May 20, 2025

Odia Express

Leading Odia News Portal of Odisha

ଯଦି ଆପଣଙ୍କ ଘରେ ବି ଅଛି ହନୁମାନଜୀଙ୍କ ଫଟୋ ତେବେ ଏଠାରୁ ହଟାଇଦିଅନ୍ତୁ ତୁରନ୍ତ ନହେଲେ କ୍ରୋଧିତ ହୋଇପାରନ୍ତି ହନୁମାନ

ଏମିତି ମାନାଯାଏ କି ଭଗବାନ ରାମଙ୍କ ଭକ୍ତ ବଜରଙ୍ଗ ବାଲିଙ୍କୁ ସବୁଦିନ ପୁଜା କରିଲେ ସବୁ ମନୋକାମନା ପୁରା ହୋଇଯାଏ , ହନୁମାନଜୀ ବଡ ସଂଖ୍ୟାରେ ଭକ୍ତ ଅଛନ୍ତି , କେଉଁ ଭକ୍ତ ମନ୍ଦିର ଯାଈକରି ହନୁମାନଜୀଙ୍କ ପୁଜା କରିଥାଏ ସେମିତି କିଛି ଘରରେ ହନୁମାନଜୀଙ୍କ ଫଟୋ ଲଗାଈକରି ତାଙ୍କର ପୁଜା କରନ୍ତି । ସେମିତି କିଛି ଘରରେ ହନୁମାନଜୀଙ୍କ ଫଟୋ ଲଗାଇକରି ତାଙ୍କ ପୁଜା କରନ୍ତି । ଲୋକଙ୍କ ମାନିବା କଥା କି ହନୁମାନଜୀଙ୍କ ଫଟୋ ଘରେ ଲଗାଇଲେ ପ୍ରଥମେ ବହୁତ ସାବଧନତା ମାନିବାକୁ ହେବ । ବହୁତଥର ଏମିତି ହୋଇଥାଏ କି ଯେବେ ଆମେ ଘରର ଏମିତି ଭାଗରେ ହନୁମାନଜୀଙ୍କ ଫଟୋ ଲଗାଇଦେଇଥାଉ ଯେଉଁଠି ଫଟୋ ଲଗାଇବା ଉଚିତ୍ ନୁହେଁ ।

ଏମିତି କରିଲେ କୃପା ମିଳିନଥାଏ , ମାନ୍ୟତା ଅନୁସାରେ ହନୁମାନଜୀ କେଉଁ ବି ଫଟୋ ନିଜ ବେଡରୁମ୍ ରେ ଲଗାଇବା ଅଶୁଭ ହୋଇଥାଏ , ଯଦି ହନୁମାନଜୀଙ୍କ ଫଟୋ ଆପଣଙ୍କୁ ଲଗାଈବାର ଅଛି, ଘର ସବୁଠାରୁ ସଠିକ୍ ଜାଗାରେ ଲଗାନ୍ତୁ କିମ୍ବା ଘରର ଠାକୁରଘରେ ଲଗାନ୍ତୁ, ଏହି ଜାଗାରେ ହନୁମାନଜୀଙ୍କ ଫଟୋ ଲଗାଇବାର କୃପା ଆସିଥାଏ ।

ଘରେ ସବୁବେଳେ ହନୁମାନଜୀଙ୍କ ଫଟୋ ଦକ୍ଷିଣ ଦିଗରେ ଲଗାନ୍ତୁ, ଆପଣଙ୍କୁ ଜଣେଇଦେବୁକି ଏମିତି କରିଲେ ଘରର ସବୁ ନେଗେଟିଭ୍ ଏନର୍ଜୀ ଅଟକିଯାଏ,  ଘରର ସମୃଦ୍ଧି ଶାନ୍ତି ଆସିଯାଏ , ଯେଉଁ ବ୍ୟକ୍ତି ହନୁମାନଜୀଙ୍କୁ ଶ୍ରଦ୍ଧା କରିଥାଏ ସିଏ ସବୁଦିନ ହନୁମାନ ଚାଳିଶା ପାଠ କରିବା ଉଚିତ୍ ।

Leave a Reply

Your email address will not be published. Required fields are marked *