September 19, 2024

Odia Express

Leading Odia News Portal of Odisha

ଆଜିର ପ୍ରଶ୍ନ – କେଉଁ ଜିନିଷ ଅଟେ ଯାହା କିଣିଲେ କଳା, ଓ ବ୍ୟବହାର କରିଲେ ଲାଲ୍ ଓ ଫିଙ୍ଗିଦେଲେ ଧଳା ହୋଇଯାଏ ?ଉତ୍ତର ବୁଦ୍ଧିମାନ ଲୋକ ଦେଇପାରିବେ

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ ।

୧) ଭାରତୀୟ ରାଷ୍ଟ୍ରିୟ କଂଗ୍ରେସ ର ପ୍ରଥମ ଅଧ୍ୟକ୍ଷ ବ୍ୟୋପମେଶ ଚନ୍ଦ୍ର ବାନାର୍ଜୀ ପୁନଃ କେବେ ଓ କେଉଁ କଂଗ୍ରେସ ଅଧିବେଶନର ଅଧ୍ୟ‍କ୍ଷ ହୋଇଥିଲେ ? ଉତ୍ତର- ୧୮୯୨, ଇଲାହାବାଦ୍ ଅଧିବେଶନର

୨) କଣ୍ଟ୍ରୋ ଲର୍ ଆଣ୍ତ ଅଡିଟର୍ ଜେନେରାଲ୍ କେବେ ସେବା ନିବୃତ ହୋଇଥାନ୍ତି ? ଉତ୍ତର- ନିଯୁକ୍ତିର ୬ ବର୍ଷ ବା ୬୫ ବର୍ଷ ଆୟୁରେ

୩) ମୁଖ୍ୟ ନିର୍ବାଚନ ଆୟୁକ୍ତ ନିଯୁକ୍ତି କିଏ କରିଥାଏ ? ଉତ୍ତର-ରାଷ୍ଟ୍ରପତି ।

୪) କେଉଁ ବିଧାୟକ କୁ ଧନ ବିଧାୟକ ହେବାର ଅନ୍ତିମ ନିର୍ଣ୍ଣୟ କିଏ ଦେଇଥାଏ ? ଉତ୍ତର- ଲୋକସଭା ଅଧ୍ୟକ୍ଷ ।

୫) ଡିବି ଆର୍ ଆମ୍ବେଦକର୍ କେଉଁ ମୌଳିକ ଅଧିକାର ଭାରତୀୟ ସଂବିଧାନ ହୃଦୟ ଓ ଆତ୍ମା କହିଥିଲେ ? ଉତ୍ତର- ସଂବିଧୈନିକ ଉପଚାରର ଅଧିକାରକୁ ।

୬) ସଂବିଧାନର କେଉଁ ଅନୁସୁଚି ରେ ରାଜ୍ୟପାଳ, ରାଷ୍ଟ୍ରପତି, ଭାରତର ମୁଖ୍ୟ ନ୍ୟାୟାଧିଶ ଆଦି ବେତନ ଦିଆଯାଏ ? ଉତ୍ତର- ଦ୍ୱିତୀୟ ଅନୁସୁଚିରେ ।

୭) ବିଶ୍ୱର ଅଧିକାଂଶ ପଠାରି ଭାଗରେ କେଉଁ ବ୍ୟବସାୟ ପ୍ରାଧ୍ୟାନତା ମିଳିଥାଏ ? ଉତ୍ତର-ଉତଖନନ ।

୮) ମେସେଟା ପଠାର କେଉଁଟି ଅଛି ? ଉତ୍ତର- ସ୍ପେନ୍ ତଥା ପୁର୍ତ୍ତୁଗାଲରେ ।

୯) କାନାଡିଆନ୍ ନ୍ୟାଶାନାଲ୍ ରେଳମାର୍ଗ କେଉଁଠାରୁ କେଉଁଯାଏଁ ଯାଇଥାଏ? ଉତ୍ତର- ହେଲିଫେକ୍ସନ୍ ରୁ ବ୍ୟାକୁବର୍ ପର୍ଯ୍ୟନ୍ତ ୧୦) ୧୯୮୧ ରେ ସ୍ଥାପିତ ଭାରତୀୟ ବନ୍ୟ ସର୍ବେକ୍ଷଣ ବିଭାଗ ର ମୁଖ୍ୟାଳୟ କେଉଁଠି ଅଛି ? ଉତ୍ତର- ଡେରାଡୁନ୍

୧୧) ବ୍ଲେକ୍ ହିଲ୍ ବ୍ଲୁ ପର୍ବତ, ଓ ଗ୍ରୀନ୍ ପର୍ବତ୍ ନାମକ ପାହାଡ ଗୁଡୀକ କେଉଁ ଦେଶରେ ଅଛି ? ଉତ୍ତର- ସଂଯୁକ୍ତ ରାଜ୍ୟ ଆମେରିକା ।

୧୨) ଆଫ୍ରିକାର ଉତ୍ତନମାଶା ଅନ୍ତରୀପ ର ଖୋଜ୍ ଶ୍ରେୟ କେଉଁ ନାବିକ କୁ ଦିଆଯାଏ ? ଉତ୍ତର- ବାର୍ଥୋଲୋମ୍ୟୁନ୍ ଡିୟାଜ୍ ଙ୍କୁ

୧୩) ବିଶ୍ୱର ସବୁଠାରୁ ବଡ ପ୍ରାୟଦ୍ୱିପ କେଉଁଟା ଅଟେ ? ଉତ୍ତର- ଆରବ(କ୍ଷେତ୍ରଫଳ- ୩୨,୫୦,୦୦୦ ବର୍ଗ କିମି)

୧୪) କେଉଁ ଗ୍ରହକୁ ଲାଲ୍ ତାରା ସଂଜ୍ଞା ଦିଆଯାଇଛି ? ଉତ୍ତର- ମଙ୍ଗଳକୁ

୧୫) ଉତ୍ତରି ଆମେରିକାରେ ସ୍ଥିତ ମାଉଣ୍ଟ ମ୍ୟାକିଲେ କେଉଁ ପର୍ବତ ଶିଖର ଅଛି ? ଉତ୍ତର- ରକିଜ୍

୧୬) ନେଦରଲ୍ୟାଣ୍ତ ସମୁଦ୍ର ପାଇଁ ଯାଈଥିବା ଭୁ ଭାଗ କେଉଁ ନାମରେ ଜଣାଯାଏ ? ଉତ୍ତର- ପୋଲ୍ଡର ନାଁରେ

୧୭) ଲଣ୍ତନ କେଉଁ ନଦୀ ତଟରେ ଅଛି ? ଉତ୍ତର- ଟେମ୍ସନ୍ ନଦୀ ତଟରେ

୧୮) ଭାରତର ସର୍ବଧିକ ଗଭିର ଖଣି କେଉଁଟା ଅଟେ ? ଉତ୍ତର- କୋଲାର୍ ଖଣି

୧୯) ଦକ୍ଷିଣ ଆମେରିକାର କେଉଁ ଦେଶ କ୍ଷେତ୍ରଫଳ ଦୃଷ୍ଟିରୁ ସବୁଠାରୁ ବଡ ଅଟେ ? ଉତ୍ତର୍-ବ୍ରାଜିଲ୍

୨୦) ମଙ୍ଗଳ ଓ ବୃହସ୍ପତି କକ୍ଷର ମଧ୍ୟରେ ସୁର୍ଯ୍ୟ ର ଚାରିପଟେ ପରିକ୍ରମା କର୍ଥିବା ଶୈଳ ଛୋଟ ଖଣ୍ତ ସମୁହକୁ କଣ କହନ୍ତି ? ଉତ୍ତର- କ୍ଷେଦ୍ରଗ୍ରହ (Asteroids)

୨୧) ସେ କଣ ଜିନିଷ ଅଟେ ଯାହା କିଣିଲେ କଳା, ଓ ବ୍ୟବହାର କରିଲେ ଲାଲ୍ ଓ ଫିଙ୍ଗିଦେଲେ ଧଳା ହୋଇଯାଏ ? ଉତ୍ତର- କୋଇଲା ।

Leave a Reply

Your email address will not be published. Required fields are marked *