May 19, 2025

Odia Express

Leading Odia News Portal of Odisha

ଜାଣନ୍ତୁ କିପରି ହେଲା ରାଧାଜୀଙ୍କର ମୃତ୍ୟୁ, କାହ୍ନାଙ୍କୁ କଣ ପାଇଁ ଭାଙ୍ଗିବାକୁ ପଡିଥିଲା ବଇଁଶୀ – ଏହି କାହାଣୀ ପଢିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ..

ଆମ ହିନ୍ଦୁ ଶାସ୍ତ୍ରର ଅନୁସାରେ ରାଧା ଓ କୃଷ୍ଣଙ୍କର ନାଁ ଏପରି ଯୋଡାଯାଇଛି, ଯାହାକି ଜଣେ ଅନ୍ୟ ଜଣଙ୍କ ନାଁ ସହ ଯୋଡା ନହେଲେ ତାହା ଅଧୁରା ବୋଲି ମନେ ହୁଏ , ଏହି କାରଣରୁ କୃଷ୍ଣଙ୍କର ଭକ୍ତ ତାଙ୍କୁ ରାଧା କହି ଡାକିଥାନ୍ତି , ହଁ ଆଜ୍ଞା ଏହି ଦୁହେଁ ନାଁ ଜଣେ ଅନ୍ୟ ଜଣଙ୍କ ପାଇଁ ଜନ୍ମ ନେଇଛନ୍ତି, ଓ ଏମାନଙ୍କୁ କେବେ ଅଲଗା କରାଯାଇପାରିବ ନାହିଁ , ଏହା ଛଡା ଏମାନଙ୍କ ନାଁ ସହ ଜୀବନର ସବୁ ଅସୁବିଧା ସହଜରେ ଦୁର କରାଯାଇପାରିବ ।ଆପଣ ଯେବେ ବି ମନ୍ଦିରକୁ ଯାଇଥାନ୍ତି ତେବେ ଆପଣ ଦେଖିଥିବେ କି କୃଷ୍ଣଙ୍କର ମୁର୍ତ୍ତି ସାମ୍ନାରେ ରାଧାଙ୍କର ମୁର୍ତ୍ତି ନିଶ୍ଚିତ ଭାବେ ରହିଥାଏ,  ସେମିତି ତାଙ୍କର ପ୍ରେମଲୀଳା ତ ଦୁନିଆଁ ସାରା ପ୍ରସିଦ୍ଧି ହୋଇଛି, କିନ୍ତୁ ଗୋଟେ ସତ୍ୟତା ଏହା ବି ଅଛି କି କୃଷ୍ଣଙ୍କର ଜୀବନରେ ଏମିତି ଏକ ସମୟ ବି ଆସିଥିଲା ଯେବେ ସେ ରାଧାଙ୍କୁ ଛାଡିକରି ଯିବାକୁ ପଡିଥିଲା ।

ଏହା ଛଡା କଣ ଆପଣ ଜାଣିଛନ୍ତି କି କୃଷ୍ଣଙ୍କର ରାଧାଙ୍କ ମୃତ୍ୟୁ କିପରିହୋଇଥିଲା, ଓ ତାଙ୍କର ଶେଷ ଇଚ୍ଛା କଣ ଥିଲା, ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଜଣାନଥିବ, ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଏହି ସବୁ ପ୍ରଶ୍ନର ଉତ୍ତର ବିସ୍ତାରରେ କହିବୁ, କହିଦେବୁ କି କଂସ ମାମା କୃଷ୍ଣ ଓ ବଳରାମଙ୍କୁ ମଥୁରା ଆସିବାକୁ ଆମନ୍ତ୍ରିତ କରିଥିଲେ,  ତେବେ ପ୍ରଥମ ଥର କୃଷ୍ଣ ଓ ରାଧା ଅଲଗା ହୋଇଥିଲେ,  ତେବେ ବୋଧେ ବିଧାତା କିଛି ଅଲଗା ଚାହୁଁଥିଲେ ଓ ବିଧିର ବିଧାନ ଏହି ଖେଳକୁ ନେଇ ରାଧା କୃଷ୍ଣଙ୍କୁ ଆଉଥରେ ଦେଖା ହୋଇଥିଲେ,  ହଁ ଆଜ୍ଞା ରାଧା କୃଷ୍ଣଙ୍କର ନଗରୀ ଦ୍ୱାରିକାରେ ପହଞ୍ଚିଥିଲେ । ଏମିତିରେ ଯେବେ କୃଷ୍ଣ ରାଧାଙ୍କୁ ଦେଖିଲେ ତେବେ ସେ ଖୁସି ହୋଇଯାଇଥିଲେ,  ଏହି ସମୟରେ ଦୁହେଁ ଆଖିରେ ଆଖିରେ କଥା ହୋଇଥିଲେ,  ଶାସ୍ତ୍ରରେ କୁହାଯାଇଛି କି ଦ୍ୱାରିକାରେ ରାଧାଙ୍କୁ କିଏ ବି ଚିହ୍ନିନଥିଲେ,  ଏମିତିରେ ରାଧା ବିନତି କରିବା ଫଳରେ କୃଷ୍ଣ ତାଙ୍କୁ ମହଲରେ ଏକ ସେବିକା ହିସାବରେ ନିଯୁକ୍ତ କରିଦେଲେ , ଏହି ସମୟରେ ରାଧା ଦିନସାରା ମହଲରେ ରହୁଥିଲେ,  ଓ ମହଲର କାର୍ଯ୍ୟ କରୁଥିଲେ

ଏହା ଛଡା ମଉକା ମିଳିଲେ ସେ କୃଷ୍ଣଙ୍କୁ ବି ଦର୍ଶନ କରିପାରୁଥିଲେ,  କିନ୍ତୁ ଦୁଃଖର କଥା ବୟସ ବଢୁଥିବା କାରଣରୁ କୃଷ୍ଣଜୀ ଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲେ , ଓ ଦିନେ ସେ ଲୁଚିକରି ମହଲ ଛାଡିଦେଲେ , ରାଧାଙ୍କୁ ଏହା ଜଣାନଥିଲା କି ସେ କେଉଁଠିକୁ ଯାଉଛନ୍ତି, କିନ୍ତୁ କୃଷ୍ଣଙ୍କୁ ଜଣାଥିଲା । ଏହି ପରି ଧିରେ ଧିରେ ସମୟ ଗଡିଗଲା ଓ ରାଧା ଏକେଲା ହୋଇଗଲେ,  ଏହାପରେ କୃଷ୍ଣଙ୍କ ଦରକାର ପଡିଲା, ଏମିତିରେ ସେ କିପରି ଭାବେ ହେଉ ସେ କୃଷ୍ଣଙ୍କୁ ଦେଖିବାକୁ ଚାହୁଁଥିଲେ,  ରାଧାଙ୍କର ଏହି ଇଚ୍ଛାକୁ ନେଇ କୃଷ୍ଣ ତାଙ୍କ ସାମ୍ନାରେ ପ୍ରକଟ ହୋଇଥିଲେ ,କହିଦେବୁ କି କୃଷ୍ଣଙ୍କୁ ନିଜ ଆଗରେ ପ୍ରକଟ ହେବାର ଦେଖି ସେ ବହୁତ ଖୁସି ହୋଇଥିଲେ,  ଏବେ ସେ ସମୟ ପାଖାପାଖି ହୋଇଯାଇଥିଲା ଯେବେ ରାଧା ନିଜ ପ୍ରାଣ ତ୍ୟାଗ କରି ଦୁନିଆଁ ଛାଡିଯିବାକୁ ଚାହୁଁଥିଲେ , ଏହାପରେ ରାଧା କୃଷ୍ଣଙ୍କୁ କହିଲେ କି ସେ କିଛି ମାଗିବାକୁ ଚାହୁଁଛନ୍ତି , କିନ୍ତୁ ଏହିଥିରେ କୃଷ୍ଣ ମନା କରିଦେଲେ ।

କିନ୍ତୁ ରାଧାଙ୍କର ବିନତିରେ ସେ ପରେ ରାଜି ହୋଇଗଲେ,  ଓ ସେ କୃଷ୍ଣଙ୍କୁ ବିନତି କରି କହିଥିଲେ କି ସେ ଶେଷଥର କୃଷ୍ଣଙ୍କର ବଇଁଶିକୁ ବଜାଇବାର ଶୁଣିବାକୁ ଚାହୁଁଛନ୍ତି, ଏମିତିରେ କୃଷ୍ଣ ବଇଁଶୀ ଉଠାଇଲେ ଓ ବଜାଇବାକୁ ଲାଗିଲେ , କିନ୍ତୁ ଦୁଃଖର ବିଷୟ ବଇଁଶୀର ସ୍ୱର ଶୁଣିବା କ୍ଷଣି ସେ ପ୍ରାଣ ତ୍ୟାଗ କରିଦେଲେ,  କହିଦେବୁ କି ଏହାପରେ ଶ୍ରୀକୃଷ୍ଣ ଉଦାସ ହୋଇଗଲେ, ଓ ନିଜ ବଇଁଶୀ ଭାଙ୍ଗିଦେଲେ ଓତାକୁ ଫିଙ୍ଗିଦେଲେ , ଜଣାଯାଏ ଯେ ରାଧା କୃଷ୍ଣଙ୍କୁ ମରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ,  ଆଜି ସେ ଜାଗା ରାଧାରାଣୀ ମନ୍ଦିର ଭାବେ ଜଣାଶୁଣା, ହଁ ଆଜ୍ଞା ସେହି ମନ୍ଦିର ମହାରାଷ୍ଟ୍ରରେ ମହଜୁତ୍ ଅଛି ।ସେମିତି ରାଧା ଜୀ ନିଜ ଶରୀର ତ୍ୟାଗ କରିଦେଲେ କିନ୍ତୁ ତାଙ୍କ ଆତ୍ମା ଆଜି ବି କୃଷ୍ଣଙ୍କର ଆତ୍ମା ସହ ରହିଛି ।

Leave a Reply

Your email address will not be published. Required fields are marked *