September 19, 2024

Odia Express

Leading Odia News Portal of Odisha

କଣ ଆପଣ ମଧ୍ୟ ରହି ମାଛ ଖାଉଛନ୍ତି କି ? ଜାଣନ୍ତୁ ଏହାପରେ କଣ ହେଇଥାଏ ଆମ ଶରୀର ରେ – ଜାଣିଲେ କହିବେ ଆଉ ଜୀବନରେ କେବେ..

ସାଙ୍ଗମାନେ ଯଦି ଆପଣ ମାଂସାହାରି ଅଟନ୍ତି ତ ଏହି ଖବର ଆପଣଙ୍କ ପାଇଁ ବହୁତ ଖାସ ଅଟେ।ଯଦି ଆପଣ ଆମିଷ ଖାଉଥାନ୍ତି ଓ ମାଛ ଆପଣଙ୍କୁ ବହୁତ ପସନ୍ଦ ହୋଇଥାଏ ତ ଏହି କଥା ନିଶ୍ଚିତ ଜାଣିବା ଜରୁରୀ।ଆଜି ମୁଁ ଆପଣ ମାନଙ୍କୁ ରୋହି ମାଛ ବିଷୟରେ କିଛି ଖାସ ତଥ୍ୟ ଦେବାକୁ ଯାଉଛି।କଣ ଆପଣ ଜାଣିଛନ୍ତି ଯେ ରୋହି ମାଛ ଖାଇବା ଯେତେ ସ୍ଵାଦିଷ୍ଟ ହୋଇଥାଏ ସେତେ ପୌଷ୍ଟିକ ମଧ୍ୟ ହୋଇଥାଏ।ମନୁଷ୍ୟ ଶରୀରକୁ ଆଇରନ ଜିଙ୍କ,ପୋଟାସିୟମ,କ୍ୟାଲସିୟମ ଓ ସେଲେନୀୟମ ସହିତ ବହୁତ ମିନେରାଲ ମାନଙ୍କର ଦରକାର ହୋଇଥାଏ।ରୋହି ମାଛର ସେବନ କରିବା ଦ୍ୱାରା ଶରୀରକୁ ଏହି ସବୁ ମିନେରାଲ ଏକା ସାଥିରେ ମିଳିଥାଏ।

ଯଦି ଆପଣ ଆମିଷ ଖାଉଛନ୍ତି ତ ଆପଣ ଆପଣଙ୍କ ଖାଦ୍ୟରେ ନିଶ୍ଚୟ ସେହି ମାଛକୁ ସାମିଲ କରନ୍ତୁ।ରୋହି ମାଛରେ ଭିଟାମିନ ସି ର ମାତ୍ରା ମଧ୍ୟ କିଛି କମ ନଥାଏ।ଏହା ଆମ ଶରୀର ପାଇଁ ବହୁତ ଦରକାରି ହୋଇଥାଏ।ଭିଟାମିନ ସି ମାତ୍ରା ଶରୀରରେ ଉପଯୁକ୍ତ ଭାବେ ରହିବା ଦ୍ବାରା ଆପଣ ବହୁତ ରୋଗରୁ ରକ୍ଷା ପାଇ ପାରିବେ।ଭିଟାମିନ ସି ଆପଣଙ୍କ ଶରୀରରେ ରହିବ ଦ୍ବାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବହୁ ମାତ୍ରାରେ ବଢ଼ି ଯାଇଥାଏ।ଏହାଦ୍ବାରା ଆପଣ ସର୍ଦ୍ଦି ଖାସ ଆଦି ରୋଗ ଠାରୁ ଦୂରରେ ରହି ପାରିବେ।ଏହା ବ୍ୟତୀତ ରୋହି ମାଛରେ ପ୍ରୋଟିନର ପରିମାଣ ମଧ୍ୟ ବହୁତ ଅଧିକ ରହିଥାଏ।

ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ ହୃଦୟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ।ରୋହି ମାଛରେ ଫ୍ୟାଟ ବହୁତ କମ ପରିମାଣରେ ରହିଥାଏ।ଏଥିପାଇଁ ଏହାକୁ ଖାଇବା ଦ୍ଵାରା ଆପଣଙ୍କୁ ଶକ୍ତି ମିଳିଥାଏ ଫ୍ୟାଟ ନୁହେଁ।ଆପଣ କ୍ୟାନ୍ସର ଭଳି ମାରାତ୍ମକ ରୋଗ ଠାରୁ ବଞ୍ଚିବା ପାଇଁ ରୋହି ମାଛର ସେବନ କରିପାରନ୍ତି। ରୋହୀ ମାଛରେ ଥିବା ପ୍ରୋଟିନ କ୍ୟାନ୍ସର ରୋଗଠାରୁ ଲଢି ଆମକୁ ସୁରକ୍ଷା ପ୍ରଦାନ କରିଥାନ୍ତି।ଏହାକୁ ଖାଇବା ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବହୁତ ମଜବୁତ ହୋଇଥାଏ।ଏହା ଆପଣଙ୍କୁ ଅନେକ ସଂକ୍ରାମକ ରୋଗ ମାନଙ୍କ ଠାରୁ ମୁକ୍ତି ଦେଇଥାଏ।ଏଥିରେ ଥିବା ପ୍ରୋଟିନ ଆପଣଙ୍କ ଓଜନକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।

ରୋହି ମାଛ ମୁଣ୍ଡ ଖାଇବା ଦ୍ବାରା ଆମକୁ ଅନେକ ଫାଇଦା ମିଳିଥାଏ।ଏହାଦ୍ବାରା ଆମ ମସ୍ତିସ୍କ ତୀକ୍ଷ୍ମ ହୋଇଥାଏ।ରୋହି ମାଛ ମୁଣ୍ଡ ଖାଇବା ଦ୍ବାରା ଆମ ଆଖିର ଦୃଷ୍ଟି ଶକ୍ତି ମଜବୁତ ହୋଇଥାଏ।ଏହାଫଳରେ ଆପଣଙ୍କୁ ଆଉ ଆପଣଙ୍କ ଚଷମା ନମ୍ବର ବଦଳେଇବାକୁ ପଡ଼ି ନଥାଏ।ରୋହି ମାଛ ଖାଇବା ଦ୍ଵାରା ଆପଣଙ୍କ ଆଣ୍ଠୁ ଗଣ୍ଠି ଆଦି ସୁସ୍ଥ ରହିଥାଏ।ଏହା ଆପଣଙ୍କ ହାଡ ମାନଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ ଆମକୁ ବହୁତ ମାରାତ୍ମକ ରୋଗ ମାନଙ୍କ ଠାରୁ ରକ୍ଷା କରିଥାଏ।

Leave a Reply

Your email address will not be published. Required fields are marked *