March 24, 2025

Odia Express

Leading Odia News Portal of Odisha

ଫ୍ଲାଇଟ୍ ରେ କଣ ପାଇଁ ମହିଳା ଷ୍ଟାଫ୍ ଙ୍କୁ ଦିଆଯାଏ ନିଯୁକ୍ତି ? ଏହା ହେଲା ବଡ କାରଣ ଯାହା ଆପଣ କେବେ ଭାବି ନଥିବେ ମଧ୍ୟ

ଉଡାଜାହାଜ ବା ଫ୍ଲାଇଟ୍ ରେ କେବେ ଯାତ୍ରା କରିଥିବେ ତ ନିଶ୍ଚିତ ବହୁତ କିଛି ଅନୁଭବ କରିଥିବେ , ଆପଣ ଦେଖିଥିବେ କି ଆପଣଙ୍କ ସହାୟତା ପାଇଁ ପ୍ଲେନରେ ଆଟେଡଡାନ୍ସ ଉପସ୍ଥିତ ରୁହନ୍ତି , ଏମାନଙ୍କୁ ଆମେ ଏୟାର୍ ହୋଷ୍ଟେସ୍ କହିଥାଉ, ଯାହାଙ୍କ କାର୍ଯ୍ୟ ଯାତ୍ରା ସମୟରେ କେଉଁ ବି ସମସ୍ୟାକୁ ସହଜ କରିବା , ଆପଣ ନିଶ୍ଚିତ ଏହା ବି ଦେଖିଥିବେ କି ଫ୍ଲାଇଟ୍ ଆଟେଡଡାନ୍ସ ପୁରୁଷ ପରିବର୍ତ୍ତେ ମହିଳାଙ୍କୁ ଅଧିକା ରଖିଥାଏ , ଅଧିକାଂଶ ଏୟାରଲାଇନ୍ସରେ ମହିଳା ଏୟାର ହୋଷ୍ଟେସ୍ ହିଁ ରଖିଥାନ୍ତି । କଣ ଆପଣ ଏହାର କାରଣ ଜାଣିଛନ୍ତି ?

ଏମିତି ହୋଇନଥାଏ ପୁରୁଷ ଏୟାର ହୋଷ୍ଟେସ୍ ରହିପାରିବେ ନାହିଁ । ମେଲ୍ ଫ୍ଲାଇଟ୍ ଆଟେଡାନ୍ସ ହିସାବରେ ରୁହନ୍ତି , କିନ୍ତୁ ଏମାନଙ୍କ ସଂଖ୍ୟା କମ୍ ହୋଇଥାଏ , ସେମିତି ପୁରୁଷଙ୍କୁ ଏହି ପୋଷ୍ଟରେ ରଖୁଥିବା କମ୍ପାନୀଗୁଡିକ କହନ୍ତି କି ସେ କେବଳ ସିଚୁଏସନ୍ ରେ ମେଲ୍ ଆଟେଡାନ୍ସ ରଖନ୍ତି , ଅଧିକାଂଶ ଫୋର୍ସ ଓ ପରିଶ୍ରମ କାର୍ଯ୍ୟ କରିଥାଏ , କିଛି ଲୋକ ମାନନ୍ତି କି ମହିଳାଙ୍କୁ ନେବାର କାରଣ ତାଙ୍କର ଗ୍ଲାମର ହିଁ ହୋଇଥାଏ , ସେମିତି କିଛି ସୁଚନା ଅନୁସାରେ ହସ୍ପିଟାଲିଟି ସହ ଯୋଡି ହୋଇଥିବା କାର୍ଯ୍ୟ ପାଇଁ ଫିମେଲ୍ ସଠିକ୍ ଅପଶନ୍ ହୋଇଥାଏ,  ଏହାର ବହୁତ କାରଣ କୁହାଯାଇଛି

୧) କୁହନ୍ତି କି ଲୋକେ ପୁରୁଷଙ୍କ ବଦଳରେ ମହିଳାଙ୍କ କଥାକୁ ବେଶୀ ଧ୍ୟାନ ଦିଅନ୍ତି , ଓ ତାଙ୍କୁ ଧ୍ୟାନର ସହ ଶୁଣନ୍ତି , ଏଥିପାଇଁ ଯେବେ ଦିଗ ନିର୍ଦ୍ଧେଶ ଦିଅନ୍ତି , ତେବେ ମହିଳା ମାନେ ହିଁ ଏହା କହିଥାନ୍ତି ।

୨) ଏମିତି କୁହାଯାଏ କି ମହିଳାଙ୍କ ମ୍ୟାନେଜମେଣ୍ଟ ସ୍କିଲ୍ ଭଲ ହୋଇଥାଏ , ସେ ଯାତ୍ରୀଙ୍କ ସେବାରେ ଅଧିକା ଭଲ ଭାବେ କାମ କରନ୍ତି , ଓ କମ୍ ସମୟରେ ସମାଧାନ କରିଦିଅନ୍ତି ।

୩) ଏମିତି କୁହାଯାଏ କି ମହିଳାଙ୍କୁ ଭଲ ଭାବେ ଲୋକଙ୍କ କଥା ଶୁଣନ୍ତି , ଯାହା ଭଲ ପ୍ରଭାବ ପକାଏ ।

୪) ମହିଳା ପୁରୁଷଙ୍କ ଫ୍ଲାଇଟ୍ ଆଟେଡାନ୍ସ ଅଧିକା ଭଦ୍ର ଓ ସଫ୍ଟ ନେଚରର ହୋଇଥାନ୍ତି , ଏମିତିରେ ଯାତ୍ରୀ ତାଙ୍କୁ ଏୟାରଲାଇନ୍ସର ଛବି ଶାନଦାର୍ ହୋଇଯାଏ ।

୫) ଏହା ବି କହନ୍ତି କି ଫିମେଲ୍ ଅଧିକା ଉଦାର ନେଚରର ହୋଇଥାନ୍ତି , ଓ ଆକ୍ଟିଭ୍ ବି ରୁହନ୍ତି , କେବିନ୍ କ୍ରୁ ପାଇଁ ଯାହା ଏକ ବହୁତ ଜରୁରୀ ବିଶେଷତା ହୋଇଥାଏ ।

୬) ଏମିତି ମାନାଯାଏ କି ମହିଳାଙ୍କ ୱେଟ୍ ପୁରୂଷଙ୍କ ଅପେକ୍ଷା କମ୍ ହୋଇଥାଏ , ଓ କେଉଁ ବି ଫ୍ଲାଇଟ୍ ପାଇଁ ଏକ ଜରୁରୀ କଥା ହୋଇଥାଏ , କାରଣ ଅଧିକା ୱେଟ୍ ଅର୍ଥ ଅଧିକା ଫ୍ୟୁଲ୍ କୁହାଯାଏ ,

ଏମିତି କିଛି ଜିନିଷ ଅଛି ଯାହା କାରଣରୁ ଫିମେଲ୍ କେବିନ୍ କ୍ରୁ ଅଧିକା ପୁରୁଷ କେବିନ୍ କ୍ରୁ କମ୍ ମିଳିଥାନ୍ତି , କିନ୍ତୁ ଜେଣ୍ତର୍ ଇକ୍ୱାଲିଟି କୁ ନେଇକରି ଏହା ବି କହନ୍ତି କି ଏହି ଜବ୍ ରେ ମେଲ୍ ଙ୍କୁ ବି ଅବସର ଦେବା ଉଚିତ୍ ।

Leave a Reply

Your email address will not be published. Required fields are marked *