥିଲା ।

କହିଦେବୁ କି ସେ ଇସ୍ ପ୍ୟାର୍ କୋ କ୍ୟା ନାମ୍ ଦୁଁ ଓ ମାତା କି ଚୌକି ପରି ସିରିଆଲ୍ ରେ ବି କାମ କରିଥିଲେ, ଏହି ସିରିଆଲ୍ ଛଡା ସେ କିଛି ଟିଭି ବିଜ୍ଞାପନ ଓ କମରସିଆଲ୍ ବି କରିଥିଲେ,  ସେ ଏବେ ବହୁତ ବଡ ହୋଇସାରିଲେଣି, ଓ ଏବେ ତାଙ୍କ କ୍ୟାରିୟରରେ ପାଠ ପଢାରେ ବେଶୀ ମନୋ ନିବେଶ କରୁଛନ୍ତି ।

Leave a Reply

Your email address will not be published. Required fields are marked *