March 15, 2025

Odia Express

Leading Odia News Portal of Odisha

ମଜାଦାର୍ ଜୋକ୍ସ : ଗୋଟେ ଦିନରେ ଚିକେନ୍ ଫାର୍ସହାଉସ୍ ରେ କୁକୁଡା ନିରିକ୍ଷଣ କରିବା ପାଇଁ ଆସିଥିଲେ, ଇନସିପେକ୍ଟର- ତୁମେ ମାନେ କୁକୁଡାକୁ କଣ ଖୁଆଉଛ ତାପରେ ସେ ଲୋକ ଯାହା କହିଲେ ଶୁଣିକି ବେହୋସ ହେଇଗଲେ ଇନସିପେକ୍ଟର

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ରାମୁ- ତୋତେ ଦୁଇଟି ଝିଅ ପ୍ରପୋଜ କରିଲେ ତୁ କାହାକୁ ବାହାହେବୁ ? ଶ୍ୟାମୁ- ମୁଁ ଦୁହେଁଙ୍କୁ କୁସ୍ତି କରାଇବି ଓ ଯିଏ ହାରିବ ତାକୁ ହିଁ ବାହାହେବି, ରାମୁ-ହାରିବା ବାଲି ସହ କଣ ପାଇଁ ? ଶ୍ୟାମୁ- କାରଣ ବିବାହ ପରେ ସେ ମୋତେ କମ୍ ପିଟିବ ।

୨) ବାହାଘର ୨୦୨୫ ପଣ୍ତିତ ସବୁ ବରଯାତ୍ରୀ ଅନଲାଇନ୍ ଆସନ୍ତୁ, ବରକୁ ଅନଲାଇନ୍ ଡାକ, କନ୍ୟାକୁ ଅନଲାଇନ୍ ଡକାଅ,  ଓ ସବୁ ଅନଲାଇନ୍ ଆସିଲେ , ପଣ୍ତିତ ବର କନ୍ୟାକୁ- କଣ ତୁମେ ଦୁହେଁ ନିଜ ଷ୍ଟାଟସ୍ ସିଙ୍ଗଲ୍ ରୁ ମ୍ୟାରେଡ୍ କରିବାକୁ ପ୍ରସ୍ତୁତ ଅଛ ? ବର କନ୍ୟା ହଁ । ପଣ୍ତିତ ତେବେ ଚାଲ ଗ୍ରୁପ୍ ମେମ୍ବରଙ୍କୁ ଫ୍ଲାୱାର୍ ସ୍ମାଇଲି ପକାଅ, ବିବାହ ସଂପନ୍ନ ହେଲା । ତଥାସ୍ତୁ ।

୩) ସ୍ତ୍ରୀ ସ୍ୱାମୀକୁ କହେ- ତୁମେ ମୋତେ ରାଣୀ କଣପାଇଁ ଡାକୁଛ ? ସ୍ୱାମୀ- କାରଣ ଚାକରାଣୀ କହିବା ଟିକିଏ ଲମ୍ବା ହୋଇଯାଉଛି, ସ୍ତ୍ରୀ-ରାଗିକି- ତୁମକୁ ଜଣାଅଛି କି ମୁଁ ତୁମକୁ ଜାନ୍ କଣପାଇଁ ଡାକେ ? ସ୍ୱାମୀ-ଆରେ ଜାଣିନି କହୁନକଣପାଇଁ ? ସ୍ତ୍ରୀ-କାରଣ ଜାନବର ଡାକିବା ଟିକିଏ ଲମ୍ବା ହୋଈଯାଉଛି ତ ।

୪) ଗୋଟେ ବୁଢୀର ଜ୍ୱାଇଁ ବହୁତ କଳା ଥିଲା ଶାଶୁ- ଜ୍ୱାଇଁ ତୁମେ ଗୋଟେ ମାସ ଏଠାରେ ରୁହ କ୍ଷୀର ଦହି ଖାଅ ମଉକ କର, ଆରାମ କର ଏଠାରେ, ଜ୍ୱାଇଁ- ଆରେ ବାଃ ଶାଶୁ ମା, ଆଜି ବହୁତ ଭଲ ପାଉଛ ମୋତେ, ଶାଶୁ- ଆରେ ପ୍ରେମ ଫେରମ କିଛି କରୁନି ତୋତେ, ସେ ଆମର ମଇଁଷିର ଛୁଆ ମରିଗଲା, କମ୍ ସେ କମ୍ ତୋ ମୁହଁ ଦେଖିକରି କ୍ଷୀର ଦେଉଥିବ ।

୫) ପପୁକୁ ଗୋଟେ ଭିକାରି ମନ୍ଦିର ବାହାରରେ ଦେଖିବାକୁ ମିଳିଲା, ଭିକାରୀ- ଭଗବାନଙ୍କ ନାଁରେ କିଛି ଦେଇଦିଅ ସାହେବ, ଚାରିଦିନରୁ କିଛି ଖାଇନି, ପପୁ-୫୦୦ ଟଙ୍କା ନୋଟ୍ ବାହାର କରି କହିଲା ୪୦୦ ଟଙ୍କା ଖୁଚୁରା ଅଛି କି ? ଭିକାରୀ-ହଁ ସାହେବ, ପପୁ- ତ ପ୍ରଥମେ କିଛି ସେଥିରୁ ନେଇକରି ଖାଇଦିଅ ।

୬) ପପୁ- ବାପା ମୋତେ ଗୋଟେ ଝିଅ ବହୁତ ପସନ୍ଦ ଲାଗୁଛି, ମୁଁ ତାକୁ ହିଁ ବାହାହେବାକୁ ଚାହୁଁଛି, ବାପା- କନ ସେ ତୋତେ ଭଲ ପାଉଛି, ପପୁ- ହଁ ସେ ମୋତେ ହିଁ ପସନ୍ଦ କରୁଛି, ଓ ବାହାହେବା ପାଇଁ ଚାହୁଁଛି, ବାପା –ଯେଉଁ ଝିଅର ପସନ୍ଦ ଏମିତି ତାକୁ ମୋର ବୋହୁ କେବେ କରିପାରିବି ନାହିଁ ।

୭) ପପୁ ନିଜ ସାଙ୍ଗ ଗପୁକୁ କହିଲା- ଏତେ ମିଠା ମିଠା କହେ ପଡୋଶୀ, ରାଣ ଅଛି ସୁଗର୍ ହେଇଗଲାଣି, ଗପୁ ପଚାରିଲା- ତାପରେ କଣ୍ଟ୍ରୋଲ୍ କେମିତି କରୁଛ ? ପପୁ- ସେ ଦୟା ହେଲା ସ୍ତ୍ରୀର କଡା କଥା କହି କହି ବ୍ୟାଲାନ୍ସ କରିଦେଉଛି ।

୮) ଥରେ ଦୁଇଟି ମୁଷା ବାଇକ୍ ରେ ଯାଉଥିଲେ, ତେବେ ରାସ୍ତାରେ ତାଙ୍କୁ ଗୋଟେ ବାଘର ଛୁଆ ମିଳିଲା, ବାଘର ଛୁଆ- ମୋତେ ବାଇକ୍ ରେ ବସାଇଦିଅ, ମୁଷାମାନେ ଭାବିଲେ ଓ ତାପରେ କହିଲେ- ଦେଖି ନେ ତୋର ମା ନହେଲେ କହିବେ କି ତୁ ଗୁଣ୍ତାଙ୍କ ସହ ବୁଲୁଛୁ ବୋଲି ।

୯) ସ୍ତ୍ରୀ ତାର ମଦୁଆ ସ୍ୱାମୀକୁ ସୁଧାରିବାପାଇଁ ରାତିକୁ କଳାକପଡା ପିନ୍ଧି ଠିଆ ହୋଇଗଲା, ସ୍ୱାମୀ-କିଏ ତୁମେ ? ସ୍ତ୍ରୀ-ରାକ୍ଷାଶୁଣୀ, ସ୍ୱାମୀ- ଚାଲ୍ ହାତ ମିଳା, ମୁଁ ତୋର ଭଉଣୀର ସ୍ୱାମୀ ।

୧୦) ଚିକେନ୍ ଫାର୍ମହାଉସ୍ ରେ ଏକ ନିରିକ୍ଷକ ଇନସିପେକ୍ଟର ଆସିଲା- ତୁମେ କୁକୁଡାଙ୍କୁ କଣ ଖୁଆଉଛ ? ପ୍ରଥମ ମାଲିକ- ବାଜରା, ଇନସିପେକ୍ଟର-ଖରାପ ଖାଦ୍ୟ, ତୁମକୁ ଗିରଫ କରିଦେବି, ଦ୍ୱିତୀୟ ମାଲିକ- ଚାଉଳ, ଇନସିପେକ୍ଟର- ଏହାକୁ ବି ଗିରଫ କରିଦିଅ, ଏବେ ସାନ୍ତାର ଟାଇମ୍- ତେବେ ସେ ଡରିଡରି କହିଲା- ଆମେ ତ କୁକୁଡାଙ୍କୁ ୫-୫ ଟଙ୍କାଦେଉଛୁ, କି ଯାହା ତୁମ ଇଚ୍ଛା ଅଛି ଯାଇକରି ଖାଇଦିଅ

Leave a Reply

Your email address will not be published. Required fields are marked *