March 18, 2025

Odia Express

Leading Odia News Portal of Odisha

ଏହି ରାଶିର ଲୋକ ହୋଇଥାଆନ୍ତି ବହୁତ ଜିଦ୍ଦି, ଏମାନଙ୍କ କୌଣସି କଥାକୁ ରାଜି କରାଇବା ହୋଇଥାଏ ବହୁତ ମୁସକିଲ୍ …

ହିନ୍ଦୁ ଧର୍ମରେ ଜ୍ୟୋତିଷ୍ୟ ବିଦ୍ୟାକୁ ଏକ ବିଶେଷ ସ୍ଥାନ ମିଳିଛି, ଏଠାରେ ଯେବେ କେଉଁ ଶୁଭ କାର୍ଯ୍ୟର ଆରମ୍ଭ କରାଯାଏ ତେବେ ରାଶି, କୁଣ୍ତଳୀ, ଗ୍ରହ ନକ୍ଷତ୍ର ଆଦି ଦେଖାଯାଏ , ଏହି ଗ୍ରହ ନକ୍ଷତ୍ର ଆପଣଙ୍କ ରାଶି ଅନୁସାରେ ଆପଣଙ୍କ ସ୍ୱଭାବ କହିବାରେ ସକ୍ଷମ ହୋଇଥାନ୍ତି, ଜ୍ୟୋତିଷ୍ୟଶାସ୍ତ୍ରରେ ଦର୍ଶାଇଥିବା ୧୨ ଟି ରାଶିର ସଂବନ୍ଧ କେଉଁ ନା କେଉଁ ଗ୍ରହ ସହ ହୋଇଥାଏ ଏମିଇତ୍ରେ ଯେବେ ଆପଣଙ୍କ ଜନ୍ମ ହୋଇଥାଏ ତେବେ ଗ୍ରହର ସ୍ଥିତି ଅନୁସାରେ ବ୍ୟକ୍ତିର ସ୍ୱଭାବ ବି ଜଣାପଡେ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ଏମିତି ରାଶିର ସ୍ୱଭାବ ବିଷୟରେ କହିବାକୁ ଯାଉଛୁ ଯିଏକି ବହୁତ ଜିଦ୍ଦି ହୋଇଥାନ୍ତି ।

୧) ମେଷ ରାଶି- ଏହି ଲୋକ ଅଧିକା ଜିଦ୍ଦି ପ୍ରବୃତିର ହୋଇଥାନ୍ତି , ଏହି ଲୋକଙ୍କୁ ନିଜ ଜୀବନରେ କାହାର ହସ୍ତକ୍ଷେପ କରିବା ପସନ୍ଦ ହୁଏ ନାହିଁ , ଏମିତିରେ କେଉଁ ତୃତୀୟ ବ୍ୟକ୍ତି ଏମାନଙ୍କ ଲାଇଫରେ ଦଖଲ ଦେଇଥାଏ ତେବେ ସେ କହେ କି ଏମିତି କର ସେମିତି କର ତେବେ ତାଙ୍କୁ ବହୁତ ରାଗ ଆସେ , ଏହି ଲୋକ ସବୁବେଳେ ସେହି କାମ କରିବାକୁ ପସନ୍ଦ କରନ୍ତି ଯାହା ତାଙ୍କର ମନ ଓ ଦିମାଗ କହିଥାଏ , ଓ ସେମାନେ କାହା କଥାରେ ଫସନ୍ତି ନାହିଁ , ଏମାନେ ନିଜ ଭାବନାକୁ ନେଇକରି ଜୀବନରେ ନିର୍ଣ୍ଣୟ ନେବା ପସନ୍ଦ କରନ୍ତି ।

୨) କର୍କଟ ରାଶି- ଏହି ଲୋକ ଜିଦ୍ଦି ତ ହୋଇଥାନ୍ତି ବହୁତ ଥର ଭୁଲ୍ ହେଲେ ସେହି କଥାକୁ ଭୁଲ୍ କରିଛନ୍ତି ବୋଲି ସ୍ୱିକାର ବି କରନ୍ତି ନାହିଁ ଏମାନଙ୍କୁ ଲାଗେ କି ଏମାନଙ୍କ ଜୀବନରେ କିଛି ବି ହେଉ ତାହା ଠିକ୍ ହେଉଛି, ଏମାନେ କାହା କଥା ଶୂଣନ୍ତି ନାହିଁ , ଯଦି କିଏ ଏମାନଙ୍କ ଜିଦ୍ କୁ ଚ୍ୟାଲେଞ୍ଜ କରେ ତେବେ ସେ ଲଢେଇ ଝଗଡା କରିବାରେ ପ୍ରସ୍ତୁତ ହୋଇଯାଆନ୍ତି, ଏହି କାରଣରୁ ବହୁତଥର କର୍କଟ ରାଶିର ଲୋକଙ୍କୁ ଆଡଜଷ୍ଟ କରିବା ମୁସକିଲ୍ ହୋଇଯାଏ , କର୍କଟ ରାଶିର ଲୋକଙ୍କ କଥା ଡିଟେଲ୍ସରେ ବୁଝିବା ଅସଂମ୍ଭବ ହୋଇଥାଏ ।

୩) ତୁଳା ରାଶି- ଏହି ରାଶିର ଜାତକ ଜିଦ୍ଦିପଣ ପାଇଁ ସବୁଠାରୁ ଅନୋଖା ହୋଇଥାନ୍ତି , ଏମାନେ ସମସ୍ତଙ୍କର ଶୁଣନ୍ତି କିନ୍ତୁ ନିଜ ମନର କରନ୍ତି , ଉଦାହରଣ ପାଇଁ ଯଦି କିଛି ଭଲ କିମ୍ବା ଖରାପ ଉପଦେଶ ଦିଏ ତେବେ ସେହି ସମୟରେ ସେ ହଁ କରିଦିଅନ୍ତି , କିନ୍ତୁ ପରେ ନିଜ ମନ ମୁତାବିକ କାମ କରି ସମସ୍ତଙ୍କୁ ଚମକାଇ ଦିଅନ୍ତି , ଏହି କାରଣରୁ ବହୁତଥର୍ ଲୋକ ଏମାନଙ୍କ ଉପରେ ଭରସା କରନ୍ତି ନାହିଁ , ତୁଳା ରାଶିର ଲୋକେ ବହୁତ ସାତିର୍ ହୋଇଥାନ୍ତି , ସେ ନିଜ ଜିଦ୍ ପୁରା କରିବାପାଇଁ କିଛି ଚାଲବାଜୀ କରିବାରେ ଡରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *